September 12, 2024

Odia Express

Leading Odia News Portal of Odisha

ଗୋଟେ ଭୁଲ୍ ପାଇଁ ଏହି ବ୍ୟକ୍ତି କୁ ବନେଇ ଦେଲା କାଙ୍ଗାଳ , ନହେଲେ ହୋଇଥାନ୍ତେ ଆଜି ଅମ୍ବାନୀଙ୍କ ଠାରୁ ଆଗରେ..

ବିନା ବୁଝି ବିଚାରି କରିଥିବା ଏକ ଛୋଟ ଭୁଲ୍ ବି ଭବିଷ୍ୟତରେ ଆପଣଙ୍କୁ କ୍ଷତିକାରକ ହୋଇପାରେ , ଏହା ବିଷୟରେ ଆପଣ କେବେ ଭାବିବି ନଥିବେ କି ମଣିଷ ଜାଣି ଅଜାଣୀ ଏପରି ଭୁଲ୍ କରିବସେ ଯାହାର ଚିନ୍ତା ତାକୁ ଜୀବନସାରା ରହିଥାଏ , ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବୀଷୟରେ କହିବାକୁ ଯାଊଛୁ ,ଯାହାଙ୍କ ଏକ ଭୁଲ୍ ଫଇସଲାରେ ତାଙ୍କୁ ଦୁନିଆଁର ସବୁଠାରୁ ଧନୀ ବ୍ୟକ୍ତି ହେବାରେ ରୋକିଦେଲା , ଏବେ ଏହି ଛୋଟ ଭୁଲ୍ ତାଙ୍କ ଗଣନା ଦୁନିଆଁର ସବୁଠାରୁ ଧନୀ ବ୍ୟକ୍ତିରେ ଥାନ୍ତା , କିନ୍ତୁ ସେ ନିଜ ପାଦକୁ ନିଜେ କୁରାଢୀ ମାରିଲା ଭଳି କାମ କରିବସିଲେ ।

ଆମେ କଥା ହେଉଛୁ ଆପଲ୍ ର ତୃତୀୟ କୋଫାଉଣ୍ତର୍ ରୋନାଲ୍ଡ ବେନ୍ ଙ୍କର , ଏହା କହିବାର ଆବଶ୍ୟକତା ପଡୁନି କି ଆପଲ୍ ଦୁନିଆଁର ସବୁଠାରୁ ବଡ କମ୍ପାନୀରେ ଜଣାଯାଏ , ରୋନାଲ୍ଡ ଆପଲ୍ ର ଆରମ୍ଭର ୧୦ ପ୍ରତିଶତ ଶେୟାର୍ ପ୍ରାୟ ୮୦୦ ଡଲାର୍ ମାନେ ୫୨ ହଜାର ଟଙ୍କାରେ ବିକ୍ରି କରିଦେଲେ , ଆଜିର ସମୟରେ ଏହାର ତୁଳନା କରିଲେ ୧୦ ପ୍ରତିଶତ ସେୟାର୍ ଦାମ୍ ୫ ଲକ୍ଷ କୋଟି ଅଟେ । ଦୁନିଆଁର ସବୁଠାରୁ ବଡ ଟେକ୍ନୋଲୋଜି କମ୍ପାନୀ ଆପଲ୍ ଆରମ୍ଭରୁ ଏକ ଅପ୍ରେଲ୍ ୧୯୭୬ କୁ ତିନି ବନ୍ଧୁ ଷ୍ଟିଭ୍ ଜବ୍ସ, ଷ୍ଟିଭ୍ ବଜନିଏକ୍ , ଓ ରୋନାଲ୍ଡୋ ବେନ୍ ମିଶିକରି କରିଥିଲେ,  ଏହି କମ୍ପାନୀର ଆରମ୍ଭ ଏକ ଛୋଟ ଗ୍ୟାରେଜ୍ ରୁ ହୋଇଥିଲା,  କମ୍ପାନୀର ଆରମ୍ଭ ଏକ ପର୍ସନାଲ୍ କମ୍ପୁଟର୍ ନିର୍ମାତା ହିସାବରେ ହେଲା

ସେମିତି ରୋନାଲ୍ଡୋ ଆପଲ୍ ଛାଡିଦେଇଥିଲେ,  କିନ୍ତୁ ଆପଲ୍ କୁ ସଫଳ କରିବାରେ ତାଙ୍କର ଏକ ବଡ ଯୋଗଦାନ ଅଛି , ରୋନାଲ୍ଡୋ ଜବ୍ସ ଓ ବେଜନିଏକ୍ ଅଧିକା ଅନୁଭବ ଥିଲା,  ସେହି ସମୟରେ ସେ ୪୨ ବର୍ଷିୟ ଥିଲେ,  ଆପଲ୍ ଦୁନିଆଁର ପ୍ରଥମ ଲୋଗୋ ଡିଜାଇନ୍ ରୋନାଲ୍ଡୋ ହିଁ କରିଥିଲେ , ସେହି ସମୟରେ ରୋନାଲ୍ଡୋ ବେନ୍ କମ୍ପାନୀ ଅର୍ଗାନାଇଜଡ୍ କରିବାର କାମ କରୁଥିଲେ । ଆଜି ରୋନାଲ୍ଡୋଙ୍କୁ ବହୁତ କମ୍ ଲୋକ ଜାଣିଛନ୍ତି , ଯଦି ସେ ଆପଲ୍ ଛାଡିନଥାନ୍ତେ ତେବେ ଦୁନିଆଁ ସାରା ତାଙ୍କ ନାଁ ହୋଇଥାନ୍ତା , ତାଙ୍କୁ କେତେ ଦୌଲତ ମିଳିଥାନ୍ତା , କିନ୍ତୁ ଭବିଷ୍ୟରେ କଣ ହେବ ଏହା କାହାକୁ ଜଣାନଥାଏ , ରୋନାଲ୍ଡୋ ଏହା ଜାଣୀନଥିଲେ କି ଆଗକୁ ଯାଈକରି ଆପଲ୍ ଏତେ ବଡ କମ୍ପାନୀ ହୋଇଯିବ , କହିଦେବୁ କି କମ୍ପାନୀ ଛାଡିବା ପରେ ତାଙ୍କର ନିଜର ଫଇସଲା ସାମିଲ୍ ଥିଲା,  ତାଙ୍କୁ ଏହି କାମ ଛାଡିବାକୁ କେହି ବି ପ୍ରତିରୋଧ କରିନଥିଲେ ।

ତାଙ୍କର ଆପଲ୍ ଛାଡିବାର ଏକ ମୁଖ୍ୟ କାରଣ ଷ୍ଟିଭ୍ ଜବ୍ସ ଥିଲେ , ସେ ବହୁତ ଜିଦ୍ଦି ଥିଲେ , ରୋନାଲ୍ଡୋ ଜବ୍ସଙ୍କ ସହ କାମ କରିବାରେ କଠିନତା ଅନୁଭବ କଲେ , ଆପଲ୍ କମ୍ପାନୀ ବହୁତ କମ୍ ସମୟରେ ହୋଇଥିଲା , ସେ ସବୁ ଛାଡିଦେଲେ , ସେହି ସମୟରେ ସେ ବର୍ଷରେ ୧୫ ଲକ୍ଷ ଟଙ୍କା କମାଉଥିଲେ,  ବହୁତଥର ଷ୍ଟିଭ୍ ଜବ୍ସ ଓ ଷ୍ଟିଭ୍ ବାଞ୍ଜନିଏକ୍ ତାଙ୍କୁ ଆଉଥରେ କମ୍ପାନୀ ଜଏନ୍ କରିବାପାଇଁ କହିଲେ କିନ୍ତୁ ଆଉ ସେ ମାନିଲେ ନାହ୍ଁ , ଆଗକୁ ଯାଇକରି ଆପଲ୍ ଛାଡିବା ତାଙ୍କର୍ ଏକ ବଡ ଭୁଲ୍ ହେଲା , ଆପଲ୍ ଦୁନିଆଁରେ ବଡ କମ୍ପାନୀ ହୋଇଗଲା,

ଆଜି ଆପଲ୍ ଆଇଫୋନ୍ , ଆଇପ୍ୟାଡ୍ , ମ୍ୟାକ୍ ମିନି, ଆଇ ଟ୍ୟୁନ୍ସ, ସ୍ମାର୍ଟ ୱାଚ୍ ଆପଲ୍ ର ପ୍ରଡକ୍ଟ କରୁଛି , ଆପଲ୍ ଏତେ ଲୋକପ୍ରିୟ କମ୍ପାନୀ ଅଟେ କି ଆପଲ୍ ଆଇଫୋନ୍ ପାଇବା ଇଚ୍ଛାରେ ଲୋକେ କିଛି ବି କରିବାକୁ ରାଜି ହୋଇଯାଆନ୍ତି , ଆଜ୍ଜି କମ୍ପାନୀ ଭ୍ୟାଲୁଏସନ୍ ପ୍ରାୟ ୮୫୦ ବିଲିୟନ୍ ଡଲାର୍ ମାନେ ୫୫ ଲକ୍ଷ କୋଟି ଅଟେ, ଯଦି ଆଜି ରୋନାଲ୍ଡୋ ନିଜ ୧୦ ପ୍ରତିଶତ ସେୟାର୍ ସହ ଆପଲ୍ ସହ ଯୋଡି ହୋଇଥାନ୍ତେ ତେବେ ତାଙ୍କର ନେଟ୍ ୱର୍ଥ ୮୫ ବିଲିୟନ୍ ଡଲାର୍ ମାନେ ୫ ଲକ୍ଷ କୋଟି ହୋଇଥାନ୍ତା , ଯାହା ମୁକେଶ ଅମ୍ବାନୀଙ୍କ ସଂମ୍ପତ୍ତିରୁ ଦୁଇଗୁଣା ଅଧିକା ହୋଇଥାନ୍ତା ।

 

Leave a Reply

Your email address will not be published. Required fields are marked *