September 12, 2024

Odia Express

Leading Odia News Portal of Odisha

ଫିଲ୍ମରେ ସୁଟିଙ୍ଗ୍ ସମୟରେ ପିନ୍ଧିଥିବା କପଡାକୁ ସୁଟିଂ ସାରିବା ପରେ କଣ କରାଯାଏ , ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ…

ଏହି କଥା ସମସ୍ତେ ଜାଣିଛନ୍ତି କି କେତେ ନା କେତେ ଫିଲ୍ମ ରିଲିଜ୍ ହୋଇଥାଏ , ସବୁବର୍ଷ ସେ ଫିଲ୍ମ ସୁପରହିଟ୍ ବି ହୋଇଯାଏ , ଫିଲ୍ମ କରିବା କରିବା ବହୁତ ପଇସା ଖର୍ଚ୍ଚ ହୋଇଥାଏ , ଫିଲ୍ମରେ କଳାକାରଙ୍କ ଲୋକେସନ ଓ ଭୁମିକା ଅନୁସାରେ କପଡା ହୋଇଥାଏ , କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ଏହି କପଡାକୁ ନେଇକରି କଣ ହେଉଥିବ , ଆଜି ଆମେ ଆପଣଙ୍କୁ ଫିଲ୍ମ ସୁଟିଙ୍ଗ୍ ଶେଷ ପରେ କଳାକାରଙ୍କ କପଡାରେ କଣ କରାଯାଏ କହିବୁ ।

ଐଶ୍ୱର୍ଯ୍ୟା ରାୟ ଫିଲ୍ମ ଏକ୍ସନ୍ ରିପ୍ଲେ ଦେଖିଥିବେ , ତାଙ୍କ ସହ ଅକ୍ଷୟ କୁମାରଙ୍କ ସହ କାମ କରିଛନ୍ତି , ଆପଣଙ୍କୁ କହିଦେବୁ କି ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ୧୨୫ ଟି କପଡା ବଦଳାଇଥିଲେ । ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଜଣାଶୁଣା ଅଭିନେତ୍ରୀ ଦିପିକା ପାଦୁକୋଣ ଫିଲ୍ମ ପଦ୍ମାପ୍ବତରେ ୧୩୫ ଟି କଷ୍ଟୟୁମ୍ ବଦଳାଇଥିଲେ,  ଯଦି ଆପଣ ଧ୍ୟାନ ଦେବେ ଏହି ଫିଲ୍ମର ସବୁ ସିନ୍ ରେ ଦିପିକା ଅଲଗା କଷ୍ଟୟ୍ୟୁମ୍ ରେ ନଜର ଆସିଥିଲେ , ତେବେ କଣ ଆପଣ ଜାଣିଛନ୍ତି ଏହି ସବୁ କଷ୍ଟୟୁମ୍ ସୁଟିଙ୍ଗ୍ ପରେ କଣ କରାଯାଊଥିଲା ?

ଆପଣଙ୍କୁ ଜଣେଇଦେବୁ କି ଫିଲ୍ମର ସୁଟୀଙ୍ଗ୍ ଶେଷ ହେବାପରେ ଏହି ସବୁ କପଡାକୁ ପ୍ରଡକ୍ସନ୍ ହାଉସ୍ ଏକ ଟୀମ୍ ଏକ ବକ୍ସରେ ରଖିଦେଉଥିଲେ , ଓ ସେହି ବକ୍ସରେ ପ୍ରଡକ୍ସନ ହାଉସ୍ ଫିଲ୍ନ ନାଁ ଦିଆଯାଇଥିଲା , ଯେବେ ଫିଲ୍ମର ସୁଟିଙ୍ଗ୍ ହେଉଥିଲା,  ତେବେ ଏହି କପଡାର ଦରକାର ପଡୁଥିଲା, ତେବେ ଏହି କପଡାକୁ ଆଉଥରେ ଦେଖାଯିବାକୁ ନିଆଯାଉଥିଲା,  କହିଦେବୁ କି ଫିଲ୍ମରେ କାମ୍ କରୁଥିବା ସପୋର୍ଟିଙ୍ଗ୍ ଆକ୍ଟର୍ସ ଏହି କପଡାକୁଦିଆଯାଉଥିଲା,  ଏହି ସବୁ ଛଡା ଏହି ସବୁ କପଡା ଟୀଭି ସିରିଆଳ୍ସରେ ବି ବ୍ୟବହାର କରାଯାଉଥିଲା ।

Leave a Reply

Your email address will not be published. Required fields are marked *