September 12, 2024

Odia Express

Leading Odia News Portal of Odisha

କେବେ ଏହି ଅଭିନେତା ଥିଲେ ବଲିଉଡ୍ ର ସୁପରଷ୍ଟାର୍ , କିନ୍ତୁ ଆଜି କଟାଉଛନ୍ତି ପାଗଳଖାନାରେ ନିଜ ଜୀବନ – ଦେଖନାତୁ କିଏ ସେ ମହାନ ହିରୋ…

ଭାରତୀୟ ବଲିଉଡ୍ ଫିଲ୍ମ ଜଗତର ମାୟା ନଗରୀ କହନ୍ତି , ବହୁତ ଲୋକେ ଏହା ବିଷୟରେ କୁହନ୍ତି କି ଯେତେ ସୁନ୍ଦର ଏହି ଦୁନିଆଁ ଦେଖାଯାଏ , ଏକ ସାଧାରଣ ବ୍ୟକ୍ତି ସୁପରଷ୍ଟାର୍ ହୋଇଯାଏ , କିନ୍ତୁ ବହୁତ ସେ ବର୍ବାଦ୍ ହୋଇଯାଏ , ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତାଙ୍କ ବିଷୟରେ କହିବୁ ଯିଏକି ରାତାରାତି ଅଭିନେତା ହୋଇଯାଇଥିଲେ,  ଓ କିଛି ବର୍ଷରେ ତାଙ୍କ ସହ ଏପରି ହେଲା ଯାହା କେହି ଭାବିବି ନଥିବେ , ଓ ୨୦ ବର୍ଷରୁ ସେ କେଉଁଠି ଅଛନ୍ତି ତାହା ଜାଣିବାର ଚେଷ୍ଟା କେହି କରିନଥିବେ , ଆସନ୍ତୁ ଜାଣିବା ।ସମସ୍ତଙ୍କୁ ଜଣାଅଛି କି ହିନ୍ଦି ଫିଲ୍ମରେ ସାଇଡ୍ ରୋଲ୍ ହିରୋ ହିସାବରେ କେବେ ଖଳନାୟକ ରୁପରେ ନଜର ଆସିଥିବା ରାଜ କିରଣ କେହି ବି ଗଡ୍ ଫାଦର୍ ସିନେ ଜଗତରେ ନଥିଲେ

ତାଙ୍କ ଜୀବନ ବହୁତ ହିଁ ସଂଘର୍ଷପୁର୍ଣ୍ଣ ରହିଥିଲା , ଗତ ବଲିଉଡ୍ ଫିଲ୍ମରେ କିଛି ଖାସ୍ ମଉକା ମିଳିଲା,  ଯାହା ଭରପୁର୍ ନାଁ କମାଇଲେ , ଫିଲ୍ମ ଅର୍ଥ ବସେରା ଓ କର୍ଜରୁ ତାଙ୍କୁ ମଉକା ମିଳିଥିଲା , କିନ୍ତୁ ଯାହା ପାଖରେ ପ୍ରତିଭା ହୋଇଥାଏ , ତେବେଯଦି ମଉକା ତାର ପରିଶ୍ରମର ଫଳ ନମିଳେ ତେବେ ବ୍ୟକ୍ତି ଏକଦମ୍ ଗ୍ରସ୍ତ ହୋଇଯାଏ , ବଲିଉଡ୍ ରେ ଦୂରେଇ ରହିବାର୍ ବହୁତ ସମୟ ହୋଇସାରିଛି , ଆଉଥରେ ସେ ନିଜ ମିତ୍ର ମହେଶ ଭଟ୍ଟଙ୍କ ସହ ଦେଖାକରିବାକୁ ଗଲେ ଯିଏକି ତାଙ୍କୁ ଫିଲ୍ମରେ କାମ କରିବାକୁ କହିଥିଲେ,  କିନ୍ତୁ ଯେବେ ଲୋକେ ଏହି କଥା ଜାଣିପାରିଲେ କି ତାଙ୍କର ମାନସିକ ଅବସ୍ଥା ଠିକ୍ ନାହିଁ , ତେବେ କିଛି ବ୍ୟକ୍ତି ତାଙ୍କ ସହ କାମ କରିବାକୁ ମନା କରିଦେଲେ ।

ରାଜ କିରଣଙ୍କୁ ସେହି କଥାର ଫଳ ଅଟେ,  ଲଗାତାର ଫିଲ୍ମରେ କାମ କରିଥିବା ଟପ୍ ପୋଜିସନ୍ ରେ ନମିଳିପାରିବାରୁ , ଯାହାକୁ ନେଇ ସେ ବିଜନେସ୍ ରେ ହାତ ଆପଣାଇଲେ , ଲୋକ କହନ୍ତି କି ଯେବେ ଖରାପ ସମୟ ହୋଇଥାଏ , ତେବେ କେହି ବି ସାଥ୍ ଦିଅନ୍ତି ନାହିଁ , ରାଜ୍ କିରଣଙ୍କ ସହ କିଛି ଏପରି ହେଲା , ଫିଲ୍ମ ଶୋଧକର୍ତ୍ତାଙ୍କ ମୁତାବିକ ରାଜ ବିଜନେସ୍ ରେ ବହୁତ କ୍ଷତି ସହିଲେ , ଯାହାପରେ ସେ ଶାରରୀକ ରୁପରେ ରୋଗାଗ୍ରସ୍ତ ହୋଇଗଲେ,  ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା , ଓ ଖରାପ ସମୟରେ ତାଙ୍କ ସ୍ତ୍ରୀ ଓ ଛୁଆ ଧୋକା ଦେଲେ,  ସ୍ତ୍ରୀକୁ ଛାଡିବାପରେ ସେ ଚିନ୍ତାରେ ବୁଡିରହିଲେ , ଯାହାପରେ ସେ ବହୁତ ଦିନ ଯାଏଁ ମେଡିକାଲ୍ ରେ ରହିବାକୁ ଲାଗିଲେ ।

ଯାହାପରେ ସେ ଆମେରିକା ଗଲେ , ଯାହାପରେ ସେ କାହାକୁ ଖବର ଦେଲେ ନାହିଁ , ରାଜକିରଣ ବିଷୟରେ ରିଷି କାପୁର୍ ଖୋଲାସା କରିଥିଲେ,  କି ସେ ଆଣ୍ଟଲାଟାରେ ତାଙ୍କ ମାନସିକ ସ୍ତର ଠିକ୍ ନାହିଁ , ତାଙ୍କର ଚିକିତ୍ସା ଏକ ମେଡିକାଲ୍ ରେ ଚାଳୁଛି , ଯେଉଁଠି ସେ ମଜୁରି କରି ନିଜ ସମୟ୍ ଅତିବାହିତ କରୁଛନ୍ତି , ଗତ ବହୁତ ସମୟରୁ ସେ ନିଖୋଜ ରାଜକିରଣ ଆଜି ଲୋକେ ମୃତ ଭାବି ସାରିଛନ୍ତି ।

Leave a Reply

Your email address will not be published. Required fields are marked *