September 12, 2024

Odia Express

Leading Odia News Portal of Odisha

୬ ବର୍ଷ ପରେ ଶ୍ରୀକୃଷ୍ଣ ଏହି ରାଶିଗୁଡିକ ଉପରେ ମେହେରବାନ୍ ହେଲେ , ମିଳିବ ବହୁତ ସାରା ପ୍ରେମ ଓ ଧନ ସଂମ୍ପତ୍ତି….

ବହୁତଥର ଦେଖାଯାଏ କି ମନୁଷ୍ୟର ଜୀବନରେ ବହୁତ ଉତଥାନ ପତନ ଆସିଥାଏ , ଯେପରି ସ୍ଥିତିରେ ତାହା ରହିଯାଏ , ଯାହାର କାରଣରୁ କେବେ କେବେ ତାହାର ବହୁତ ପ୍ରକାରର ଅସୁବିଧାର ସାମ୍ନା ବି କରିବାକୁ ପଡିଥାଏ , ପଇସାର ଅଭାବ ମତଲବ ଆର୍ଥିକ ଅସୁବିଧା , ପଇସାର ଅସୁବିଧାକୁ ନେଇ ଲୋକଙ୍କର ଆୟରେ କମ୍ ହେବା , ଓ ତାଙ୍କର ପଇସା ହିଁ ବ୍ୟବହାର୍  ନ କରିପାରିବା , ଏହି କାରଣରୁ ତାଙ୍କର ଆର୍ଥିକ ଅସୁବିଧା ସାମ୍ଣା କରିବାକୁ ପଡିଥାଏ ।

ମାନାଯାଏ କି ଏମିତି ସ୍ଥିତି ଗ୍ରହର ଚାଲି ଚଲଣ ଉପରେ ନିର୍ଭର କରିଥାଏ , ଗ୍ରହର ନିରନ୍ତର ପରିବର୍ତ୍ତନ ହେତୁ ଜାତକରେ ଏହାର ଖରାପ ପ୍ରଭାବ ପଡୀଥାଏ , ଏହିଥର କିଛି ଏପରି ପରିବର୍ତ୍ତନ ହେଉଛି , ଯାହାର ଅନୁସାରେ ୫ ଟି ରାଶିର ଜାତକରେ ଭାଗ୍ୟୋଦୋୟ ହେବ , ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ ସେହି ରାଶି ଉପରେ ପଡୁଥିବା କୃପା ଦୃଷ୍ଟିରେ କିପରି ରହିବ ଓ କିପରି ଅବସର ପାଇପାରିବେ ।

୧) କନ୍ୟା ରାଶି : ସବୁବେଳେ ଆଗୁଆ ରହିବାକୁ ଭାବନ୍ତୁ , ନିଜ ମଧ୍ୟରେ ଲୁଚି ରହିଥିବା ସୁଚନା ପ୍ରୟୋଗ ସାବଧନତା ସହ କରନ୍ତୁ , ଶୁଭ ସମାଚାର ପ୍ରାପ୍ତି ହେବ , ସନ୍ତାନଙ୍କ ପକ୍ଷରୁ ସୁଖ ମିଳିବାର ପୁରା ଆସାର ଅଛି , ଏହି ରାଶିର ଜାତକରେ ପର୍ସନାଲ୍ ଓ ପ୍ରଫେସନାଲ୍ ଲାଇଫ୍ ଭଲ ହେବ , ଆସୁଥିବା ସମୟ ଏମାନଙ୍କ ସାଥିରେ ରହିବ , ଅଫିସ୍ ରେ ନିଜ କଲିଙ୍ଗ୍ସ ଙ୍କ ସହ ଭଲ ଅନୁଭବ ରହିବ , ପ୍ରମୋଶନ୍ ମିଳିବାର ଯୋଗ ହେଉଛି ,

୨) ତୁଳା ରାଶି : ଏହି ରାଶିର୍ ଲୋକଙ୍କୁ ବହୁତ ଧନ ଲାଭ ହେବ , ଅଟକିଥିବା କାମ ପୁରା ହୋଇଯିବ , ଏତିକି ନୁହେଁ , ଆସୁଥିବା ସମୟରେ ଲାଭ ବି ପାଇବେ , ରୋଜଗାର କ୍ଷେତ୍ରରେ ସଫଳତା ମିଳିବ , ଅଟକିଥିବା କାମ ଶିଘ୍ର ପୁରା ହେବ । ନୁଆ ଅବସର୍ ପାଇବେ ।

୩) ସିଂହ ରାଶି : ସିଂହ ରାଶି ଲୋକଙ୍କ ପାଇଂ ଭଲ ସମୟ ଅଛି , ଘରେ ଅତିଥି ଆସିବାରେ ପରିବାର ଲୋକଙ୍କ ମନରେ ଖୁସିମୟ ପରିବେଶ ରହିବ । ଜୀବନର ସବୁ ଅସୁବିଧାରୁ ମୁକ୍ତି ମିଳିବ , ଯେଉଁ ବ୍ୟକ୍ତି ପ୍ରେମ ପ୍ରସଙ୍ଗରେ ଅଛନ୍ତି ତାଙ୍କର ପ୍ରେମ ସଂବନ୍ଧି ମାମଲାରେ ସଫଳତା ପାଇବେ , ଆପଣ ନୁଆ ଅବସର ଖୋଜୁଛନ୍ତି , ଯାହା ଦ୍ୱାରା ସଫଳତା ପାଇବାର ଆଶା ଅଛି , ସମାଜରେ ପ୍ରଶଂସା କରାଯିବ , ଯଦି କେଉଁଠି ନିବେଶ୍ କରୁଛନ୍ତି ତେବେ ଲାଭ ମିଳିବ ।

୪) କୁମ୍ଭ ରାଶି : କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଜବ୍ ରେ ନୁଆ ଅଫର୍ ମିଳିପାରିବ , ଏହି ରାଶିର ଲୋକେ ବେପାର ଓ ବ୍ୟବସାୟରେ ବୃଦ୍ଧି ପାଇବେ , ସନ୍ତାନ ସୁଖ ପ୍ରାପ୍ତି ହେବାର ଯୋଗ ହେଉଛି , ଆପଣଙ୍କ ହସିବାର ଅନ୍ଦାଜ ବହୁତ ବଡ ପୁଞ୍ଜି ଅଟେ, କହିଦେବୁ କି ଅଟକିଥିବା କାମ ସବୁ ପୁରା ହୋଇଯିବ , ଆପଣଙ୍କ ଆସୁଥିବା ସମୟ ବହୁତ ହିଁ ଉତ୍ତମ ରହିବାର ଅଛି , ସମାଜରେ ମାନ ସମ୍ମାନ ପାଇବେ ।

୫) ମୀନ ରାଶି : ଏହି ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ବହୁତ ସାରା ଖୁସି ନେଇକରି ଆସିବ , ବରଂ ଜୀବନରେ ବହୁତ୍ ସଫଳତା ହାସିଲ୍ କରିବେ , ଏହା ସହ୍ ପରିବାରରେ ସୁଖ ଶାନ୍ତି ରହିବ । କହିଦେବୁ କି ଯଦି ଆପଣଙ୍କ ବେପାରରେ ବଢିବାକୁ ଚାହୁଁଛନ୍ତି ତେବେ ଏକାଗ୍ରତା କରନ୍ତୁ ।

Leave a Reply

Your email address will not be published. Required fields are marked *