December 22, 2024

Odia Express

Leading Odia News Portal of Odisha

୩୧ ଜାନୁଆରୀ ୨୦୨୦ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମାସର ଶେଷ ଦିନ ଏହି ଦିନ ୪ ଟି ରାଶିର ପାଇଁ ରହିବ ଅତ୍ୟନ୍ତ କଲ୍ୟାଣକାରୀ, ଜୀବନରେ ରହିବ ସୁଖ ଶାନ୍ତି

ମେଷ ରାଶି : ଆଜି ଆପଣଙ୍କର କାର୍ଯ୍ୟରେ ପ୍ରଶଂସା ମିଳିବ , ଆପଣ ମୌସୁମୀ ଯୋଗୁଁ ଟିକିଏ ଶୀଥିଳତା ଅନୁଭବ କରିବେ । ଏଥିପାଇଁ ନିଜ ଆହାରକୁ ବିଶେଷ ଧ୍ୟାନ ଦିଅନ୍ତୁ , ଓ ଯୋଗ କରନ୍ତୁ , ବ୍ୟବସାୟରେ କରାଯାଈଥିବା କାର୍ଯ୍ୟ ଲାଭଦାୟୀ ପରିଣାମ ମିଳିବ । କିଛି ମହତ୍ତ୍ୱପୁର୍ଣ୍ଣ ଅଭିଳାଷାର ପୁର୍ତ୍ତି ଆସାର ହେଉଛି , ଆପଣ କିଛି କହିବା ପୁର୍ବରୁ ଥରେ ଭାବିନିଅନ୍ତୁ । ନହେଲେ ବିବାଦ ହୋଇପାରେ , ସନ୍ତାନ ସୁଖ ମିଳିବାର ସଂମ୍ଭାବନା ଅଛି ।

ବୃଷ ରାଶି : ଆଜି ଆପଣଙ୍କ ଘରେ କେଉଁ ଧାର୍ମିକ ସମାରୋହ ହୋଇପାରେ । ଯଦି ଆପଣ କେଉଁଠି ନିବେଶ କରୁଛନ୍ତି ତେବେ ପ୍ରଥମେ ଆଉଥରେ ବିଚାର କରିନିଅନ୍ତୁ , କିଛି ମାମୁଲି ମୁଦ୍ଧାରେ ଘରୋଇ ମୋର୍ଚ୍ଚାର ଅସୁବିଧା ଦେଖାଯାଇପାରେ , ଆଲସ୍ୟ, ଥକାପଣ, ଅସୁସ୍ଥ୍ୟତା ଅନୁଭବ କରିବେ , ଆପଣ୍ କେଉଁ ବଡ ଦାୟିତ୍ୱ ନେବାର ଯୋଗ ଅଛି , ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କୁ କିଛି ବଡ ଦାୟିତ୍ୱ ମିଳିବାର ଯୋଗ ଅଛି , ଏକାଗ୍ର ହୋଇକରି କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଲିବାର ଯୋଗ ହେଉଛି ।

ମିଥୁନ ରାଶି : ଅଟକିଥିବା କାମ ଆଜି ପୁରା ହୋଇଯିବ , କାର୍ଯ୍ୟକ୍ଷେତ୍ରରେ ନୁଆ ପ୍ରୟୋଗ କିମ୍ବା ଅଧିକା ଧନ ଲଗାଇବାରେ ବଞ୍ଚନ୍ତୁ , ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସମୟ ଭଲ ଅଛି , ଆପଣଙ୍କ ଜୀବନସାଥୀଙ୍କ ରୋଗ ସ୍ୱାସ୍ଥ୍ୟର ଚିନ୍ତା ଏକ ପ୍ରମୁଖ କାରଣ ହୋଇପାରେ , ନୁଆ ନିବେଶରେ ପୁରା ଭାବେ ବଞ୍ଚନ୍ତୁ , ଭଲ ରହିବ । କିଛି କାମରେ ପ୍ରତିରୋଧ ଆସିପାରେ , କିଛି ଲୋକ ନିଜ ପରିଶ୍ରମ ଓ ଫଳାଫଳକୁ ନେଇ ଅସନ୍ତୁଷ୍ଟ ରହିବେ । ଆପଣଙ୍କ ନ୍ୟାୟାଳୟରେ ଲାଭ ମିଳିବ ।

କର୍କଟ ରାଶି : ଆଜି ଆପଣଙ୍କ ମନଚଞ୍ଚଳ ହୋଇଉଠିବ , ଯାହାର କାରଣରୁ ନିର୍ଣ୍ଣୟ ନେବାରେ ଅସୁବିଧା ଦେଖାଦେବ , ଆଜି ଆପଣ କେଉଁ ଉଚ୍ଚ ଅଧିଆରୀଙ୍କ କିମ୍ବା ସମାଜରେ ଉଚ୍ଚ ବ୍ୟକ୍ତିଙ୍କର ସଂମ୍ପର୍କରେ ଆସିବେ , କିଛି ଫଇସଲା ସାବଧାନୀରେ ନେବାକୁ ହେବ , କିନ୍ତୁ ପରିବାର ଲୋକ ଚିନ୍ତା ସ୍ଥିତି ସୃଷ୍ଟି କରିପାରନ୍ତି । ଜରୁରୀ କାମ ନିପଟାଇଦିଅନ୍ତୁ , ଆପଣ କିଛି କାମ ଆରମ୍ଭ କରିବାକୁ ମନ ବଳାଇପାରନ୍ତି ।

ସିଂହ ରାଶି : ଆଜି ଆପଣଙ୍କ ବିତ୍ତ ପାଇଁ ମିଶ୍ରିତ ଦିନ ରହିବ । ଆପଣଙ୍କ ଅଫିସ୍ ରେ ସହଯୋଗୀଙ୍କର ସହଯୋଗ ମିଳିବ , ବରିଷ୍ଠ କାମର ପ୍ରଶଂସା କରିବେ , କିନ୍ତୁ ଖର୍ଚ୍ଚ ବଢିବ , କିଛି ଭୁଲ୍ କାମ କରନ୍ତୁ ନାହିଁ । ଦିନ ସାରା ଆଳସ୍ୟରେ ଅତିବାହିତ କରିବେ , ସରକାରୀ କର୍ମଚାରୀଙ୍କ ପାଇଁ ଦିନ ଶୁଭ ଅଛି ।

କନ୍ୟା ରାଶି : ଆଜି ଧନ ଲାଭ ସାମାନ୍ୟ ରହିବ । ଆଇନଗତ ସଂବନ୍ଧିତ ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ରହିବ , ସୌହାର୍ଦ ପୁର୍ଣ୍ଣ ପରିବାରିକ ଜୀବନ ରହିବ , ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ , ଆପଣଙ୍କ ମନରେ କେଉଁ ନା କେଉଁ ଜିନିଷକୁ ନେଇକରି ସନ୍ଦେହ ଦେଖାଯିବ । ସମୟରଅଭାବ କାରଣରୁ ପରିବାର ଲୋକଙ୍କ ସହ କିମ୍ବା ବନ୍ଧୁଙ୍କ ସହ ଇଚ୍ଛା ପୁରା କରିପାରିବେ ନ୍ହାହିଁ ॥

ତୁଳା ରାଶି : ଚାକିରି ପାଇଁ ସଂଘର୍ଷ କରିବାକୁ ପଡିପାରେ , ଆପଣଙ୍କ କୁହାଯାଇଥିବା କଥାରେ କିଛି ସମସ୍ୟା ଆସିପାରେ , ବିପଦପୁର୍ଣ୍ଣ କାର୍ଯ୍ୟ ହୋଇପାରେ , ଯଦି ସଫଳ ହେବାକୁ ଅଛି ତେବେ ବ୍ୟର୍ଥର ଝଗଡାରେ ବଞ୍ଚନ୍ତୁ , ଓ ସବୁ ଧ୍ୟାନ ନିଜ ପରିଶ୍ରମରେ ଦିଅନ୍ତୁ , ନିଜ ଜୀବନରେ କିଛି ଅସୁବିଧା ଆପଣଙ୍କୁ ଚିନ୍ତିତ କରିପାରେ ।

ବିଛା ରାଶି : ଭବନ ସୁଖରେ ବୃଦ୍ଧି ହେବ , ପରିକ୍ଷା କିମ୍ବା ପ୍ରତିଯୋଗିତା ମାଧ୍ୟମରେ ଚାକିରି ସନ୍ଧାନରେ ଶୁଭ ପରିଣାମ ମିଳିବ , ଆଜି ଆପଣଙ୍କୁ ନିୟନ୍ତ୍ରଣ ରଖିବାର ଦରକାର ଅଛି , ସବୁଦିନ କାମରେ ଯୋଡୀହୋଇଥିବା କିଛି ଅସୁବିଧା ହୋଇପାରେ , ଲଭ୍ ଲାଇଫ୍ ଉନ୍ନତି ସ୍ରୋତ ରହିବ । ବୈବାହିକ ଜୀବନ ସୁଖଦ ପରିଣାମ ଦେବ ।

ଧନୁ ରାଶି : ଆଜି ଆପଣଙ୍କ ପରିବାରରେ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଧାର ଆସିବ , ରଚନାତ୍ମକ ଆପଣଙ୍କ ଦୃଷ୍ଟିକୋଣରୁ ଓ ରଣନୀତିରେ ପରିବର୍ତ୍ତନ ଆସିପାରେ । ଆପଣଙ୍କ ପରିବାର ସମର୍ଥନ ଓ ପୂର୍ଣ୍ଣ ସହଯୋଗ ଆନନ୍ଦ ନେବେ , ବିଦ୍ୟାର୍ଥିଙ୍କ ପାଠ ପଢାରେ ଅଧିକା ଧ୍ୟାନ ଦେବା ଦରକାର ଅଛି , କେଉଁ କାମରେ ଜବରଦସ୍ତି କରନ୍ତୁ ନାହିଁ କ୍ଷତି ହୋଇପାରେ ,

ମକର ରାଶି : ଆଜି ଆପଣଙ୍କ ପ୍ରିୟଙ୍କର କୌଣସି ଅଦରକାରୀ ଜିନିଷର ଆବଶ୍ୟକତାରୁ ବଞ୍ଚନ୍ତୁ , ନିଜ ବିଚାରକୁ ବିକଶିତ କରିବାପାଇଁ ଅବସର ଖୋଜିବାର ସମୟରେ ନିବେଶ କରିପାରିବେ , ସରକାରୀ ଚାକିରିଆ ଲୋକଙ୍କୁ ନିଜ କାମରେ ପରିଚୟ ମିଳିବାର ସଙ୍କେତ ଅଛି , ପଇସାର ସମସ୍ୟା କାରଣରୁ କିଛି ଜରୁରୀ କାମ ପକାଇବାକୁ ପଡିପାରେ , ମନ ସ୍ଥିର ନହେବା କାରଣରୁ ଚିନ୍ତା ବଢିପାରେ , ସନ୍ତାନଙ୍କ ତରଫରୁ କିଛି ଶୁଭ ସମାଚାର ପ୍ରାପ୍ତି ହେବ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ନିଜ ପ୍ରତିଧ୍ୱନ୍ଧୀଙ୍କ ସହ ସାମ୍ନା କରିବାକୁ ପଡିବ , କିନ୍ତୁ ତାଙ୍କ ସମୁଖରେ  ବିଜୟପ୍ରାପ୍ତି କରିବେ , ସାମାଜିକ ରୁପରେ ବହୁତ ଲୋକପ୍ରିୟତା ହାସିଲ୍ କରିବେ , ବିତ୍ତିୟ ମାମଲାରେ ସୁଧାର ନିରନ୍ତର ପ୍ରଗତି ହେବାର ସଂମ୍ଭାବନା ଅଛି , ଫାଲତୁ ଖର୍ଚ୍ଚ ଓ ସର୍ଟକଟ୍ ଚକ୍କରରେ ଆପଣଙ୍କ ସମୟ୍ ବର୍ବାଦି ହେବ । ଜବ୍ ପରିବର୍ତ୍ତନର ଦିଗ ବଦଳାଇବେ  ଆଜି ଧନର ଆଗମନ ହେବ ।

ମୀନ ରାଶି : ଆଜି ଆପଣଙ୍କୁ ସଫଳତା ପାଇବାକୁ ହେଲେ ବହୁତ କଠୋର ପରିଶ୍ରମ କରିବାକୁ ହେବ , ଆପଣଙ୍କ ପାଇଁ ନୁଆ ଅଧିଗ୍ରହଣ ହୋଇପାରେ । ଯାହା ଆପଣଙ୍କ ଜୀବନରେ ସୁଧାର ଆଣିବ , ଓ ସନ୍ତୁଷ୍ଟି ବୃଦ୍ଧି କରିବ , ଆଖପାଖ ଲୋକଙ୍କ କିଛି ବ୍ୟବହାର ଆପଣଙ୍କୁ ଦୁଃଖି କରିପାରେ  ଆକସ୍ମିକ ଧନଖର୍ଚ୍ଚ ହେବ , କେଉଁ ବଡ ଉଦ୍ଧେଶ୍ୟରୁ ସିଦ୍ଧ ହୋଇପାରେ , କାହାକୁ ଧନ ଦେବାରେ ଦୂରେଇ ରୁହନ୍ତୁ  ବାଦବିବାଦ ହୋଇପାରେ ।

Leave a Reply

Your email address will not be published. Required fields are marked *