ଭାରତୀୟ ଟିମ୍ ର ପୂର୍ବ ଅଧିନାୟକଙ୍କ ହେଲା ଅଚାନକ ମୃତ୍ୟୁ , ସାରା ଦେଶରେ ଶୋକର ଲହରୀ….
ଭାରତୀୟ ମହିଳା ହକି ଟିମ୍ ର ପୁର୍ବ ଅଧିନାୟକ ସୁନିତା ଚନ୍ଦ୍ରା ସୋମବାରକୁ ନିଧନ ହୋଇଗଲା, ତାଙ୍କ ନିଧନରେ ଖେଳ ଜଗତରେ ଶୋକର ଲହଡି ଖେଳିଯାଇଛି , ସେମିତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ଏହି ଦୁଃଖଦ ଘଟଣା ବିଷୟରେ କହିଲେ , ତାଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାରକୁ ଭୋପାଲରେ ହେବ , ସୁନିତା ଚନ୍ଦ୍ରା ଙ୍କସ୍ୱାମୀ ୟନିଶ୍ ଚନ୍ଦ୍ରା ମଧ୍ୟପ୍ରଦେଶର ଜଣାଶୁଣା ଆଇପିଏସ୍ ସେବାନିବୃତ ଡିଜି ୟନିଶ ଚନ୍ଦ୍ରା ଅଟନ୍ତି , ସୁନିତା ଚନ୍ଦ୍ରାଙ୍କ ଅନ୍ତିମ ଯାତ୍ରା ରଘୁନାଥ ନଗର ଗୁଲମୋହର୍ କଲୋନୀରୁ ୧୧ ଟା ବେଳେ ବାହାରିବ , ତାଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାଅ ସକାଳୁ ଭଦଭଦା ବିଶ୍ରାମ ଘାଟରେ କରାଯିବ
ଭାରତୀୟ ମହିଳା ହକି ଟିମ୍ ର ଧୁଆଁଧାର ଖେଳ ପ୍ରଦର୍ଶନ କରିଥିବା ପୁର୍ବ ଅଧିନାୟକ ସୁନିତା ଚନ୍ଦ୍ରାଙ୍କ ସୋମବାର ରାଜଧାନୀ ଭୋପାଳରେ ନିଧନ ହୋଇଗଲା , ତାଙ୍କର ପରିବାର ଲୋକେ ତାଙ୍କ ନିଧନର ପୃଷ୍ଟିରେ କହିଲେ କି ତାଙ୍କର ସୋମବାର ଦିନ ସକାଳୁ ଅଚାନକ ନିଧନ ହୋଇଗଲା , ସେ ବହୁତ ସମୟରୁ ରୋଗାକ୍ରାନ୍ତ ରହିଥିଲେ, ତାଙ୍କ ନିଧନରେ ଖେଳଜଗତରେ ଶୋକର ଲହଡି ଖେଲିଯାଇଛି , ବହୁତ ବଡ ଖେଳାଳୀ ତାଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି , ଲୋକେ ଭାରତୀୟ ମହିଳା ହକି ଟିମ୍ ତାଙ୍କର ଯୋଗଦାନକୁ ସ୍ମୃତି ହିସାବରେ ମନେ କରିଛନ୍ତି
ସେ ଅର୍ଜୁନ ଆୱାର୍ଡ ରୁ ବି ସମ୍ମାନିତ ହୋଇସାରିଛନ୍ତି , ଏହି ଆୱାର୍ଡ ଖେଳ ଜଗତର ବହୁତ ଗୁରୁତ୍ୱପୁର୍ଣ୍ଣ ମାନାଯାଏ , ଅର୍ଜୁନ ଆୱାର୍ଡ ବିଜେତା ଓ ମଧ୍ୟପ୍ରଦେଶର ଦୁନିଆଁରେ ନାଁ ଉଚ୍ଚା କରିଥିବା ଭାରତୀୟ ମହିଳା ହକି ଟିମ୍ ପୁର୍ବ ଅଧିନାୟକ ସୁନିତା ଚନ୍ଦ୍ରା ନିଧନରେ ମୁଖ୍ୟମନ୍ତ୍ରୀ କମଳନାଥ ବି ଶୋକ ବ୍ୟକ୍ତ କଲେ , କମଳନାଥ ଏହି ସଂବନ୍ଧରେ ଏକ ଟ୍ୱିଟ୍ ମାଧ୍ୟମରେ ଦୁଃଖଦ ସମାଚାର ଶୁଣାଇଥିଲେ , ନିଜ ଶୋକରେ କମଳନାଥ କହିଲେ କି ଭାରତୀୟ ମହିଲା ହକି ଟିମ୍ ର ପୁର୍ବ ଅଧିନାୟକ ଶ୍ରୀମତୀ ସୁନିତା ଚନ୍ଦ୍ରା ନିଧନ ସମାଚାର ପ୍ରାପ୍ତ ହେଲା , ଶ୍ରୀମତୀ ଚନ୍ଦ୍ରା ଖେଳ କ୍ଷେତ୍ରରେ ପ୍ରଦେଶର ନାଁ ଉଚ୍ଚା କରିଛନ୍ତି , ଇଶ୍ୱର ଦିବ୍ୟଗନ୍ତ ଆତ୍ମା ଶାନ୍ତି ଓ ଶୋକାକୁଳ ପରିବାରକୁ ଶକ୍ତି ଦେବେ । ଏହା ମୁଁ ପ୍ରାର୍ଥନା କରୁଛି ।