December 24, 2024

Odia Express

Leading Odia News Portal of Odisha

୨୭ ଜାନୁଆରୀ ୨୦୨୦ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଭୋଳାନାଥଙ୍କ ଚମତ୍କାରୀ ଶକ୍ତିରୁ ଏହି ୬ ଟି ରାଶିର ଲୋକଙ୍କୁ ମିଳିବ ଲାଭ , ରୋଡପତିରୁ ହେବେ କୋଟୀପତି

ମେଷ ରାଶି : ଆଜି ଆପଣ ବିନା କାରଣରେ ଚିନ୍ତା କରିବା ଦରକାର ନାହୀଁ । କେଉଁ କାମରେ ଅଚାନକ ଯାତ୍ରା କରିବାକୁ ପଡିପାରେ , ନୁଆ ଲୋକଙ୍କ ସହ ସାକ୍ଷାତ ହୋଇପାରେ , ଆଜି ଆପଣ ଭଲ ଅନୁଭବ କରିବେ  ଏକାଗ୍ର ହୋଇକରି କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବାର ଯୋଗ ଅଛି,  ଆପଣଙ୍କ ଘରେ ଅତିଥିଙ୍କ ଆଗମନ ହୋଇପାରେ , ଛୋଟ ଛୁଆଙ୍କ ପାଇଁ କିଛି ଉପହାର୍ ଦିଅନ୍ତୁ , ଆପଣଙ୍କ ସବୁ ଅସୁବିଧା ଦୁର ହୋଇଯିବ , ସବୁଦିନର କାମରେ ଫାଇଦା ଆସିପାରେ , ପ୍ରୋପଟି କାମ ପୁରା ହୋଇପାରେ ।

ବୃଷ ରାଶି ; ଆଜି ନୁଆ ପ୍ରଭାବଶାଳି ଲୋକଙ୍କର ସହ ସାକ୍ଷାତ ହେବା ଦ୍ୱାରା ଭଲ ଅନୁଭବ କରିବେ , ସାଇନ୍ସ ଛାତ୍ରଙ୍କ ପାଇଁ ଦିନ ଭଲ ରହିବ , ଆପଣଙ୍କ ନିଜ ପରିଶ୍ରମ କରିବା ଜରୁରୀ , ସେହି ସାଙ୍ଗଙ୍କ ସହ କେଉଁଆଡେ ଲମ୍ବା ଯାତ୍ରାରେ ଯାଇପାରନ୍ତି , ଏଥିପାଇଁ ଆପଣଙ୍କୁ କୌଣସି ଚିନ୍ତା କରିବା ଦରକାର ନାହିଁ , ନିଜ ଭାବନାରୁ ଅନ୍ୟଙ୍କୁ ପ୍ରଭାବିତ୍ କରିବେ , ପ୍ରଚୁର ମାତ୍ରାରେ ଧନ ଲାଭ ହେବାର ସଂମ୍ଭାବନା ଅଛି  ଅଫିସ୍ ରେ ଚିନ୍ତାଯୁକ୍ତ ସ୍ଥିତି ଶେଷ ହୋଇଯିବ ।

ମିଥୁନ ରାଶି : ଆପଣଙ୍କ ଅଡୁଆ ହୋଇଥିବା ମାମଲା ଶେଷ ହୋଇଯିବ  ପ୍ରେମୀଙ୍କ ସହ ସାକ୍ଷାତ ଲାଭଦାୟୀ ରହିବ , ଶତ୍ରୁ ଚିନ୍ତିତ ରହିବେ , ଧନ ଲାଭ ଏବଂ ଅନେକ କାର୍ଯ୍ୟ ପୁରା ହେବ , ସେୟାର୍ ସଟ୍ଟାରେ ପୁଞ୍ଜିନିବେଶ କରିବାର ଅଛି , ନିବେଶ ତଥା ଚାକିରିରେ ଭଲ ପରିଣାମ ପାଇବେ , ସନ୍ତାନଙ୍କ ଉପଲବ୍ଧି ପ୍ରସନତା ଆହୁରି ବଢିବ , ସହକର୍ମିଙ୍କ କାର୍ଯ୍ୟରେ ସାହାଯ୍ୟ କରିବେ , କାମ କାର୍ଯ୍ୟରେ ସଂବନ୍ଧିତ ଓ ବ୍ୟବହାରିକ ଆଇଡିଆ ଆପଣଙ୍କ ଦିମାଗରେ ଆସିବ ।

କର୍କଟ ରାଶି : ନିଜ ସଂମ୍ପର୍କର ଦୃଷ୍ଟିରୁ ଦିନ ଭଲ ଅଛି, ସଂମ୍ପତ୍ତିର ଲାଭ ହେବ , ପ୍ରୟାସରତ କାର୍ଯ୍ୟରୁ ସଫଳତା ମିଳିବ , ଲେଖନ କାର୍ଯ୍ୟରୁ ଧନ ଲାଭ ହେବ , ଯଦି ଆପଣଙ୍କ ଘରେ କେଉଁ ପାରିବାରିକ କଳହ ଚାଲୁଛି , ତେବେ ଶେଷ ହୋଇଯିବ , ଭାବେଶରେ କିଛି କାମ କରନ୍ତୁ ନାହିଁ , କ୍ଷତି ହୋଇପାରେ , ସବୁଦିନ କାମକୁ ପୁରା କରିବାକୁ ପରିଶ୍ରମ ଦୌଡାଦୌଡି କରିବାକୁ ପଡିପାରେ , କେଉଁ ପ୍ରକାରର ରୋଚକ ବିଚାର ଓ ଯୋଜନା ଆଜି ହୋଇପାରିବ ।

ସିଂହ ରାଶି : ଆଜି ଆପଣ ଭାବନାତ୍ମକ ହିସାବରେ ଏକୁଟିଆ ଅନୁଭବ କରିବେ । ଆପଣଙ୍କ ଛୁଆଙ୍କ ସ୍ୱାସ୍ଥ୍ୟ ଭଲ ରହିବ  କେଉଁ ଯୋଜନାରେ ଲମ୍ବା ସମୟରୁ ପ୍ରୟାସରତ ଥିଲେ , ସେଥିରୁ ସଫଳତା ମିଳିବ , ସଫଳତା ପାଇଁ ଧୈର୍ଯ୍ୟ ରହିବାକୁ ପଡିବ , ଘରର କେଉଁ କାମକୁ ପୁରା କରିବାକୁ ବଡ ବୟସ୍କ ଲୋକଙ୍କର ସାହାଯ୍ୟ ମାଗିବେ , ଅବିବାହିତ ଲୋକଙ୍କୁ ଖୁସିଖବର ମିଳିବ , ବହୁତ ଜଲଦି ଆପଣଙ୍କ ଜୀବନରେ ଏକ ନୁଆ ସାଥୀ ଆସିବ ।

କନ୍ୟା ରାଶି : ଆଜି ଆପଣ କେଉଁ ନୁଆ ଗାଡି କିମ୍ବା କେଉଁ ନୁଆ ଉପକରଣ କିଣିବାର ଯୋଜନା କରିପାରନ୍ତି , ପ୍ରେମ ସଂମ୍ପର୍କରେ ମଧୁରତା ଆସିବ , ସ୍ୱାସ୍ଥ୍ୟରେ ହାନି ହୋଇପାରେ , ଆର୍ଥିକ ଅସୁବିଧାରେ ଚିନ୍ତିତ ହୋଇପାରନ୍ତି , ଆଜି ଆପଣଙ୍କଙ୍କ ଆତ୍ମ ସମ୍ମାନକୁ ନେଇକରି ଚିନ୍ତା କରିବାର ଦରକାର ନାହିଁ , ଆଜି ଆପଣଙ୍କୁ କେଉଁ ନୁଆ କଥା ଶିକ୍ଷା ମିଳିପାରେ , ଯାହା ଆସୁଥିବା ଦିନରେ ବଡ୍ ଲାଭ ଦେବ । ସମାଜରେ ପରିବାର ଦୁହେଁ କ୍ଷେତ୍ରରେ କାମ କାର୍ଯ୍ୟ ପୁରା ହେବ ।

ତୁଲା ରାଶି : ଆଜି ଲୋକେ ଆପଣଙ୍କ କାମକୁ ପ୍ରଶଂସା କରିବେ , ଧର୍ମ ଧ୍ୟାନ ମନୋଭାବ ରହିବ , ଧାର୍ମିକ କାର୍ଯ୍ୟରେ ସହଭାଗି ରହିବେ , ଆପଣଙ୍କ ଜୀବନରେ ସବୁ କଠିନତା ଦୁର ହୋଇଯିବ , ବେପାରରେ ଅଧିକା ଲାଭ ହେବ , ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ , ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ଏହା କ୍ଷତିକାରକ ହୋଇପାରେ , ଅଫିସ୍ ରେ କିଛି ଖାସ୍ ପରିବର୍ତ୍ତନର ଯୋଗ ହେଉଛି , ଯାତ୍ରାର କିଛି କାର୍ଯ୍ୟକ୍ରମ ହେବାର୍ ଦେଖାଯାଉଛି ।

ବିଛା ରାଶି : ଆଜି ପୁଅଙ୍କ ତରଫରୁ କିଛି ଖୁସିଖବର ମିଳିପାରିବ , ବେପାରର ଦୃଷ୍ଟିରୁ ଦିନ ଶୁଭ ଯିବାର ଅଛି , ଆଜି ଲାଭଦାୟକ ସଉଦା କରିବେ , ପ୍ରେମର ନଜରିଆରେ ଆଜିଦିନ ଖୁସି ନେଇକରି ଆସିବ , ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ , ଆପଣଙ୍କ ସମୟ ଭଲ ଚାଲୁଛି , ହାଗ୍ୟର ପୁରା ସାଥି ମିଳିବ , କାର୍ଯ୍ୟସ୍ଥଳରେ ଟିକିଏ ଚିନ୍ତା କରିବାର ଅଛି , କାମକାଜ ସହ ଆପଣଙ୍କ ଦାୟିତ ବି ବଢିପାରେ ।

ଧନୁ ରାଶି : ଆଜି ଚିନ୍ତାର ସାମ୍ନା କରିବାକୁ ପଡିପାରେ , ଜମି ବାଡି ଜିନିଷ କିଣିବାର ଉତ୍ତମ ସମୟ ଅଛି , ଚାକିରିରେ ପ୍ରୟାସରତ ଲୋକଙ୍କୁ ଆହୁରି ଅଧିକା ପରିଶ୍ରମ କରିବାର ଅଛି , ବେପାରରେ ଲାଭ ପ୍ରାପ୍ତି କରିବେ , ଆପଣଙ୍କୁ ସନ୍ତାନ ସୁଖମିଳୀବାର ସୁଚନା ଅଛି , ମା ବାପାଙ୍କର ବିଶେଷ ଉପହାର ଦେଇପାରନ୍ତି ।

ମକର ରାଶି : ଆଜି ପରିବାରରେ କେଉଁ ନୁଆ ବନ୍ଦୁ ଆସିବାର ମନ ପ୍ରଫୁଲ୍ଲିତ ରହିବ , ଖର୍ଚ୍ଚରେ ବୃଦ୍ଧି ହେବାର କାରାଣରୁ ମାସିକ ସୁଖ ମିଳିବ । ଆପଣ ଏମିତିରେ ମଣିଷର ଭଲ ସଂଯୋଗ ମିଳୁଛି , ଯାହା ଆପଣଙ୍କ ହୃଦୟରେ ଅଛି । ଆଜି କେଉଁ ବ୍ୟକ୍ତି ସହ ସାକ୍ଷାତ କରିବେ , ଯାହା ହୃଦୟର ଗଭୀରତା ପାଇପାରିବେ । କର୍ମଠ ହୋକରି କାମ କରିବାକୁ ହେବ ॥

କୁମ୍ଭ ରାଶି : ଆଜି ଆପଣଙ୍କୁ ବେପାରକୁ ଭଲରେ ଚଲାଇବାକୁ ପଡିବ । ଯେଉଁ ଲୋକ ନିଜ ପରିବାର ସହ ଅଛନ୍ତି ତାଙ୍କ ସହ ଯୋଜନା ବଦ୍ଧ କରିପାରିବେ । କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ସାମ୍ନା କରିବାକୁ ପଡିପାରେ,  ଘର ଲୋକଙ୍କଅ ଶହ ସମୟ ବିତାଇବାରେ ଖୁସି ମିଳିବ  ଆପଣଙ୍କ ସାହାର୍ଯ୍ୟକାରି କଥାବାର୍ତ୍ତା , ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ ସମ୍ମାନ ମିଳିବ ।

ମୀନ ରାଶି : ଘରୋଇ ମାମଲାର୍କୁ ନେଇ ମାନସିକ ଚିନ୍ତା ଦୂର ହେବ । ସମାଜରେ ନିଜ କାର୍ଯ୍ୟର ପ୍ରଶ୍ଂସା ମିଳିପାରିବ , ସନ୍ତାନ ଓ ଜୀବନସାଥୀଙ୍କତରଫରୁ ଲାଭ ମିଳିବ , ଅଧ୍ୟାତ୍ମିକ ବିଶ୍ୱାସ୍ର ଯୋଗ ହେଉଛି , ଯାତ୍ରା ତୀର୍ଥତନ ଇତ୍ୟାଦି ଲାଭ ପ୍ରାପ୍ତି ହେବ , ମନ୍ଦିରରେ ଗୁଡ୍ ଦାନ କରନ୍ତୁ , ଘ୍ର ପରିବାର ଚିନ୍ତାକୁ ଛାଡିକରି କ୍ୟାରିୟର୍ ଆଡକୁ ଧ୍ୟାନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *