୩ ଜଣ ଭାରତୀୟ ଖେଳାଳୀ – ଯାହାଙ୍କର କ୍ରିକେଟ୍ କ୍ୟାରିୟର ଅନ୍ତିମ ହୋଇପାରେ ନ୍ୟୁଜିଲ୍ୟାଣ୍ତ ଗ୍ରସ୍ତ – ଦେଖନ୍ତୁ କିଏ ସେ ମହାନ ଖେଳାଳି…
ଭାରତୀୟ ଟିମ୍ ଏବେ ନ୍ୟୁଜିଲ୍ୟାଣ୍ତ ଗ୍ରସ୍ତରେ ଯାଇଛି , ଏହି ଗ୍ରସ୍ତରେ ଭାରତୀୟ ଟିମ୍ ୫ ଟି ମ୍ୟାଚରୁ ଟି ଟ୍ୱେଣ୍ଟି ସିରିଜ୍ , ୩ ଟି ୱାନ୍ ଡେ ମ୍ୟାଚ୍ ଖେଳିବ , ଓ ଏହି ୨ ଦୁଇଟି ମ୍ୟାଚ୍ ଟେଷ୍ଟ ସିରିଜ୍ ହେବ , ୱାନ୍ ଡେ ଟି ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇସାରିଛି , ଆଜି ଆମେ ଆପଣଙ୍କୁ ଖାସ୍ ଲେଖରେ ସେହି ୩ ଜଣ ଖେଳାଳୀଙ୍କ ନାଁ କହିବୁ , ଯାହାଙ୍କର ଏହି ଯାତ୍ରା ଅବଧି ଏଠାରେ ଶେଷ ହୋଇଯାଉଛି , ଯେଉଁମାନେ କି ଆଉ ନ୍ୟୁଜିଲ୍ୟାଣ୍ତ ଗ୍ରସ୍ତରେ ଖେଲିପାରିବେ ନାହିଁ ।
୧) ରୋହିତ୍ ଶର୍ମା : ରୋହିତ୍ ଶର୍ମା ଏବେ ପର୍ଯ୍ୟନ୍ତ ୩ ଟି ଗ୍ରସ୍ତ କରିସାରିଛନ୍ତି , ସେ ୨୦୦୯ ରେ ଭାରତୀୟ ଟିମ୍ ସହ ନ୍ୟୁଜିଲ୍ୟାଣ୍ତ ଆସିଥିଲେ , ଏହାପରେ ୨୦୧୪ ରେ ଓ ୨୦୧୯ ରେ ସେ ନ୍ୟୁଜିଲ୍ୟାଣ୍ତ ଗ୍ରସ୍ତରେ ଆସିଥିଲେ, ନ୍ୟୁଜିଲ୍ୟାଣ୍ତ୍ ମାଟିରେ ସେ ୧୪ ଟି ୱାନ୍ ଡେ ଖେଲିଛନ୍ତି । ଯେଉଁଥିରେ ସେ ୩୬,୪୧ ଓସତରେ ପ୍ରାୟ ୪୩୭ ରନ୍ କରିଛନ୍ତି , ରୋହିତ୍ ଶର୍ମା ୩୩ ବର୍ଷୀୟ ହୋଇସାରିଛନ୍ତି , ଏବେ ଆଗାମୀ ନ୍ୟୁଜିଲ୍ୟାଣ୍ତ ଗ୍ରସ୍ତ ପାଇଁ ତାଙ୍କୁ ଅସୁବିଧା ହୋଇପାରେ । ଭାରତକୁ ଆଗାମୀ ୩-୪ ବର୍ଷ ନ୍ୟୁଜିଲ୍ୟାଣ୍ତ ଗ୍ରସ୍ତ କରିବାର ନାହିଁ । ଏମିତିରେ ଭାରତୀୟ ଟିମ୍ ଆଗାମୀ ଗ୍ରସ୍ତ ପାଇଁ ନ୍ୟୁଜିଲ୍ୟାଣ୍ତ ବାହାରିଯିବ । ସେତେବେଳେ ରୋହିତ୍ ଶର୍ମା ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରୁ ସନ୍ୟାସ ନେଇଯାଇଥିବେ ବୋଧେ
୨) କେଦାର ଯାଦବ : କେଦାର ଯାଦବ ନ୍ୟୁଜିଲ୍ୟାଣ୍ତ ଗ୍ରସ୍ତରେ ଯାଉଥିବା ସବୁଠାରୁ ବୟସ୍କ ବ୍ୟକ୍ତି ଅଟନ୍ତି , ଭାରତୀୟ ଟିମ୍ ରେ ଏହି ଅଲରାଊଣ୍ତରଙ୍କ ବୟସ ୩୪ ବର୍ଷ ହୋଇସାରିଛି , ସେମିତି ସେ ନ୍ୟୁଜିଲାଣ୍ତ ଟି ଟ୍ୱେଣ୍ଟିରେ ସାମିଲ୍ ନାହାନ୍ତି କିନ୍ତୁ ୱାନ୍ ଡେ ଦଳରେ ତାଙ୍କୁ ସାମିଲ୍ କରାଯାଈଛି , କେଦାର ଯାଦବଙ୍କ ଫର୍ମ ସେମିତି କିଛି ଖାସ୍ ନାହିଁ , ତାଙ୍କର ଜାଗାରେ ଯୁବା ଖେଳାଳୀଙ୍କୁ ସ୍ଥାନ ଦେବା ପାଇଁ ଦାବି ହେଉଛି , କେଦାର ଯାଦବ ୨-୩ ବର୍ଷ ଆଉ ଖେଳିପାରିବେ । ସଂମ୍ଭବ ଅଛି କି କେଦାର ଯାଦବଙ୍କ ପାଇଁ ନ୍ୟୁଜିଲାଣ୍ତ ଗ୍ରସ୍ତ ଅନ୍ତିମ ହୋଇପାରେ ।
୩) ମହମ୍ମଦ ଶାମୀ : ମହମ୍ମଦ ଶାମୀ ନ୍ୟୁଜିଲ୍ୟାଣ୍ତ ମାଟିରେ ଜାଭାଗାଲ୍ ଶ୍ରୀନାଥ ପରେ ସବୁଠାରୁ ଅଧିକା ୱିକେଟ୍ ନେଇଥିବା ବୋଲର୍ ଅଟନ୍ତି, ସେ ନ୍ୟୁଜିଲାଣ୍ତରେ ପ୍ରାୟ ୯ ଟି ୱାନ୍ ଡେ ମ୍ୟାଚ୍ ଖେଳିଛନ୍ତି , ଓ ପ୍ରାୟ ୨୦ଟି ୱିକେଟ୍ ନେଇଛନ୍ତି , ଶମିଙ୍କ ଫର୍ମ ଏବେ ଭଲ ଅଛି , ସେ ଟିମ୍ କୁ ୱିକେଟ୍ ଦେଉଛନ୍ତି , ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୭ ଟି ୱିକେଟ୍ ନେଇ ସିରିଜ୍ ରେ ଅଧିକା ୱିକେଟ୍ ନେଇଥିବା ବୋଲର୍ ହୋଇଛନ୍ତି ।