December 23, 2024

Odia Express

Leading Odia News Portal of Odisha

ଏହି ୪ ଟି ନାଁ ଥିବା ଝିଅମାନେ ବିବାହ ପରେ ଚମକି ଉଠେ ପୁଅମାନଙ୍କ ଭାଗ୍ୟ , ହୋଇଥାଏ କେବଳ ଉନ୍ନତି ହିଁ ଉନ୍ନତି

ଆପଣମାନେ ମାନନ୍ତୁ କି ନ ମାନନ୍ତୁ ଦୁନିଆଁରେ ବହୁତ ସାରା ଜିନିଷ ଭାଗ୍ୟ ଉପରେ ନିର୍ଭର କରିଥାଏ , ବହୁତଥର ଗୋଟେ ଭଲ ଭାଗ୍ୟ ମଣିଷକୁ ରୋଡ୍ ରୁ ଉଠାଇକରି କୋଟିପତି ବନାଇଦେଇଥାଏ , ସମସ୍ତଙ୍କ ଭାଗ୍ୟ ଜୋର୍ ନଥାଏ , ବରଂ କିଛି ଲୋକ ଭାଗ୍ୟ ଏତେ ଖରାପ ହୋଇଥାଏ , ତେବେ ତାଙ୍କର କୌଣସି କାମ ଠିକ୍ ସମୟରେ ପୁରା ହୋଇପାରେ ନାହିଁ , ଯଦି ଆପଣ ଏହି ଲୋକଙ୍କର ମଧ୍ୟରୁ ସାମିଲ୍ ଅଛନ୍ତି , ତେବେ ଟେନସନ୍ ନିଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟ ବିଷୟରେ କହିବାକୁ ଯାଊଛୁ ଯାହାର ଲାଭ ଆପଣ ଉଠାଇପାରିବେ ,

ଆପଣ ବହୁତଥର ଦେଖିଥିବେ କି କିଛି ଲୋକ ବିବାହ ପୂର୍ବରୁ ନର୍ମାଲ୍ ସ୍ଥିତିରେ ଥିବେ କିନ୍ତୁ ବିବାହ ପରେ ତାଙ୍କର ଜୀବନରେ ବହୁତ ସାରା ଉନ୍ନତି ହୋଇଛି  ,ଏମିତିରେ ବହୁତ ସାରା ଶ୍ରେୟ ତାଙ୍କର ସ୍ତ୍ରୀଙ୍କର ହୋଇଥାଏ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏପରି ଝିଅମାନଙ୍କର ନାଁ କହିବାକୁ ଯାଊଛୁ ଯାହାଙ୍କ ଭାଗ୍ୟ କିଛି ଅଧିକା ହୋଇଥଏ , ଏହି ଝିଅ ଯେଉଁ ପୁଅକୁ ବିବାହ କରିଥାନ୍ତି ସେମାନେ ତାଙ୍କ ଭାଗ୍ୟକୁ ବଦଳାଇଦିଅନ୍ତି । ଏମିତି ଝିଅମାନଙ୍କୁ ବିବାହ କରିବା ବହୁତ ଫାଇଦାଦାୟକ ହୋଇଥାଏ ।

A ନାମରେ ଥିବା ଝିଅମାନେ : ଏହି ନାଁରେ ଥିବା ଝିଅମାନେ ଲକ୍ଷ୍ମୀଙ୍କର ରୁପ ହୋଇଥାନ୍ତି । ଯେଉଁ ବ୍ୟକ୍ତିଙ୍କ ସହ ଏମାନେ ବିବାହ କରିବାକୁ ଯାଆନ୍ତି ତାଙ୍କର ଜୀବନରେ ଅଧିକ ଲାଭ ହୋଇଥାଏ , ଏହି ନାଁର ଝିଅମାନେ ବିବାହ କରିବାପରେ ତାଙ୍କ ଜୀବନରେ ଅଧିକା ଧନ ଅର୍ଜନ କରିବାର ଅବସର ମିଳିଥାଏ , ପଇସା ମାମଲାରେ ତାଙ୍କର ଭାଗ୍ୟ ଚମକିବାକୁ ଲାଗେ , ତାଙ୍କର ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି ଦେଖିବାକୁ ମିଳେ , ତାହାର ସବୁ ବିଗଡୀ ଥିବା କାମ ହୋଇଯାଏ , ପଇସା ନିବେଶ କଲେ ତାକୁ ଲାଭ ମିଳେ , ତାଙ୍କୁ ବିବାହ କରୁଥିବା ପୁଅ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି ।

J ନାମରେ ଥିବା ଝିଅମାନେ : ଏହି ନାଁରେ ଥିବା ଝିଅମାନେ ଜନ୍ମ ହେବା ପର ଠାରୁ ନିଜ ଭାଗ୍ୟ ଲେଖିକରି ନେଇ ଆସନ୍ତି , ଏହି ଝିଅମାନେ ଯେଉଁ ଘରେ ପାଦ ଦିଅନ୍ତି ସେମାନେ ସବୁ ଅସୁବିଧା ନିଜେ ହିଁ ଚଳାଇନିଅନ୍ତି , ଏହି ଝିଅମାନଙ୍କର୍ ଭାଗ୍ୟ ଏତେ ଥାଏ କି ସେମାନଙ୍କ କେବଳ ପୁଅ ନୁହେଁ ବରଂ ପୁରା ଶଶୁରଘର ଲୋକେ ଏହାର ଲାଭ ଉଠାଇପାରିବେ , ଏହି ନାଁର ବୋହୁ ଘରକୁ ଆସିକରି ଘରର ଗରିମା ବଢାଇଦିଅନ୍ତି , ଏମାନେ ବିବାହ ପରେ ଝିଅଙ୍କୁ ଚାକିରି କିମ୍ବା ବିଜନେସ୍ ରେ ଉନ୍ନତି କରିବାରେ ଲାଭ ହୋଇଥାଏ ।

P ନାମରେ ଥିବା ଝିଅମାନେ : ଏହି ନାମକ ଝିଅମାନେ ଜାତକରେ ନିଜ ସ୍ୱାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଏମାନେ ବିବାହ ପରେ ସ୍ୱାମୀଙ୍କ ସଂମ୍ପତ୍ତିରେ ବୃଦ୍ଧି ହୋଇଥାଏ , ସ୍ୱାମୀ ଧନ କମାଇବାର୍ ନୁଆ ନୁଆ ଅବସର ପାଇଥାନ୍ତି , ଏମାନେ ନିଜ ସ୍ୱାମୀଙ୍କର ସବୁ ସ୍ଥାନରେ ସାହାଯ୍ୟ କରନ୍ତି , ଏମାନଙ୍କ ତେଜ୍ ଭାଗ୍ୟକୁ ନେଇ ସ୍ୱାମୀ ରାସ୍ତାରେ ଆସୁଥିବା ସବୁ ବାଧାକୁ ପାର୍ କରିଦିଅନ୍ତି , ଏହି ପରି ବିବାହ ପରେ ସଫଳ ହେବାରେ ତାଙ୍କୁ କେହି ଅଟକାଇପାରିବେ ନାହିଁ ।

U ନାମରେ ଥିବା ଝିଅମାନେ : ଏହି ନାଁର ଝିଅମାନେ ନିଜ ସ୍ୱାମୀଙ୍କ ପାଇଁ ଭାଗ୍ୟବତୀ ହୋଇଥାନ୍ତି , ଯେବେ କେଉଁ ପୁଅ ନୁଆ କାମ କରିବାକୁ ଯାଏ ତେବେ ସ୍ତ୍ରୀର ଭାଗ୍ୟ ତାଙ୍କ ସାଥ୍ ଦେଇଥାଏ , ଏହି ପରି ସେ ସବୁ କ୍ଷେତ୍ରରେ ସଫଳତା ହାତରେ ଲାଗିଥାଏ ,

ଏହି କଥା ଏହି ନାଁର ଥିବା ୭୫ ପ୍ରତିଶତ ଝିଅମାନଙ୍କ ଉପରେ ଲାଗୁ ହୋଇଥାଏ , ବାକି ୨୫ ପ୍ରତିଶତ ମହିଳା ବୋଧେ ହୁଏ ଏତେ ଭାଗ୍ୟଶାଳୀ ହୋଇନଥିବେ ।

Leave a Reply

Your email address will not be published. Required fields are marked *