December 23, 2024

Odia Express

Leading Odia News Portal of Odisha

ମଜାଦାର୍ ଜୋକ୍ସ – ପତ୍ନୀ ପତି ଛାଡପତ୍ର ପାଇଁ କୋର୍ଟରେ ପହଞ୍ଚିଲେ, ଜଜ- ତୁମେ ଦୁହିଁଙ୍କର 3ଟି ପିଲା ଅଛନ୍ତି, ନିଜ ଭିତରେ କେମିତି ବାଣ୍ଟିବ ?ଅନେକ ସମୟ ଭାବିବା ପରେ ସ୍ୱାମୀ କହିଲେ…

1 – 10ବର୍ଷ ପରେ , ସ୍ତ୍ରୀ ଙ୍କୁ ଏହି ଚିନ୍ତା ଘାରିଲା ଯେ ତାଙ୍କର ଛୁଆ ବହୁତ ଅଲଗା ଅଟେ ,ତ ସେ ଛୁଆର DNA ଟେଷ୍ଟ କରିବାକୁ ନିଷ୍ପତ୍ତି ନେଲା ଟେଷ୍ଟରେ ମଧ୍ୟ ଏହା ଜଣାପଡିଲା ଯେ ଛୁଆ ନିଜର ଅଭିବାବକଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ଅଟେ | ପତ୍ନୀ: ପ୍ରିୟ ମୋର ଆପଣଙ୍କୁ ଏକ ବହୁତ ମହତ୍ଵପୂର୍ଣ୍ଣ କଥା କରିବାର ଅଛି | ସ୍ଵାମୀ: କଣ ହେଲା କି | ପତ୍ନୀ: ଡ଼ିଏନଏ ଟେଷ୍ଟର ପରିଣାମ ଅନୁଯାୟୀ ଏହି ଛୁଆ ଆମର ନୁହେଁ | ସ୍ଵାମୀ: ଆରେ! କଣ ତୁମର ମନେ ନାହିଁ ଯେ ଯେବେ ଆମେ ହସ୍ପିଟାଲ ଛାଡୁଥିଲେ, ତେବେ ଆମେ ଦେଖିଲେ ଯେ ଛୁଆ ସୁସୁ କରିଦେଲା ଓ ନିଜର ଅନ୍ତର୍ବସ୍ତ୍ର ଓଦା କରିଦେଲା, ସେତେବେଳେ ତୁମେ କହିଥିଲ ଯେ ଯାଅଚେଞ୍ଜ କରି ନେଇ ଆସ ମୁଁ ସେତେବେଳେ ପର୍ଯ୍ୟନ୍ତ ତୁମର ପ୍ରତୀକ୍ଷା କରୁଛି ସେତେବେଳେ ମୁଁ ଭିତରକୁ ଯାଇ ଖରାପ ଛୁଆ କୁ ଛାଡି ପୁରା ପରିଷ୍କାର ଛୁଆ ନେଇ ଆସିଥିଲି

2 – ଏଇ ଝିଅମାନେ ନାକ-ମୁହଁ ବଙ୍କା କରି ମଧ୍ୟ ଏତେ ସୁନ୍ଦର ସେଲଫି ନେଇପାରୁଛନ୍ତି

ଆମେ ଯାହା କରିଲେ ମଧ୍ୟ… ଆମ ଫଟୋରେ ଭୈରବ ବାବା ଙ୍କ ଫଟୋ ଆସୁଛି

3 – ଗୋଟିଏ ଛୁଆ ମା ଠାରୁ ମାଡ଼ ଖାଇବା ପରେ ….

ଛୁଆ – ବାପା ଆପଣ କେବେ ମାଳଦ୍ଵୀପ ଯାଇଛନ୍ତି କି ?

ବାପା- ନା ରେ ପୁଅ! କିନ୍ତୁ କାହିଁକି? ଛୁଆ- ତାହେଲେ ଆପଣ ଏତେ ଭୟଙ୍କର ଆଦିବାସୀ ଆଇଟମକୁ କେଉଁଠାରୁ ଧରି ଆଣିଛନ୍ତି??!!

4 – ପପ୍ପୁ ବିବାହ ଦିନ ଉଦାସ ଥିଲା…ତାର ଜଣେ ସାଙ୍ଗ ପଚାରିଲା- କଣ ହୋଇଛି କାହିଁକି ଉଦାସ ବସିଛୁ

ପପ୍ପୁ- ସାଙ୍ଗ ଝିଅଘର ବାପାଙ୍କୁ ଫୋନ କରିଥିଲେ ଯେ ବରଯାତ୍ରୀରେ କମ ଲୋକ ନେଇ ଆସିବ। ଏଥିପାଇଁ ଭାବୁଛି ଯେ ବାପା ମୋତେ ନେଇକରି ଯିବେ କି ନାହିଁ

5 -ଭିଖାରି- ଆଜ୍ଞା ମୁଁ କୌଣସି ସାଧାରଣ ବିଖରୀ ନୁହେଁ ମୁଁ ଟଙ୍କା କମେଇବାର 100 ଉପାୟ ନାମକ ଏକ ବହି ଲେଖିଛି

ଯାତ୍ରୀ- ତାହେଲେ ତୁମେ ଭିଖ କାହିଁକି ମାଗୁଛ?

ଭିଖାରି- କାରଣ ଏହା ସେହି ବହିରେ କୁହାଯାଇଥିବା ସବୁଠାରୁ ସହଜ ଉପାୟ ଅଟେ ।

6 – ପ୍ରେମ ବିବାହ: ରାତି ସମୟ ରେ

ସ୍ଵାମୀ: ପାଣି ପିଆଅ

ସ୍ତ୍ରୀ ପାଣି ଆଣିବାକୁ ଗଲେ,

ସେତେବେଳକୁ ସ୍ଵାମୀ ସୋଇଯାଇଥିଲେ .ପତ୍ନୀ ସାରା ରାତି ପାଣି ଗ୍ଳାସ ଧରି ଠିଆ ହେଇ ରହିଲା ,ସକାଳେ ଯେବେ ସ୍ଵାମୀଙ୍କ ଆଖି ଖୋଲିଲା ତ ଦେଖିଲେ ଓ ବହୁତ ଖୁସି ହେଲେ ,କହିଲେ ମାଗ କଣ ମାଗୁଛ?

ସ୍ତ୍ରୀ: ଛାଡପତ୍ର ଦେ କମିନା

7 – ଦୁଇ ଅଳସୁଆ କମ୍ବଳ ଘୋଡେଇ ସୋଇ ଥିଲେ ସେତେବେଳେ ଏକ ଚୋର ଆସିଲା ଓ କମ୍ବଳ ନେଇ ପଳେଇଲା

ପ୍ରଥମ ଅଳସୁଆ- ଚୋର ଆସିଲା , ଚୋର ଆସିଲା

ଦ୍ଵିତୀୟ ଅଳସୁଆ: ଥାଉ, ଯେତେବଳେ ତକିଆ ନେବାକୁ ଆସିବ ସେତେବେଳେ ଧରି ପକେଇବା

8 – ମହିଳା1: ତୁମ ବୋହୁ କିପରି?

ମହିଳା 2: ବୋହୁ ତ ବହୁତ ଖରାପ ଅଟେ ପ୍ରତିଦିନ ଡେରିରେ ଉଠୁଛି , ମୋ ପୁଅ ଠାଆ ପାଇଁ ଚା ତିଆରି କରୁଛି, ଘରର କୌଣସି କାର୍ଯ୍ୟ କରୁନାହିଁ …ଓ ଯେବେ ଦେଖିବ ମୋର ପୁଅକୁ ବାହାରର ଖାଦ୍ୟ ମଗଉଛି

ମହିଳା 1 : ଓ ଜ୍ଵାଇଁ କିପରି?

ମହିଳା 2: ଜ୍ଵାଇଁ ତ ଦେବତା ଅଟନ୍ତି । ପ୍ରତିଦିନ ମୋ ଝିଅ କୁ ଉଠେଇ ଚା ପିଆଉଛନ୍ତି, ତାକୁ ଘରର କୌଣସି କାମ କରିବାକୁ ଦେଉ ନାହାନ୍ତି ଓ ପ୍ରାୟତଃ ବାହାରକୁ ଖୁଆଇବାକୁ ନେଇଯାଉଛନ୍ତି…. ଏଭଳି ଜ୍ଵାଇଁ ସମସ୍ତଙ୍କୁ ମିଳୁ!!… ସମ୍ପର୍କ ସେହି… ଚିନ୍ତାଧାରା ଭିନ୍ନ

9 – ଡାକ୍ତର: ରାତିରେ ଚିନ୍ତିତ ହୋଇ ଶୋଇବା ଉଚିତ ନୁହେଁ

ରୋଗୀ: ତାହେଲେ କଣ ବାପଘରକୁ ପଠେଇଦେବି?

ପତ୍ନୀ: ଆଜି ପାଗ ବହୁତ ଭଲ ଅଛି କୁଆଡେ ବୁଲିବାକୁ ଯାନ୍ତେ କି?

ସ୍ଵାମୀ: ଯଦି ତୁମେ 5ମିନିଟରେ ପ୍ରସ୍ତୁତ ହୋଇଯିବ ତେବେ ସ୍ବୀଜରଲାଣ୍ଡ ଯିବା , ଯଦି ତୁମେ 15 ମିନିଟରେ ରେଡି ହୋଇଯିବ ତେବେ ଗୋଆ, ଯଦି 30 ମିନିଟ ଲାଗିବ ତେବେ ତୁମ ବାପଘର (ପତ୍ନୀଙ୍କୁ ଦୁଇଘଣ୍ଟା ଲାଗିଲା)

ସ୍ଵାମୀ: ଗୋଟିଏ କାମ କର , ଏବେ ଗୋଟିଏ ସ୍ଥାନରେ ଠିଆ ହୋଇ ଗୋଲ ଗୋଲ ବୁଲି ଯାଅ

10 –  ସୋନୁ ଫାଇନାଲ ଇଣ୍ଟରଭିୟୁ ନିମନ୍ତେ ଗୋଟିଏ କମ୍ପାନୀରେ ପହଞ୍ଚିଲା।

ମ୍ୟାନେଜର- ପ୍ରଥମ ବର୍ଷ ଆମେ ଆପଣଙ୍କୁ 6ଲକ୍ଷ ଟଙ୍କାର ପ୍ଯାକେଜ ଦେବୁ ଓ ଏକବର୍ଷ ପରେ 10ଲକ୍ଷ ଟଙ୍କାର ପ୍ୟାକେଜ ଦେବୁ ।

ସୋନୁ ବ୍ୟାଗ ଉଠେଇ ଚାଲିବାବେଳେ କହିଲା॥ ସୋନୁ- ମୁଁ ଯାଉଛି ଆସନ୍ତା ବର୍ଷ ଆସିବି

ମ୍ୟାନେଜର – କଣ ହେଲା ଜଏନ କରିବ ନାହିଁ କି? ସୋନୁ- ଯେବେ ଆସନ୍ତା ବର୍ଷ 10ଲକ୍ଷର ପ୍ୟାକେଜ ମିଳିବ ତ ଏକ ବର୍ଷ କାହିଁକି ନଷ୍ଟ କରିବି

11 – ଯେଉଁ ଲୋକମାନଙ୍କର ହୃଦୟ ଥରେ ଭାଙ୍ଗିଯାଏ, ତାପରେ ତାଙ୍କର ଯଦି କିଏ ହୃଦୟକୁ କଷ୍ଟ ଦିଏ ତ ସେ କେବଳ ହସିଦେଇ କ୍ଷମା କରିଦିଅନ୍ତି ଓ ମନେମନେ ଭାବନ୍ତି ଛାଡ ଭାଇ ନିଜର ତ ଭାଗ୍ୟ ଖରାପ ।

12 – ଲାଲୁ(ସୋନିଆ ଙ୍କୁ)- ସୋନିଆ ମାଡାମ, ଏହା କୁହନ୍ତୁ ଯେ ILoveUର ଅର୍ଥ କଣ ହୋଇଥାଏ?

ସୋନିଆ- ମୁଁ ତୁମକୁ ଭଲ ପାଉଛି

ଲାଲୁ- ହେ ଦେଖ ହୋ … ଶଳା ଇଂରାଜୀ ରେ କଣ ଗୋଟେ ପ୍ରଶ୍ନ ପଚାରିଲି, ଏ ପାଗଳୀ ତ ମୋ ଉପରେ ସମର୍ପିତ ହୋଇଗଲା!

Leave a Reply

Your email address will not be published. Required fields are marked *