December 24, 2024

Odia Express

Leading Odia News Portal of Odisha

ମିନିଟ୍ ମଧ୍ୟରେ ମିଳିବ ଥଣ୍ତା , ସର୍ଦ୍ଧି , ଓ ନାକ ବନ୍ଧରୁ ମୁକ୍ତି , ଘରେ ବସି କରନ୍ତୁ ଏହାର ଦେଶୀ ଚିକିତ୍ସା…

କହିଦେବୁ କି ଥଣ୍ତା ଜ୍ୱର , ଭାଇରାଲ୍ ଜ୍ୱର,  ଇନଫେକ୍ସନ୍ ଓ ଥଣ୍ତା ଲାଗିବାର କାରଣରୁ ବହୁତଥର ଗଳାରେ କଫ୍ ହେବା ଅଭିଯୋଗ ଆସିଯାଏ , ଲଗାତାର ନାକର ପାଣି ବାହାରିବା , ଛାତିରେ ଓ ଗଳାରେ କିଛି ଜମି ରହିଥିବା ଅନୁଭବ କରିବା , ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗିବା , ଗଳାରେ କର୍କସ୍ ଆସିବା , ଛାତି ଜାମ୍ ଆସିବା , ସବୁ କଫର ଲକ୍ଷଣ ହୋଇଥାଏ , ଗଳାରୁ କଫରୁ ମୁକ୍ତି ପାଇବାକୁ ହେଲେ ଦେଶୀ ଚିକିତ୍ସା ଓ ଆୟୁର୍ବେଦୀକ ଉପଚାର ଆପଣାଇ ଏହି ସହଜ ତତିକାରେ କଫକୁ ବାହାର କରିପାରିବା । ଆଜି ଏହି ଲେଖରେ ଆମେ ଜାଣିବା ଗଳା ଓ ଛାତିରେ କଫକୁ କିପରି ବାହାର କରିବେ । ସେମିତି କଫର ସମସ୍ୟା ଅଧିକା ଗମ୍ଭୀର ହୁଏ ନାହୀଁ , ଲମ୍ବା ସମୟ ଯାଏଁ ରହିଲେ ଏହା ନାନାଦି ରୋଗ ଉତ୍ପନ କରିପାରେ , କିନ୍ତୁ ଯଦି କଫରୁ ରକ୍ତ ବାହାରେ ତେବେ ତୁରନ୍ତ ଡାକ୍ତରଙ୍କ ସହ ସାକ୍ଷାତ କରନ୍ତୁ ।

କଫରୁ ମୁକ୍ତି ପାଇବା ପାଇଁ ଏହି ନିମ୍ନରେ ଉପାୟ ମାନ :

୧) ଗଳାରେ କଫ ଜମିବା ଏହାର ଦେଶୀ ଚିକିତ୍ସା ପାଇଁ ଦୁଇ କପରେ ୩୦ଟି କଳା ଲଙ୍କା ପେଶୀକରି ସିଝାନ୍ତୁ , ଯେବେ ପାଣିରେ ଏକ ଚତୁର୍ଥାଶଂ ରହିଯାଏ ତେବେ ଏହାକୁ ଛାଣିନିଅନ୍ତୁ , ୧ ଚାମଚ ମହୁ ସହ ମିଶାନ୍ତୁ , ଓ ସକାଳୁ ଏହାର ସେବନକରନ୍ତୁ , ଏହା ହୋମ୍ ରେମିଡିଜ୍ କଫ୍ ବାଲା କାଶ କଫ ଦୁହ୍ଁ ମୁକ୍ତି ଦେବ ।

୨) ସେମିତି ରସୁଣ ଖାଇଲେ କଫ ଜମା ହୋଇଥିଲେ ବାହାରକୁ ଆସିଯିବ ଏହି ଦେଶୀ ଉପାୟରୁ ଟିଭି ରୋଗରୁ ମୁକ୍ତି ମିଳେ ।

୩) ଅଦାର ଚୋପା ଏକ ଛୋଟ୍ ଖଣ୍ତ ମୁହଁରେ ରଖି ଚୁଚୁମିଲେ ଏହା ସହଜରେ କଫକୁ ବାହାର କରିଦିଏ  ,

୪) ଛୋଟ ଛୁଆଙ୍କ ଛାତିରେ କଫ ଜମା ହୋଇଯାଈଥିଲେ , ଗାଇର ଘିଅ ଛୁଆଙ୍କ ଛାତିରେ ଲଗାନ୍ତୁ , ଏଇ ଉପାୟ ଦ୍ୱାରା ସେଇ ଛୁଆଙ୍କ ଛାତିରୁ କଫ ଛିଡିଯିବ ।

୫) ଏକ ଚାମଚ ମହୁ ଓ ଦୁଇ ଚାମଚ ଲେମ୍ବୁର ରସ ଗର୍ମ ପାଣିରେ ମିଶାଈକରି ପିଅନ୍ତୁ , ଏହା କଲେ ଗଳା ସଫା ରହିବ , କାରଣ ଲେମ୍ବୁରେ କଫ କାଟିବାର ସମସ୍ୟା ଦୂର କରିବ , ଓ ମହୁ ଆରାମ ଦେବ ।

୬) କଫର ଆୟୁର୍ବେଦ ରାମବାଣ ଚିକିତ୍ସା  ଗଳାରେ କଫ, କାଶ, ଛାଲ, କର୍କସ, ଜଳ୍ୱନ, ଟନସିଲ୍ , ଓ ଗଳାରେ କେଉଁ ପ୍ରକାରର ସମସ୍ୟା ହୋଇଥିଲେ ତାହାକୁ କଞ୍ଚା ହଲଦି ରସ ମୁହଁରେ ଲଗାଇଲେ କିଛି ସମୟ ବସିପଡନ୍ତୁ , ଯେପରି ଗଳାରେ ତଳକୁ ବାହାରିବ , ତେବେ ଚିନ୍ତା କମ୍ ହୋଇଯିବ , ଛୋଟ ଛୁଆ ଯେବେ ଟନସିଲ୍ କଷ୍ଟ ହେଲେ , ଏହି ଉପାୟ କରନ୍ତୁ , ଗଳାର ରୋଗ ଉପଚାର ପାଇଁ ଏହା ଏକ ଅଚୁକ ଉପାୟ ଅଟେ ।

Leave a Reply

Your email address will not be published. Required fields are marked *