December 24, 2024

Odia Express

Leading Odia News Portal of Odisha

ମଜାଦାର କମେଡି ଜୋକ୍ସ – ଭିଣେଇ ଶାଳି କୁ କହିଲେ – ଶାଳୀ ତ ଅଧା ଘରବାଲି ହେଇଥାନ୍ତି , ତେବେ ଶାଳୀ ଭିଣେଇ ଙ୍କ ପାଖକୁ ଆସି ପ୍ରେମରେ କାନରେ କହିଲା ତାହାଲେ ତମେ ମୋ…

ଭିଣେଇ ଓ ଶାଳୀ ଉପରେ ନେଇ ହୋଇଥିବା ଜୋକ୍ସ ଏହି ଦିନ ଇଣ୍ଟରନେଟ୍ ରେ ବହୁତ ଗୁଡିଏ ଦେଖିବାକୁ ମିଳେ , ଏଠାରେ ଆପଣଙ୍କୁ ନାନାଦି ପ୍ରକାରର ଜୋକ୍ସ ଦେଖିବାକୁ ମିଳିଯିବ ,। କିନ୍ତୁ ଏହା ଜରୁରୀ ନୁହେଁ କି ସବୁ ଜୋକ୍ସ ପଢିକରି ଆପଣଙ୍କ ମନରେ ହସ ଫୁଟିପାରିବ , ଏଥିରେ କିଛି ଜୋକ୍ସ ଫାଲତୁ ହୋଇଥାଏ , ଏହିକଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ ହିଁ କୌତୁକିଆ ଓ ଶାନଦାର୍ ଭିଣେଇ ଓ ଶାଳୀଙ୍କ ଜୋକ୍ସ ନେଇକରି ଆସିଛୁ , ଆମେ କହିବୁ କି ଏହାକୁ ପଢିକରି ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଚାଲନ୍ତୁ ଆଉ ବିଳମ୍ବ କଣ ପାଇଁ ଫଟାଫଟ୍ ସେହି ଜୋକ୍ସ ଆଡକୁ ନଜର ପକାଇବା ।

୧) ଶାଳୀ : ଆଚ୍ଛା ଭିଣେଇ ମହାଶୟ ଗୋଟେ କଥା କହିବି , ଶଶୁରଘରେ ଜ୍ୱାଇଁପୁଅର ଏତେ ସମ୍ମାନ କଣ ପାଇଁ ହୋଇଥାଏ । ଭିଣେଇ : କାରଣ ଲୋକ ଜାଣିଛନ୍ତି କି ଏହା ସେହି ମହାନ୍ ବ୍ୟକ୍ତି ଅଟେ ଯିଏକି ଆମର ଘରେ ତୋଫାନ୍ କୁ ସହିଛି ।

୨) ଭିଣେଇ : ଆରେ ଶାଳି ସାହିବା , ଗୋଟେ ପ୍ରଶ୍ନର ଉତ୍ତର କହିବ ତ , ଯଦି ଝିଅମାନେ ପର ଘରର ଝିଅ ହୋଇଥାନ୍ତି ତେବେ ପୁଅମାନେ କଣ ହେବେ ? ଉତ୍ତର : ଏକ ନମ୍ବର ଚୋର ,ଯିଏ ପର ଧନ ଉପରେ ନଜର୍ ପକାଇ ରଖନ୍ତି ।

୩) ଜୋତା ଚୋରି କରିବା ରୀତିନୀତି ସମୟରେ ଶାଳୀ ସାହିବା କହିଲେ , ଭିଣେଇ ମହାଶୟ କିଛି ବି ହେଉ ଆଜି ମୁଁ ୧୦୦୦ ଟଙ୍କା ହିଁ ନେବି । ତାପରେ ଶାଳି ସାମ୍ଣାକୁ ଆସିଲା , ଓ କହିଲା ଭିଣେଇ ୧୮୦୦ ଟଙ୍କା ନେବି । ଏତେ ବେଳେ ପଛରେ ସାନ୍ତା ଚିଲାଇ କହିଲା କି ଆରେ ନେବାର ଅଛି ଯଦି ନୋକିଆ ୨୧୦୦ ନେଇଯାଅ ସେଥିରେ ଏଫ୍ ଏମ୍ ରେଡିଓ ଅଛି ।

୪) ଯଦି ଆପଣ ଭାବୁଛନ୍ତି କି ବୋଧେ ଆପଣଙ୍କ ବାହାଘର ଶାଳି ସହ ହୋଇଥାନ୍ତା , ତେବେ ବିଶ୍ୱାସ କରନ୍ତୁ ଆପଣଙ୍କ ସଡୁ ଭାଇ ବି ବିଲକୁଲ୍ ଏହା ବି ଭାବିଥାନ୍ତେ ।

୫) ଶାଳୀ : ଆଚ୍ଛା ଭିଣେଇ କୁହ ପ୍ରେମ କେବେ ହୋଇଥାଏ ? ଭିଣେଇ : ଯେବେ ରାହୁ,କେତୁ , ଓ ଶନିଙ୍କ ଦଶା ଖରାପ ଚାଲୁଥିବ , ଓ ମଙ୍ଗଳ ଦୁର୍ବଳ ଥିବ , ଓ ଭଗବାନ ମଜା ନେବାର ମୁଡ୍ ରେଥିବେ ।

୬) ଭିଣେଇ ଆରେ ଶାଳୀ ସାହିବା , ଟିକିଏ କୁହ ତ ତୁମ ସହରରେ ସବୁଠାରୁ ଫେମସ୍ ଜାଗା କେଉଁଟା ଅଟେ । ଶାଳୀ ଭିଣେଇ ଏବେ କଣ କହିବି , ଯିଏ ଫେମସ୍ ଜାଗା ଥିଲା ତାହା ତ ଆପଣ ନେଇଗଲେ ।

୭) ମହିଳା ଯେତେ ବି ଚାଲାକ୍ ହେଉଛନ୍ତି ଏଠି ଟିକିଏ ଦେଖନ୍ତୁ । ଗୋଟେ ଭିଣେଇ ନିଜ ଶାଳୀକୁ ମଜାକ୍ ରେ କହିଥାଏ , ଆରେ ଶାଳି ସାହିବା , ଅଧା ଘର ବାଲି ହୋଇଥାଏ , ଏହି କଥା ଶୁଣିକରି ଶାଳୀ ଭିଣେଇଙ୍କ ପାଖକୁ ଆସେ , ଓ କାନରେ ପ୍ରେମ ପୁର୍ବକ କହେ ଯଦି ଏପରି କଥା ଅଛି ତେବେ ମୋତେ ଅଧା ସ୍ୟାଲେରି ମୋତେ ବି ଦେଇଦିଅ , ଏବେ ଭିଣେଇ ନିଜ ଶାଳି ସହ ମଜାକ୍ କରିବା ଛାଡିଦେଲେ ।

Leave a Reply

Your email address will not be published. Required fields are marked *