December 24, 2024

Odia Express

Leading Odia News Portal of Odisha

ଭେସଲିନର ଉପଯୋଗରେ ୨ ମିନିଟ୍ ମଧ୍ୟରେ ଚେହେରାରୁ ଅଦରକାରୀ ବାଳକୁ ବାହାର କରିବାରେ ହେବେ ସକ୍ଷମ – ଖାଲି ଉପାୟ ଜାଣିରଖନ୍ତୁ…

ଏହି ଦୁନିଆଁରେ ବହୁତ କମ୍ ଲୋକ ଥିବେ ଯାହାଙ୍କୁ ସୁନ୍ଦର ଦେଖାଯିବାକୁ ପସନ୍ଦ ଲାଗୁନଥିବ , ସେମିତି ଯଦି ଝିଅମାନଙ୍କର କଥା କହିବା ତେବେ ସେମାନେ ନିଜ ଚେହେରାକୁ ସୁନ୍ଦର ରଖିବାରେ ବହୁତ ଯତ୍ନବାନ ହୋଇଥାନ୍ତି , ହଁ ସେମାନେ ସୁନ୍ଦର ହେବାପାଇଁ କେତେ ବ୍ୟୁଟି ପ୍ରଡକ୍ଟର ବହୁଳ ବ୍ୟବହାର କରିଥାନ୍ତି , ଏମିତିରେ ଝିଅମାନଙ୍କର ସୁନ୍ଦର ଚେହେରାରେ ଯଦି ଅଦରକାରି ବାଳ ଉତ୍ପନ୍ନ ହୁଏ ତେବେ ଚେହେରାର ଚମକ କମ୍ ହୋଇଯାଏ , ଏହା ଦ୍ୱାରା ଗୋରା ଚେହେରା ଦେଖାଯିବା ବଦଳରେ କଳା ଦେଖାଯାଏ , ଏବେ ପୁଅମାନଙ୍କର ଚେହେରାରେ ବାଲ ହେବା ସାଧାରଣ କଥା ଅଟେ, କାରଣ ତାଙ୍କୁ ସେଭିଙ୍ଗ୍ କରିବାକୁ ଅଛି , କିନ୍ତୁ ଯଦିଝିଅମାନଙ୍କର ଚେହେରାରେ ଗୋଟେ ବି ବାଳ ଦେଖାଯାଏ ତେବେ ଏହା ତାଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ ।

ଯଦି ଆପଣଙ୍କ ଚେହେରାରେ ଅଦରକାରି ବାଳ ଆସିଯାଇଛି , ତେବେ ଚିନ୍ତା କରିବାର ବିଲକୁଲ୍ ଦରକାର ପଡୁନାହିଁ , କାରଣ ଆଜି ଆମେ ଏକ ଘରୋଇ ପ୍ରକିୟା କହିବୁ , ଯାହା ଦ୍ୱାରା ଆପଣଙ୍କ ଚେହେରାରେ ଅଦରକାରୀ ବାଳ ବହୁତ କମ୍ ସମୟରେ ଗାୟବ ହୋଇଯିବ , ସେମିତି ଆପଣ ବହୁତଥର ଦେଖିଥିବେ କି ଚେହେରାରେ ୱାକ୍ସର ବ୍ୟବହାର କରି ଚେହେରାରୁ ଦାଗ ଦୂର କରିବାକୁ ପଡିଥାଏ,  ଚେହେରାର ସ୍କିନ୍ ବହୁତ ନରମ ହୋଇଯାଏ , ଏଥିପାଇଁ ଚେହେରାରେ କେମିକାଲ୍ ରେ ତିଆରି ପ୍ରଡକ୍ଟ ବ୍ୟବହାର କରିଲେ ଏହା କ୍ଷତି ବି ପହଞ୍ଚାଇଥାଏ ,

ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ କହିବୁ ଯାହା ଦ୍ୱାରା ଆପଣଙ୍କ ଚେହେରାରେ ଅଦରକାରୀ ବାଳ ଗାୟବ ହୋଇଯିବ । ସବୁଠାରୁ ପ୍ରଥମ ଉପାୟ ଅନୁସାରେ ଆପଣଙ୍କୁ ଏକ ଗିନାରେ ବେସନ, ହଳଦୀ, ଓ ଟିକିଏ କ୍ଷୀର ନେବାର ଅଛି , ତାପରେ ଏହି ତିନୋଟି ଜିନିଷକୁ ଭଲ ଭାବରେ ମିଶ୍ରଣ କରିଦେବାର ଅଛି , ଏକ ଚାମଚ ଭେସଲିନ୍ ପକାଇ ମିଶାଇଦିଅନ୍ତୁ । ଏହା କୁ ଚେହେରାରେ ସେହି ଜାଗାରେ ଲଗାନ୍ତୁ ଯେଉଁଠି ଚେହେରାରେ ଅଦରକାରି ବାଳ ଅଛି , ଏହା ଦ୍ୱାରା ଚେହେରା ସଫା ହୋଈଯିବ , ଏହା ଛଡା ଆପଣ ଚାହିଁଲେ କଞ୍ଚା ଅମୃତଭଣ୍ତା ବ୍ୟବହାର କରିପାରିବେ , ଏହା ଦ୍ୱାରା ଏହାର ପେଷ୍ଟ କରି ଅଧା ଚାମଚ ହଳଦୀ ମିଶାଇଦିଅନ୍ତୁ  ।

ଏହି ପେଷ୍ଟ ତିଆରି ହୋଇସାରିଲା ପରେ ତାହାକୁ କମ୍ ସେ କମ୍ ଦୁଇ ଚାରି ମିନିଟ୍ ନିଜ ଚେହେରାରେ ମସାଜ୍ କରନ୍ତୁ , ତାପରେ ନିଜ ଚେହେରାକୁ ଭଲ ଭାବରେ ଧୋଇଦିଅନ୍ତୁ , ଏହାକୁ ସପ୍ତାହରେ ଦୁଇଥର କରିବାର ଅଛି ହଲଦୀ ଏକ ଆୟୁର୍ବେଦିକ ମେଡିସିନ୍ ଅଟେ,  ଏହା ଚେହେରାରେ ଚମକ ଆଣିଥାଏ,  ଏହା ପ୍ରାକୃତିକ ଅଟେ, ଏହା ଦ୍ୱାରା କିଛି ବି ଇନଫେକ୍ସନ୍ ହୁଏ ନାହିଁ , ଦୁଇ ଚାମଚ ହଳଦୀ ନେଇକରି ଏହାର ପାଣିକୁ କ୍ଷୀର ସହ ଭଲ ଭାବରେ ମିଶାଇଦିଅନ୍ତୁ ,

ଏହାର ପେଷ୍ଟ ହୋଇସାରିଲା ପରେ ଏହାକୁ ଚେହେରାରେ ଲଗାଇଦିଅନ୍ତୁ , ସେମିତି ଏହି ପେଷ୍ଟ ପୁରା ଶରୀରରେ ଯେଉଁଠି ବି ଚାହିଁଲେ ଲଗାଇପାରିବେ । ତାପରେ ଯେବେ ସୁଖୀଯିବ ତେବେ ହାଲକା ହାତରେ ସ୍କ୍ରବ୍ କରି ପାଣିରେ ଧୋଇଦିଅନ୍ତୁ , ଏହା ଦ୍ୱାରା ଆପଣଙ୍କ ଚେହେରା ଗ୍ଲୋ କରିବାକୁ ଲାଗିବ ।

Leave a Reply

Your email address will not be published. Required fields are marked *