September 12, 2024

Odia Express

Leading Odia News Portal of Odisha

ତାରକ୍ ମେହେଟ୍ଟା ର ସୋନୁ ଏବେ ଦେଖାଯାଉଛନ୍ତି ବହୁତ ସୁନ୍ଦର , ବଡ ବଡ ହିରୋଇନ ମଧ୍ୟ ତାଙ୍କ ଆଗରେ ଫେଲ ମାରିଯିବେ – ଫଟୋ ଦେଖିଲେ ଚକିତ ହୋଇଯିବେ ଆପଣ…

ସେମିତି ବଡ ପର୍ଦା ହେଉ କିମ୍ବା ଛୋଟ ପର୍ଦା ଆମେ କଳାକାରଙ୍କ ବିଷୟରେ ଜାଣିବାର ଉତ୍ସୁକତା ନିଶ୍ଚିତ ରହିଥାଏ , ଟିଭି ଜଗତର ଆମେ ଛୋଟ ପର୍ଦାର କଥା କହିଲେ ଆମେ ଗୋଟେରୁ ବଳିକରି ଗୋଟେ କଳାକାରଙ୍କ ସହ ସାକ୍ଷାତ କରିଥାଉ ଓ ସେହି କଳାକାର ଆମ ଜୀବନର ଏକ ଭାଗ ହୋଈଯାନ୍ତି , କିନ୍ତୁ ଦିନେ ନଦେଖିଲେ ଆମର ମନ ବ୍ୟାକୁଳ ହୋଇଥାଏ । ଛୋଟ ପରଦାରେ ଏମିତି ବହୁତ ସାରା ଶୋଜ୍ ଆସେ ଯାହା ଆମକୁ ବହୁତ ଏଣ୍ଟରଟେଣ୍ଟମେଣ୍ଟ କରିଥାନ୍ତି , କିନ୍ତୁ ଆମେ ଯଦି କଥା ହେବା ସୁପରହିଟ୍ କମେଡି ଶୋ ଯାହାକୁ ସବୁ ବୟସର ଲୋକେ ଦେଖିବାକୁ ପସନ୍ଦ କରନ୍ତି ତେବେ ତାହା ହେଲା ତାରକ ମେହେଟ୍ଟା କା ଉଲ୍ଲଟା ଚଷମା , ଏକ କମେଡି ଶୋ ଅଟେ । ଏହି ଶୋର ଆରମ୍ଭ ୨୮ ଜୁଲାଇ ୨୦୦୮ ରେ ହୋଇଥିଲା ।

ଆପଣଙ୍କୁ କହିଦେବୁ କି ଏହା ଟିଭି ସିରିଆଲ୍ ଜଗତର ସବୁଠାରୁ ବଡ ଲମ୍ବା ଶୋ ହୋଇସାରିଛି , ଓ ଏହାକୁ ଲୋକେ ବହୁତ ଅଧିକା ପସନ୍ଦ  କରୁଛନ୍ତି । ଏଥିରେ କମେଡିରେ ବାପୁଜି ହୁଅନ୍ତୁ କିମ୍ବା ଦୟା ଭାବି,ଜେଠାଲାଲ୍ ଏହି ଶୋ ରେ ବଢିଆଅଭିନୟ କରୁଛନ୍ତି , ଏହି ସବୁ ଅଭିନୟ ମଧ୍ୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଏହି ଶୋରେ ମାଷ୍ଟର ଭିଣ୍ତେଙ୍କ ଝିଅ ସୋନୁ ଯିଏକି ଅସଲର ନାଁ ଝିଲ୍ ମେହେଟ୍ଟା ଅଟେ, କିନ୍ତୁ ଏହି ଶୋର କାରଣରୁ ସୋନୁ ବହୁତ ଲୋକପ୍ରିୟ ହୋଇଥିଲେ,  ଏହି ଶୋରେ ସୋନୁଙ୍କ ଭୁମିକା ସମସ୍ତଙ୍କୁ ଭଲ ଲାଗିଥିଲା, ଓ ଲୋକେ ଏହାକୁ ବହୁତ ପସନ୍ଦ ବି କରିଥିଲେ।

ଏବେ ଦେଖିବାକୁ ଗଲେ ସୋନୁ ବହୁତ ବଡ ହୋଇସାରିଛନ୍ତି , ଓ ଅଧିକା ସୁନ୍ଦର ବି ଲାଗୁଛନ୍ତି , ତାଙ୍କର ଜନ୍ମ ୨୮ ଜୁନ୍ ୧୯୯୫ କୁ ହୋଇଥିଲା ,ସେ ତାରକ୍ ମେହେଟ୍ଟା ଶୋ ସେହି ସମୟରେ ଜଏନ୍ କରିଥିଲେ ଯେବେ ତାଙ୍କୁ ୧୨ ବର୍ଷ ହୋଇଥିଲା । ସେ ସେମିତି କିଛି ଶୋ କରିସାରିବାପରେ ଛାଡିଦେଇଥିଲେ, କାରଣ ନିଜ ପାଠ ପଢାରେ ସେ ଧ୍ୟାନ ଦେବାକୁଚାହୁଁଥିଲେ,  ଏହି ଶୋରେ କାମକରିବା ଦ୍ୱାରା ସେ ପାଠ ପଢା ପାଇଁ ଅଧିକା ସମୟ ଦେଇପାରୁନଥିଲେ,  ସେଥିପାଇଁ ସେ ଶୋ ଛାଡିଦେଇଥିଲେ ।

ଏହି ଶୋ ଦ୍ୱାରା ସୋନୁଙ୍କୁ ବହୁତ ଭଲ ପାଇବା ମିଳିଥିଲା, ଆପଣଙ୍କୁ କହିଦେବୁ କି ମାଷ୍ଟର ଭିଣ୍ତେ ଙ୍କ ଝିଅ ଛୋଟ ପର୍ଦାରେ ଫେମସ୍ ହୋଇଥିଲେ , କିନ୍ତୁ ସୋନୁଙ୍କ ଲୋକପ୍ରିୟତା ବହୁତ୍ ଅଧିକା ହୋଇଥିଲା, ଝିଲ୍ ମେହେଟ୍ଟା ଆଜି କାଲି ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରହୁଛନ୍ତି , ଓ ନିଜ ଅପଡେଟ୍ ସବୁବେଳେ ଦେଉଛନ୍ତି , ସୋସିଆଲ୍ ମିଡିଆରେ ଆସିବା ଦିନରୁ ଝିଲ୍ କିଛି ନା କିଛି ଫଟୋ ଉଠାଉଛନ୍ତି ଓ ସେୟାର୍ କରୁଛନ୍ତି ।

ଆପଣଙ୍କୁ କହିଦେବୁ କି ସେ ସେମିତି ଶୋ ଛାଡିଦେଇଥିଲେ କିନ୍ତୁ ତାଙ୍କର ଲୋକପ୍ରିୟତା ଆଜି ବି କମ୍ ହୋଇନାହିଂ , ଏହି ଦିନରେ ସେ ସୋସିଆଲ୍ ମିଡିଆରେ ନାନାଦି ଫଟୋ ସେୟାର୍ କରୁଛନ୍ତି , ଯେଉଁଥିରେ ସେ ବହୁତ ସୁନ୍ଦର ଲାଗୁଛନ୍ତି , ଓ ଛୋଟ ପର୍ଦାରେ କଳାକାରଙ୍କୁ ସେ ଟକ୍କର ଦେଉଛନ୍ତି , ଏବେ ସେ ନିଜ ପାଠ ପଢାରେ ଲାଗିଛନ୍ତି , କିନ୍ତୁ ତାଙ୍କର ଫ୍ୟାନ୍ସ ତାଙ୍କର ଛୋଟ ପର୍ଦାରେ ଫେରିବାକୁ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *