ଏହି ୫ ଟି ଅକ୍ଷର ବାଲା ଲୋକ ହୋଇଥାନ୍ତି ପ୍ରେମରେ ବହୁତ ପାଗଳ , ଆପଣ ଏଥିରେ ସାମିଲ୍ ନାହାନ୍ତି ତ…
ବ୍ୟକ୍ତି ନିଜ ନାଁର ପୂର୍ବର ଅକ୍ଷରରୁ ତାହାର ସ୍ୱଭାବ, ପସନ୍ଦ, ବ୍ୟବହାର, ପ୍ରେମ , ପର୍ସନାଲିଟି ବିଷୟରେ ଜଣାପଡିଯାଏ , ବ୍ୟକ୍ତିର ନାଁର ପ୍ରଥମ ଅକ୍ଷର ତାର ଜୀବନରେ ପ୍ରଥମ ପ୍ରଭାବ ପକାଇଥାଏ , ଏହା ତାର ଜୀବନରେ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ , ଆଷ୍ଟ୍ରୋଲୋଜି କହିଥାଏ କି ପ୍ରଥମ ଅକ୍ଷର ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ଭାଗ୍ୟ ବିଷୟରେ ପତ୍ତା ଲଗାଇପାରିବେ , ଏହା ସହ ପ୍ରଥମ ଅକ୍ଷରରୁ ପତ୍ତା ଲଗାଇପାରିବେ କି ଲୋକ ପ୍ରେମରେ କେଉଁ ଭଳି ଅଛନ୍ତି , ଓ ତାଙ୍କର ଲଭ୍ ଲାଇଫ୍ କିପରି ହୋଇଥାଏ , ତେବେ ଆସନ୍ତୁ ଜାଣିବା ସେହି ଅକ୍ଷର ଗୁଡିକ ବିଷୟରେ ।
୧) D ଅକ୍ଷର ବାଲା ଲୋକ : D ଅକ୍ଷର ବାଲା ଲୋକ ଦେଖିବାକୁ ବହୁତ ସ୍ମାର୍ଟ ଓ ଆକର୍ଷକ ନଜର ଆସନ୍ତି , ସେମାନେ ଦେଖିବାକୁ ଯେତିକି ଭଲ ଓ ସେତିକି ଭଲ ବୋଲି ଜଣାଯାଆନ୍ତି , ସେମାନେ ବହୁତ ପରିଶ୍ରମୀ ଓ ପୁରା ବିଶ୍ୱାସର ସହ କରନ୍ତି ସେମାନେ ଅନ୍ତିମ ସମୟ ଯାଏଁ ସଫଳତା ପାଇବାପାଇଁ ପୁରା ପ୍ରୟାସ କରନ୍ତି , ଏମାନେ ବହୁତ କଥାକୁହା ବ୍ୟକ୍ତିତ୍ୱର ହୋଇଥାନ୍ତି , ଯାହା ତାଙ୍କ ଲଭ୍ ଲାଇଫ୍ ରେ ବହୁତ ସାହାଯ୍ୟ କରେ , ସେ ନିଜ କଥା ଦ୍ୱାରା କାହାକୁ ବି ଇମ୍ପ୍ରେସ୍ କରିପାରିବେ , ସେମାନେ ମାଇଣ୍ତେଡ୍ ପ୍ରକୃତିର ହୋଇଥାନ୍ତି , ନିଜ ପାର୍ଟନର୍ ସହ ବହୁତ ଭଲ ରହିଥାଏ , ଓ ଏହି ଲୋକ ନିଜ ପ୍ରେମକୁ ଭଲ ଭାବେ ନିଭାଇଥାନ୍ତି ।
P ଅକ୍ଷର ବାଲା ଲୋକ : ଏମାନଙ୍କ ଆଚରଣ ଓ ବ୍ୟବହାର କିପରି ଅଛି ତାହା ତାଙ୍କ ପ୍ରଥମ ଅକ୍ଷରରୁ ଜଣାପଡେ , ଦେଖିବାକୁ ଏମାନେ ବହୁତ ଆକର୍ଷକ ଓ ନିଜ ଲୁକ୍ ପାଇଁ ବହୁତ ଅଧିକା ଯତ୍ନ ନିଅନ୍ତି । ଏଥିପାଇଁ ପ୍ରଥମ ନଜରରେ ସମସ୍ତଙ୍କ ପ୍ରିୟପାତ୍ର ହୋଇଥାନ୍ତି , ପ୍ରେମରେ ଏମାନେ ପକ୍କା ହୋଇଥାନ୍ତି , କିନ୍ତୁ ସେତେ ବି କଠୋର୍ , ଯଦି ତାଙ୍କର ସହ କେହି ଧୋକା ଦିଅନ୍ତି ତାଙ୍କୁ ସେ ଦେଖିବାକୁ ପସନ୍ଦ କରନ୍ତି ନାହିଁ , ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି , ନିଜେ କେତେ ବି ଦୂଃଖି ହୋଇଥାନ୍ତୁ ନା କାହିଁକି ସେମାନେ ନିଜ ପାର୍ଟନରଙ୍କୁ ବହୁତ ଖୁସି ଦେଖିବାକୁ ପସନ୍ଦ କରନ୍ତି ।
B ଅକ୍ଷର ବାଲା ଲୋକ : B ଅକ୍ଷର ବାଲା ବ୍ୟକ୍ତି ବହୁତ ଗୁଣ ଅଛି , ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତି ପ୍ରେମରେ ସଚ୍ଚା ହୋଇଥାନ୍ତି , କିନ୍ତୁ ନିଜ ପ୍ରେମକୁ ଜଲଦି ପାଇନଥାନ୍ତି , ଏମାନେ ପ୍ରେମକୁ ବହୁତ ଡେରିରେ ବୁଝନ୍ତି , ଯେଉଁ ଦିନ ସେମାନେ ଏହି ପ୍ରେମକୁ ବୁଝିନେବେ ସେମାନେ ନିଜ ପ୍ରେମକୁ ଲାଇଫ୍ ଟାଇମ୍ ସହ ସାଥିରେ ଛାଡିବ ନାହିଁ , ଏହି ଅକ୍ଷର ବାଲା ଲୋକ ପ୍ରେମରେ କେବେ ଧୋକା ଦେଇନଥାନ୍ତି , ଏହି କାରଣରୁ ସାମ୍ନା ବାଲା ଲୋକ ଆପଣଙ୍କ ଉପରେ ଅଧିକା ବିଶ୍ୱାସ କରନ୍ତି ।
I ଅକ୍ଷର ବାଲା ଲୋକ : ଏହି ଅକ୍ଷରର ଲୋକେ ବହୁତ ସଚ୍ଚା ହୃଦୟର ଲୋକ ହୋଇଥାନ୍ତି , ଏହି ଅକ୍ଷର ନାଁରେ ଥିବା ବ୍ୟକ୍ତି ପାର୍ଟନରଙ୍କୁ ବହୁତ ଭରସା କରନ୍ତି , ଓ ଏହି ଭରସାରେ ସେମାନେ ବହୁତ ଭଲ ଅଟନ୍ତି , ପ୍ରେମରେ କେବେ ବି ଇଗୋ ରଖନ୍ତି ନାହିଁ , ଏମାନେ ନିଜ ଜୀବନରୁ ବହୁତ ଅଲଗା ରୁହନ୍ତି , ଓ ପ୍ରୋଫେସନାଲ୍ ଜୀବନରେ ଏମାନେ ବିଲକୁଲ୍ ଭାଙ୍ଗନ୍ତି ନାହିଁ , ଯାହାର କାରଣରୁ ତାଙ୍କ ପ୍ରେମ ଗଭୀର ହୋଇଥାଏ ।
T ନାମକ ପାର୍ଟନର୍ : ଏମାନେ ନିଜର ପ୍ରେମରେ ବହୁତ ଆକାଂକ୍ଷୀ ହୋଇଥାନ୍ତି , ଓ ନିଜ ପ୍ରେମକୁ ପାଇବାକୁ ଏମାନେ ବହୁତ ପ୍ରୟାସ କରିଥାନ୍ତି ଓ ସଫଳ ବି ହୋଇଥାନ୍ତି , ଏମାନେ ବହୁତ ଇମାନଦାର୍ ହୋଇଥାନ୍ତି , ଏହି କାରଣରୁ ସେମାନେ ପ୍ରେମ ମାମଲାରେ ଆଗୁଆ ରୁହନ୍ତି,