December 23, 2024

Odia Express

Leading Odia News Portal of Odisha

କିପରି ବନାଯାଏ କ୍ୟାପସୁଲ୍ , ଏହାର ଅସଲ ସତ୍ୟତା ଜାଣିଲେ ଆପଣ କେବେ ଖାଇବେ ନାହିଁ କ୍ୟାପ୍ସୁଲ – ନିଶ୍ଚୟ ଜାଣିରଖନ୍ତୁ…

ଆୟୁର୍ବେଦ ଛାଡିକରି ଯେତେ ବି ଚିକିତ୍ସା ପଦ୍ଧତି ଅଛି ସେଥିରୁ ତିଆରି ହେଉଥିବା ଔଷଧଗୁଡିକ ଅଧିକାଂଶ ମାଂସାହାରର ପ୍ରୟୋଗ ହୋଇଥାଏ  ଆପଣ ଯେତେ ବି ଏଲୋପେଥି ଔଷଧ ନିଅନ୍ତି ସେହି କ୍ୟାପସୁଲ୍ ରେ ମାଂସାହାରୀ ହୋଇଥାଏ , କ୍ୟାପସୁଲ୍ ଉପରେ ଯେଉଁ ଲେବୁଲ୍ ହୋଇଥାଏ ତାହା ଭିତରେ ଔଷଧ ଭରାଯାଏ , କିନ୍ତୁ ପ୍ଲାଷ୍ଟିକ୍ ରେ ନଥାଏ , ଯାହା ଦେଖିଲେ ଲାଗିବ କି ପ୍ଲାଷ୍ଟିକ୍ ଅଟେ ,  କିନ୍ତୁ ସେ ପ୍ଲାଷ୍ଟିକ୍ ନୁହେଁ ।କାରଣ ଏହା ପ୍ଲାଷ୍ଟିକ୍ ନୁହେଁ କାରଣ ଆପଣ ତାକୁ ଖାଇଲେ ତାହା ପେଟରେ ଯାଇ ମିଶିବ ନାହିଁ  କାରଣ ପ୍ଲାଷ୍ଟିକ୍ ୪୦୦ ବର୍ଷ ପର୍ଯ୍ୟନ୍ତ ମିଶ୍ରିତ ହୁଏ ନାହିଂ ॥ କ୍ୟାପସୁଲ୍ ଏମିତିରେ ସକାଳ ଟୟଲେଟ ରାସ୍ତାରେ ବାହାରକୁ ଆସିଯିବ

ତେବେ କ୍ୟାପସୁଲ୍ ର ଯେଉଁ କଭର କେମିକାଲ୍ ଦ୍ୱାରା ପ୍ରସ୍ତୁତ କରାଯାଏ ତାହାର ନାଁ ହେଲା ଜେତାଟିନ୍ , ଜିଲେଟିନ୍ ଏହି ସବୁ କ୍ୟାପସୁଲ୍ କଭର ତିଆରି କରେ , ଓ ଜିଲେଟିନ୍ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି କି ମେନେକା ଗାନ୍ଧୀ ଙ୍କ ମୁହଁରୁ ଶୁଣିଥିବେ କି ଗାଇର ବାଛୁରି କିମ୍ବା ଗାଇକୁ ହତ୍ୟା କରି ତାହାର ପେଟର ଅନ୍ତରୁ ଜିଲେଟିନ୍ ବନାଯାଏ ତେବେ ଏହି ସବୁ କ୍ୟାପସୁଲ୍ ମାଂସାହାରୀ ହୋଇଥାଏ । ଆପଣ ଚାହିଁଲେ ମୋର କଥାକୁ ବିଶ୍ୱାସ ନକଲେ ଥରେ ଗୁଗୁଲ୍ ରେ ସର୍ଚ୍ଚ କରିଦେଖନ୍ତୁ ଲେଖନ୍ତୁ କି Capsules made of ତାପରେ ଗୋଟେ ନୁହେଁ ବହୁତ ଗୁଡିଏ ସାଇଟ୍ସ ମିଳୀଯିବ , ଯାହାକି ସ୍ପଷ୍ଟ ହୋଇଯିବେ କି କ୍ୟାପସୁଲ୍ ଜିଲେଟିନ୍ ରୁ ବନାଯାଏ ।

ଆପଣ ଆଉ ଗୋଟିଏ କଥା ଧ୍ୟାନ ଦେଇଥିବେ କି ୯୦ ପ୍ରତିଶତ ଏଲୋପେଥି ଔଷଧ ଉପରେ ସବୁଜ ଓ ଲାଲ୍ ଚିହ୍ନ ହୋଇନଥାଏ , କାରାଣ ଗୋଟିଏ ହିଁ ଅଟେ।  ଔଷଧରେ ବହୁତ ମାଂସାହାର ଉପଯୋଗ ହୋଇଥାଏ , ଓ କିଛି ଦିନ ପୂର୍ବରୁ କୋର୍ଟ କହିଲେ କି ଔଷଧ ଉପରେ ସବୁଜ କିମ୍ବା ଲାଲ୍ ଚିହ୍ନ ଅନିବାର୍ଯ୍ୟ ଅଟେ , ଏହା ସବୁ ଏଲୋପାତି କମ୍ପାନୀ ଏବେ ଅବଶୋଷ କରୁଛନ୍ତି । କ୍ୟାପସୁଲ୍ ଅତିରିକ୍ତ ଏଲୋପେଥି ରେ ଟାବଲେଟ୍ ଥାଏ,  ତେବେ କିଛି ଔଷଧ ଯାହା ହୋଇଥାଏ ଯାହାକୁ ଆପଣ ନିଜ ହାତରେ ରଗଡିବେ , ତେବେ ପାଉଡର୍ ବାହାରିବ , ହାତ ଧଳା କିମ୍ବା ହଳଦିଆ ହୋଇଯୀବ , କିଛି ଟାବଲେଟ୍ ଅଛି ଯାହାକୁ ହାତରେ ଘସିଲେ କିଛି ହୁଏ ନାହିଁ,  ସମସ୍ତଙ୍କ ଉପରେ ଡିଲେଟିନ୍ କୋଟିଙ୍ଗ୍ ହୋଇଥାଏ , ତାହା କ୍ୟାପସୁଲ୍ ପରି ହୋଇଥାଏ , ତାହା ସବୁ ମାଂସାହାରୀ ଅଟେ।

ଟିକିଏ ଭୁଲ୍ ଏପରି ହୋଇଥାଏ ଯାହା ଉପରେ ଜିଲେଟିନ୍ କୋଟିଙ୍ଗ୍ ନଥାଏ , କିନ୍ତୁ ସେହି ଟାବଲେଟ୍ ଖତରନାକ ହୋଇଥାଏ , ଆପଣଙ୍କୁ କ୍ୟାନ୍ସର ସୁଗର୍ , ପରି ୧୦୦ ଟି ରୋଗ ହୋଇପାରେ । କିନ୍ତୁ ଅଧିଆ ବ୍ୟବହାର କଲେ ବ୍ରେନ୍ ହାମରେଜ୍ ହୋଇଯିବ  । ଏମିତିରେ ହାର୍ଟ ରୋଗିଙ୍କୁ ଗୋଟିଏ ମେଡିସିନ୍ ଦିଆଯାଏ , ଯାହା ଉପରେ କୋଟିଙ୍ଗ୍ ହୋଇନଥାଏ , କିନ୍ତୁ ତାହାକୁ ଅଧିକା ଖାଇଲେ କିଡନୀ ଖରାପ ହୋଈଯାଏ । ଯାହା ଉପରେ କୋଟିଙ୍ଗ୍ ନଥାଏ ତାହା ବିଷ ଅଟେ, ଯାହା ଉପରେ କୋଟିଙ୍ଗ୍ ଅଛି ସେହି ମେଡିସିନ୍ ମାଂସାହାରୀ ଅଟେ,  ତେବେ ପ୍ରଶ୍ନ ଉଠେ କି ତେବେ ଆମେ କଣ ଖାଇବା । ଆମକୁ ପୁଣି ଆୟୁର୍ବେଦକୁ ଫେରିବାକୁ ପଡିବ ।

ଆମର ଦେଶରେ ଗୋ ହତ୍ୟା ମାଂସ ପାଇଁ ନୁହେଁ , ଏହାର ଅତିରିକ୍ତ ଯେଉଁ ରକ୍ତ ବାହାରିଥାଏ ଯାହା ହାଡର ଗୁଣ୍ତ ହୋଇଥାଏ । ଯେଉଁ ଚର୍ବୀର ତେଲ ବାହାରିଥାଏ , ବଡ ଅନ୍ତରୁ ଜିଲେଟିନ୍ ବାହାରିଥାଏ , ଚମଡ ବାହାରିଥାଏ , ଏହି ସବୁ ପ୍ରୟୋଗ କସମେଟିକ୍ ଉତ୍ପାଦନ ଟୁଥପେଷ୍ଟ , ନେଲପୋଲିସ୍ , ଲିପଷ୍ଟିକ୍ ଆଦି ଓ ଖାଇବା ପିଇବା ଜିନିଷ ଏଲୋପେତି , ମେଡିସିନ୍ ,ଜୋତା,  ବ୍ୟାଗ୍ ଆଦି ତିଆରି ପାଇଁ ପ୍ରୟୋଗ ହୋଇଥାଏ , ଯାହାକୁ ଆମେ ଦୈନଦିନ ଜୀବନରେ ପ୍ରୟୋଗ କରିଥାଉ , ତେବେ ଗୋ ରକ୍ଷା କଥା ପୂର୍ବରୁ ଆମେ ଏହି ସବୁ ବସ୍ତୁକୁ ତ୍ୟାଗ କରିଦେବା ଉଚିତ୍ , ଯାହାର କାରଣରୁ ଜୀବ ହତ୍ୟା ହୋଇଥାଏ , ଦୈନିକ ଜୀବନରେ ପ୍ରୟୋଗ ହେଉଥିବା ବସ୍ତୁଗୁଡିକ ପୂର୍ବରୁ ଭଲରେ ପରଖି ନେବା ଉଚିତ୍ ତାପରେ ପ୍ରୟୋଗ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *