December 23, 2024

Odia Express

Leading Odia News Portal of Odisha

୨ ରୁ ଅଧିକ ଛୁଆ ଜନ୍ମ କରୁଥିବା ଲୋକ ହୋଇଯାଆନ୍ତୁ ସାବଧାନ – ସରକାର କରୁଛନ୍ତି ଦୃଢ କାର୍ଯ୍ୟନୁଷ୍ଠାନର ପ୍ରସ୍ତୁତି – ନିଶ୍ଚୟ ଜାଣି ନିୟନ୍ତୁ..

ଆମ ଦେଶରେ ଏପରି ଭାବେ ଜନସଂଖ୍ୟା ବଢିବାରେ ଲାଗିଛି , ଯାହାକୁ ଦେଖି ଏପରି ଲାଗୁଛି କି ସେହି ଦିନ ଆଉ ବେଶୀ ବାଟ ନୁହେଁ ଯେବେ ଆମେ ଜନସଂଖ୍ୟା ଦୃଷ୍ଟିକୋଣରେ ଏକ ନମ୍ବର ସ୍ଥାନରେ ରହିବା, ଯେମିତିକି ଆପଣ ସମସ୍ତେ ଜାଣିଥିବେ କି ଜନସଂଖ୍ୟା ଦୃଷ୍ଟିରେ ଆମେ ଦ୍ୱିତୀୟ ସ୍ଥାନରେ ଅଛୁ, ପ୍ରଥମ ସ୍ଥାନରେ ଚିନ୍ ଅଛି , କିନ୍ତୁ ଚିନ୍ ରେ ବଢୁଥିବା ଜନସଂଖ୍ୟାକୁ ଦେଖିଲେ ତାଙ୍କ ଦେଶରେ ଏବେ କିଛି ନୁଆ କାନୁନ୍ ଲାଗୁ ହୋଇଯାଇଛି ।ଯାହାର କାରଣରୁ ଏବେ ଜନସଂଖ୍ୟା ନିୟନ୍ତ୍ରଣାଧିନ ଅଛି , ଚିନରେ ଯେଉଁ ଯୋଜନା ଦ୍ୱାରା ଜନସଂଖ୍ୟା ନିୟନ୍ତଣ କରାଯାଇଛି , ସେହି ଯୋଜନାର ନାଁ ୱାଣ୍ ଚାଇଲ୍ଡ ପଲିସି ଅଟେ , ଏହା ଦ୍ୱାରା କେଉଁ ଦମ୍ପତି କେବଳ ଗୋଟିଏ ଛୁଆ ଜନ୍ମ ଦେଇପାରିବେ , ଯଦି ଏହା ଛଡା ଅଲଗା ଆଉ ଏକ ଛୁଆକୁ ଜନ୍ମ ଦେଲେ ତେବେ ଜୀବନରେ ତାକୁ ଶିକ୍ଷା, ରୋଜଗାର ସରକାରଙ୍କ ଦ୍ୱାରା ଉପଲ୍ଲବ୍ଧ ହେଉଥିବା କୌଣସି ସେବା ଦିଆଯିବ ନାହିଁ ।

 

ଆମେ ଆମର ପଡୋଶୀଙ୍କୁ ଦେଖିକରି ଏହିପରି ନିୟମ ଜନସଂଖ୍ୟା ନିୟନ୍ତ୍ରିତ କରିବାପାଇଁ ବନାଇଛୁ , ଆମ ଦେଶରେ ଲୋକତନ୍ତ୍ର କଥା କହି ଆମେ କେଉଁ ଶକ୍ତ ନିୟମ ଓ ଜନସଂଖ୍ୟା କଣ୍ଟ୍ରୋଲ୍ ନିତି ବନାଇନାହୁଁ , କିନ୍ତୁ ବଢୁଥିବା ଜନସଂଖ୍ୟା ଉତ୍ପନ୍ନ ସମସ୍ୟାଗୁଡିକ ଦେଖିକରି ଏହା ଲାଗୁଛି କି ଏବେ ମାମଲା ବଦଳାଯାଇପାରିବ , ଓ ଜନସଂଖ୍ୟା ନିୟନ୍ତ୍ରଣ କରିବାପାଇଁ ଏକ ଶକ୍ତ କାନୁନ୍ ବ୍ୟବସ୍ଥା ସରକାରଙ୍କ ଦ୍ୱାରା ନିଆଯାଇପାରିଅବ୍ ।

 

ଦେଶରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାପାଇଁ ୧୨୫ ଜଣ ସାଂସଦମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ କରିଥିଲେ , ଏହା ପାଇଁ ସେମାନେ ସୁପାରିଶ୍ ବି ଦେଇଛନ୍ତି , ଏହାପାଇଁ ଭାଜପା ସମେତ ଟିଡିପି, ଶିବସେନାଓ ଅନ୍ୟ ଦଳର ସାଂସଦମାନେ ରାଷ୍ଟ୍ରପତିଙ୍କୁ ଏକ ଜ୍ଞାପନ ଦେଇଛନ୍ତି, ଏହି ସାଂସଦମାନେ ଶୁକ୍ରବାରକୁ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ବଢୁଥିବା ଜନସଂଖ୍ୟା ଉପରେ ଚିନ୍ତା ବ୍ୟକ୍ତ କରି ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆଇନଗତ ମୁଦ୍ଧା ଉପରେ ଚର୍ଚ୍ଚିତ ହୋଇଛନ୍ତି  ।

ଜନସଂଖ୍ୟା ନିୟନ୍ତ୍ରଣ ଚର୍ଚ୍ଚାରେ ଭାଜପା ସାଂସଦ ମୀନାକ୍ଷୀ ଲେଖି, ଉଦୟ ପ୍ରତାପ ସିଂ, ସଞ୍ଜିବ୍ ବାଲିୟାନ୍ , ଲକ୍ଷ୍ମଣ ଯାଦବ , ଶିବସେନାର ଅରିବିନ୍ଦ ସାୱନ୍ତ, ଟିଡିପିର ରାମବାବୁ ନାଇଡୂ, ଓ ଜୟଦେବ ଗଲ୍ଲା, ସୁରେଶ ଉଗଣ୍ତି ସମେତେ ବହୁତ ଅଲଗା ସାଂସଦ ବି ଥିଲେ , ସେମାନେ ଏକ ଏନ୍ ଜିଓ ସହ ମିଶିକରି ଏହି ପ୍ରସ୍ତୁତି ଆରମ୍ଭ କରିଛନ୍ତି ,

 

ସାଂସଦଙ୍କ ଦ୍ୱାରା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଆଯାଇଥିବା ଜ୍ଞାପନ ମୁତାବିକ , ଯଦି କେଉଁ ବି ଦମ୍ପତି ତୃତୀୟ ଛୁଆ ଜନ୍ମ ଦିଏ ତେବେ ଦଣ୍ତାତ୍ମକ କାର୍ଯ୍ୟନୁଷ୍ଠାନ କରିବାର ସୁଫାରିସ୍ କରାଯାଇଛି , ଏହ ଛଡା ତାଙ୍କୁ ସରକାରୀ ଚାକିରି , ଓ ଭୋଟିଙ୍ଗ୍ ଦେଉଥିବା ଅଧିକାର ଛଡେଇନେବାର ଅଧିକାର ରହିବ ନାହିଁ , ଜାତି ଧର୍ମ ଉପରେ ଉଠାଇକରି ଏହି ଆଇନ୍ ସମସ୍ତ ଦେଶବାସୀଙ୍କୁ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ରଖିବାର ଆଇନ୍ କେଉଁ ବି ବିଶେଷ ଧର୍ମର ଲୋକଙ୍କୁ ଛାଡ ଦେବ ନାହୀଁ , ଓ ସମସ୍ତଙ୍କୁ ଏହି ଆଇନ୍ ମୁତାବିକ ଦଣ୍ତିତ କରାଯିବ ।

 

ଏକ ସରକାରୀ ରିପୋର୍ଟ ମୁତାବିକ ୨୦୫୦ ମଧ୍ୟରେ ଭାରତର ଜନସଂଖ୍ୟା ପ୍ରାୟ ୫୬% ବଢିଯିବ , ଏମିତିରେ ସବୁ ଆଇନ୍ ଆମ ଦେଶରେ ଆସିବା ଜରୁରୀ ଅଟେ , ଭାରତ ଦେଶରେ ଯେପରି ଲୋକତନ୍ତ୍ର ଏହି ଆଇନ୍ ଜଣାଯିବା ଏତେ ସହଜ ନୁହେଁ , ଏଥିପାଇଁ ଆଇନ୍ ହେଉଛି କି ନାହିଁ ଏହା ଭବିଷ୍ୟ ହିଁ କହିବ , ଏହି ବଢୁଥିବା ଜନସଂଖାକୁ ଦେଖିକରି ଶକ୍ତ ଆଇନ୍ ଦରକାର ଅଛି ।

Leave a Reply

Your email address will not be published. Required fields are marked *