ବିସିସିଆଇ ସେଣ୍ଟ୍ରାଲ୍ କନଣ୍ଟ୍ରାକ୍ଟ ରୁ କରିଲେ ବାହାର ତ ଏବେ ଚେନ୍ନାଇ ସୁପର କିଙ୍ଗ୍ ଧୋନୀଙ୍କ IPL ୨୦୨୧ ପାଇଁ ମଧ୍ୟ ଏହି ବଡ ଫଇସଲା କରିଦେଲେ…
ଭାରତୀୟ ପୁର୍ବ ଦିଗଜ୍ ଅଧିନାୟକ ଓ ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନୀ , ସନ୍ୟାସକୁ ନେଇ ବହୁତ ଚର୍ଚ୍ଚା ହେଉଛି , କୁହାଯାଉଛି କି ୨୦୨୦ ରେ ଆଇପିଏଲ୍ ଧୋନୀଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ହେବ । କିନ୍ତୁ ଏବେ ଚେନ୍ନାଇ ସୁପର କିଙ୍ଗ୍ ମାଲିକ୍ ଅନ୍ ଶ୍ରୀନିବାସନ୍ ଏକ ଆଶ୍ଚର୍ଯ୍ୟଜନକ ବୟାନ୍ ଦେଇକରି କହିଲେ କି ଧୋନୀ ୨୦୨୧ ରେ ବି ଆଇପିଏଲ୍ ଖେଳୁଥିବାର ନଜର ଆସିବେ , ବହୁତ ଦିଗଜ୍ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟକୁ ନେଇ ରାୟ ଦେଇଛନ୍ତି , ଯେଉଁଥିରେ କୁହାଯାଉଛି କି ଆଇପିଏଲ୍ ୨୦୨୦ ରେ ଧୋନୀ ଶେଷ ଲିଗ୍ ହେବ କିନ୍ତୁ ଏବେ ନିଜେ ଚେନ୍ନାଇ ସୁପର କିଙ୍ଗ୍ ମାଲିକ ଏନ୍ ଶ୍ରୀନିବାସନ ଧୋନୀଙ୍କ ଭବିଷ୍ୟକୁ ନେଇ ଏକ କାର୍ଯ୍ୟକ୍ରମରେ କହିଥିଲେ
ମହେନ୍ଦ୍ର ସିଂ ଧୋନୀ ଏହି ସିଜିନ୍ ରେ ଖେଳୁଥିବାର ନଜର ଆସିବେ , ଯାହାପରେ ଆଗାମୀ ବର୍ଷ ନିଲାମୀରେ ନଜର ଆସିବେ , ଆଉଥରେ ଟିମ୍ ପାଇଁ ଖେଳିବାକୁ ବି ନଜର୍ ଆସିବେ । ଏହା ପୁର୍ବରୁ ପ୍ରାୟ ଏହି ବୟାନ୍ ଦିଗଜ୍ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକ ସମାରୋହରେ ଦେଇଥିଲେ, ଯେଉଁଠି କହିଥିଲେ କି ସେ ୨୦୨୧ ରେ ନିଲାମୀରେ ଭାଗ ନେବେ ।ବିଶ୍ୱକପ୍ ରେ ନ୍ୟୁଜିଲ୍ୟାଣ୍ତ ବିପକ୍ଷରେ ସେମିଫାଇନାଲ୍ ମ୍ୟାଚ୍ ପରେ ମହେନ୍ଦ୍ର ସିଂ ଧୋନୀ ଟିମ୍ ରୁ ବାହାରେ ଅଛନ୍ତି , ଆଇପିଏଲ୍ କୁ ଧ୍ୟାନରେ ରଖି ନିଜେ ଧୋନୀ ରାଞ୍ଜିର ଝାରଖଣ୍ତର ରଣଜୀ ଟିମ୍ ସହ ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି , ଯେଉଁଥିରେ ସେ ଆଇପିଏଲ୍ ୨୦୨୦ ରେ ପୁରା ପ୍ରସ୍ତୁତି ସହ ମଇଦାନରେ ବାହାରିବେ ,
ଯଦି ଆଇପିଏଲ୍ ରେ ଚେନ୍ନାଇ ସୁପର୍ କିଙ୍ଗ୍ ଭଲ ପ୍ରଦର୍ଶନ କରେ ତେବେ ଭାରତୀୟ ଟିମ୍ ପାଇଁ ଟି ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୦ ରେ ଖେଳୁଥିବାର ନଜର ଆସିପାରନ୍ତି , ସେ ଏହି ବୟାନ୍ ଭାରତୀୟ ଟିମ୍ ଅଧିନାୟକ ବିରାଟ୍ କୋହଲି ଓ କୋଚ୍ ରବି ଶାସ୍ତ୍ରୀ ନିଜ ବୟାନ୍ ରେ ଜାହିର୍ କରିଛନ୍ତି । ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଛଡା ଏହି ଟିମ୍ ରେ ସୁରେଶ୍ ରାଇନା , ଅମ୍ବାତୀ ରାଇଡୁ , ଓ ଶେନ୍ ୱାଟସନ୍ ସହ ଫାଫ୍ ଡୁପ୍ଲେସି , ମହଜୁଦ୍ ଅଛନ୍ତି , ସ୍ପିନ୍ ବୋଲର୍ ରୁପରେ ଏହି ଟିମ୍ ରେ ଇମରାନ୍ ତାହିର୍ , ହରଭଜନ ସିଂ , ରବିନ୍ଦ୍ର ଜାଡେଜା , ଓ ପିୟୁଶ୍ ଚାୱଲା ମହଜୁଦ୍ ଅଛନ୍ତି , ଦ୍ରୁତ ବୋଲର୍ ରେ ଦିପକ ଚାହର ଓ ଶାର୍ଦ୍ଧୁଲ୍ ଠାକୁର୍ ଓ ଜୋଶ୍ ହେଜଲହୁଡ୍ ଅଛନ୍ତି ।