December 23, 2024

Odia Express

Leading Odia News Portal of Odisha

ଦୁନିଆ ର ସବୁଠୁ ମଜାଦାର୍ ଜୋକ୍ସ – ଏହି ଜୁଆରିର କଥା ଶୁଣିକରି ପୋଲିସ୍ ବାଲାଙ୍କୁ ବି ଆସିଗଲା ଚକ୍କର…ଶୁଣିଲେ ଆପଣ ମଧ୍ୟ ହସି ହସି ଗଡିବେ…

ଆମ ମାନଙ୍କ ମଧ୍ୟରୁ ବହୁତ ଲୋକ ଖୁସି ରହିବାକୁ ଭାବିଥାନ୍ତି କିନ୍ତୁ ଖୁସି ରହିପାରନ୍ତି ନାହିଁ , କାରଣ ତାଙ୍କ ଦିମାଗରେ ସବୁ ବେଳେ କିଛି ନା କିଛି ଚାଲିଥାଏ , କିନ୍ତୁ ଭାବିବାଠାରୁ ଭଲ କି ଆପଣଙ୍କ ଦିମାଗରେ ଯେତେ ବି ମନୋରଞ୍ଜକ ଜିନିଷ ଲଗାଇବେ ତାହା ଚେହେରାରେ ହସ ଫୁଟାଇବ , ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଚୁଟୁକୁଲା ନେଇକରି ଆସିଛୁ , ଯାହା ବହୁତ କୌତୁକିଆ ଅଟେ,  ଯାହାକୁ ପଢିବା ପରେ ଆପଣଙ୍କ ହସକୁ କଣ୍ଟ୍ରୋଲ୍ କରିପାରିବେ ନାହିଁ ଆସନ୍ତୁ ଜାଣିବା ।

୧) ମୁଁ ମୋର ମୋଟସାଇକେଲ୍ ରେ ନିଜ ଘରକୁ ଯିବା ସମୟରେ ଏକ Black label ବୋତଲ କିଣିଲି , ମୋଟର୍ ସାଇକେଲ୍ ଷ୍ଟାର୍ଟ କଲି ଓ ଘର ଆଡକୁ ଆସିଲି , ତାପରେ ମୋର ଦିମାଗ କାମ କଲା , ତାପରେ ମୁଁ ଭାବିଲି ଯଦି ରାସ୍ତାରେ ଯିବାବେଳେ ଗଳିପଡିଲି ତେବେ ମୋର ବୋତଲ ଭାଙ୍ଗିଯିବ ତେବେ ଘରେ ଯାଇ କଣ ପିଇବି , ଏଥିପାଇଁ ମୁଁ ମୋର ପୁରା ବୋତଲ୍ ପିଇଦେଲି , ଆପଣଙ୍କୁ ବିଶ୍ୱାସ ହେବ ନାହିଁ ମୁଁ ମୋର ନିର୍ଣ୍ଣୟରେ ବିଲକୁଲ୍ ସଠିକ୍ ଥିଲି , ମୁଁ ରାସ୍ତାରେ ଚାରିଥର ପଡିଲି ।

୨) ଶିକ୍ଷକ ପଚାରିଲେ ଛାତ୍ରକୁ : ତୁମେ ସବୁଦିନ ସ୍କୁଲ୍ ଲେଟ୍ ରେ କାହିଁକି ଆସୁଛ ?ସୋନୁ ମୋର ବାପା ସକାଳୁ ମୋର ମାଙ୍କ ସହ ଝଗଡା କରୁଛନ୍ତି , ଶିକ୍ଷକ : ଅଛା କିଏ ତୁମର ବାପା , ସୋନୁ : ଏହି କଥାରେ ତ୍ ଝଗଡା ହେଉଛି ।

୩) ରେଲୱେ ଷ୍ଟେସନରେ ଜଣେ ବୟସ୍କ ବ୍ୟକ୍ତି ଟ୍ରେନର୍ ଅପେକ୍ଷାରେ ଥିଲେ  ସେଠାକୁ ଏକ ଯୁବକ ଆସିଲା , ଓ ସେହି ବୟସ୍କ ବ୍ୟକ୍ତିଙ୍କୁ ପଚାରିଲା ଅଙ୍କଲ୍ ସମୟ କଣ ହୋଇଛି , ବୟସ୍କ ବ୍ୟକ୍ତି କହିଲେ ମୋତେ ଜଣାନାହିଁ । ଯୁବକ କହିଲା ଅଙ୍କଲ୍ ତୁମ ହାତରେ ତ ଘଣ୍ଟା ଅଛି , ପ୍ଲିଜ୍ କୁହନ୍ତୁ ନା କେତେଟା ସମୟ ହୋଇଛି , ବୟସ୍କ ବ୍ୟକ୍ତି : ମୁଁ କହିବିନି , ଯୁବକ : କଣ ପାଇଁ ? ବୟସ୍କ ବ୍ୟକ୍ତି : ଯଦି ମୁଁ ସମୟ କହିଦେବି ତେବେ ମୋତେ ତୁମେ ଧନ୍ୟବାଦ କହିଦେବ , ଓ ନିଜ ନାଁ କହିବ , ତାପରେ କାମ ଆଦି କହିବ , ତାପରେ ହୋଇପାରେ ଆମେ ପରସ୍ପର କଥା କହିବାକୁ ଲାଗିବା , ଆମେ ଦୁହେଁ ଚିହ୍ନାପରିଚିତ ହୋଇଯିବା , ଟ୍ରେନ୍ ଆସିଲେ ତୁମେ ମୋରପାଖ ସିଟ୍ ରେ ବସିପଡିବ , ତାପରେ ହୋଇପାରେ ତୁମେ ଷ୍ଟେସନରେ ଓହ୍ଲାଇପଡିବ , ଯେଉଁଠି ମୋତେ ଓହ୍ଲାଇବାର ଅଛି । ସେଠାରେ ମୋର ଝିଅ ଯିଏକି ବହୁତ ସୁନ୍ଦର ଅଟେ, ମୋତେ ଷ୍ଟେସନରୁ ନେବାକୁ ଆସିବ , ସେହି ସମୟରେ ତୁମେମୋର ସାଥିରେ ଥିବ ଓ ତୁମେ ତାକୁ ଦେଖିବ ଓ ତୁମକୁ ସେ ସୁନ୍ଦର ଲାଗିବ , ତାପରେ ହୋଇପାରେ ଦୁହେଁ ଭଲ ପାଇ ବସିବ , ଓ ବିବାହ କରିବାର ଜିଦ୍ କରିବାକୁ ଲାଗିବ , ଓ ମୁଁ ଏମିତି କଙ୍ଗାଳ ଜ୍ୱାଇଁ ଚାହୁଁନାହିଁ , ଯାହା ପାଖରେ ସମୟ ଦେଖିବାପାଇଁ ଘଡି ନାହିଁ । ଏତିକି କଥା ଶୁଣି ସେ ଯୁବକ ଏବେ ବେହୋସ୍ ।

୪) ସ୍ତ୍ରୀ ଲୋକଙ୍କର ଏକ ବଡ ସମସ୍ୟା ଯେବେ ବୋହୁ ହୁଅନ୍ତି ତେବେ ଶାଶୁ ଭଲ ମିଳନ୍ତି ନାହିଁ । ଯେବେ ଶାଶୁ ହୁଅନ୍ତି ତେବେ ବୋହୁ ଭଲ ମିଳନ୍ତି ନାହିଁ । ଯେବେ ନଣନ୍ଦ ହୁଅନ୍ତି , ତେବେ ଦେଢଶାଶୁ ଭଲ ମିଳନ୍ତି ନାହିଁ , ଯେବେ ଦେଢଶାଶୁ ହୁଅନ୍ତି , ତେବେ ନଣନ୍ଦ ଭଲ ମିଳନ୍ତି ନାହିଁ । ଯେବେ ଭାଉଜ ହୁଅନ୍ତି ତେବେ ଭଲ ନଣନ୍ଦ ମିଳନ୍ତି ନାହିଁ , ଯେବେ ନଣନ୍ଦ ହୁଅନ୍ତି ତେବେ ଭଲ ଭାଉଜ ମିଳନ୍ତି ନାହିଁ , ଅନ୍ତରେ ଯଦି ସବୁ ଭଲ ମିଳିଯାଏ , ତେବେ କାମ ବାଲି ବାଇ ଭଲ ମିଳିନଥାଏ , ଏବେ ରହିଲେ ବିଚରା ସ୍ୱାମୀ ତେବେ ପ୍ରକୃତରେ କାହାକୁ ବି ଭଲ ମିଳିନଥାଏ ।

୫) କିଛି ଲୋକ ଜୁଆ ଖେଳୁଥିଲେ ,ତେବେ ପୋଲିସ୍ ଆସିଲା , ତେବେ ଏକ ଜୁଆରୀ ଦୌଡିକରି ପୋଲିସ୍ ଗାଡିରେ ବସିପଡିଲା , ପୋଲିସ୍ କହିଲେ ତୁ ଆମ ସହ କାହିଁକି ବସିପଡିଲୁ , ଜୁଆରୀ , କାରଣ ଗତଥର ମୁଁ ଧରା ପଡିଥିଲି , ତେବେ ଗାଡିରେ ସିଟ୍ ମିଳିନଥିଲା , ତେବେ ମୋତେ ଠିଆ ହୋଇଯିବାକୁ ପଡିଥିଲା ।

୬) ସ୍ୱାମୀ ଘରେ ବହୁତ ଉଦାସ ରହୁଥିଲା , ସ୍ତ୍ରୀ ପଚାରିଲେ କଣ ହେଲା ? ସ୍ୱମୀ : ମୋର ଅଫିସ୍ ର ବିଲଡିଙ୍ଗ୍ ଗଳିପଡିଲା , ମୋର ସବୁ ସାଙ୍ଗ ମରିଗଲେ , ସ୍ତ୍ରୀ : ତୁମେ କେମିତି ବଞ୍ଚିଗଲ । ସ୍ୱାମୀ : ସିଗାରେଟ୍ ପିଇବାକୁ ବାହାରକୁ ଯାଇଥିଲି , ସ୍ତ୍ରୀ : ଭଗବାନଙ୍କ ଦୟା ତୁମେ ବଞ୍ଚିଗଲ , ସ୍ୱାମୀ : ଟିଭି ଲଗାଇଲେ , ସେହି ସମାଚାରରେ ମୁଖ୍ୟମନ୍ତ୍ରୀ ମରିଯାଇଥିବା ଲୋକଙ୍କୁ ୨କୋଟି ଲେଖାଏଁ କ୍ଷତି ପୁରଣ ଦେବାର ଘୋଷଣା କରନ୍ତି , ସ୍ତ୍ରୀ : ମୁଁ ଚିନ୍ତିତ ହୋଇସାରିଛି , ତୁମେ ଏହି ସିଗାରେଟ୍ ଅଭ୍ୟାସ କେବେ ଠାରୁ ହେଲା ।

Leave a Reply

Your email address will not be published. Required fields are marked *