December 23, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କ ଶରୀରରେ ଦେଖାଯାଏ ଏହି ଲକ୍ଷଣ , ତେବେ ଆପଣଙ୍କ ଜୀବନରେ ରାଜଯୋଗ ଆସିବାକୁ ଅଛି …

ଯେମିତି କି ଆମେ ସମସ୍ତେ ଜାଣିଛେ କି ଜ୍ୟୋତିଷ୍ୟ ଶାସ୍ତ୍ରରେ ଲୋକେ ବହୁତ ବିଶ୍ୱାସ କରନ୍ତି , ଏମିତିରେ ସମସ୍ତେ ଏହା ଜାଣିବାକୁ ଉତ୍ସୁକତା ରଖନ୍ତି , ତାଙ୍କର ଜୀବନରେ ରାଜଯୋଗ ଅଛି କି ନାହିଁ  ଏହା ଏକ ଏପରି ଯୋଗ ହୋଇଥାଏ , ଯାହା ବିଷୟରେ ସମସ୍ତେ ଜାଣିବାକୁ ଇଚ୍ଛା ରଖିଥାନ୍ତି , ତାର ଜୀବନରେ କେବେ ରାଜଯୋଗ ଆସିବ , ଓ ଯେବେ ଆସିବ ତେବେ ସେ ଅଧିକା ଦିନ ଯାଏଁ ରହିବ କି ନାହିଁ , ଯାହାର ଜୀବନରେ ରାଜଯୋଗ ରହିବ , ସେହି ରାଜାର ପରି ଜୀବନ ଅତିବାହିତ କରିବ । କିଛି ଅନୁଭବୀ ଜ୍ୟୋତିଷ କୁଣ୍ତଳୀ ଦେଖିବାପରେ ତୁରନ୍ତ କହିଦିଅନ୍ତି କି ତାଙ୍କର ଜୀବନରେ ରାଜଯୋଗ ଅଛି କି ନାହିଁ ।

ସେମିତି ସାମାନ୍ୟ ବ୍ୟକ୍ତି ଯିଏ ଜ୍ୟୋତିଷ୍ୟ ପାଖକୁ ଆସିପାରେ ନାହିଁ  , ସେ କିଛି ଜାଣିପାରିବ ନାହିଁ । ତାହାର ଜୀବନରେ ରାଜଯୋଗ ଅଛି କି ନାହିଁ । କିନ୍ତୁ ଆଜି ଏହି ସମସ୍ୟାର ନିବାରଣ ବାହାର କରି ଦେଖାଇବୁ , ତେବେ ସେହି ଚିହ୍ନକୁ ଦେଖିବା ମାତ୍ରେ ଆପଣଙ୍କୁ ଜଣା ପଡିଯିବ କି ଆପଣଙ୍କ ଜୀବନରେ ଏହି ରାଜଯୋଗ କେବେ ଆସିବାର ଅଛି , ଓ ଏହି ଚିହ୍ନ ସାମୁଦ୍ରିକ ଶାସ୍ତ୍ରରୁ ଜଣା ପଡିଯିବ ।

ହାତ ଓ ପାଦରେ ସ୍ପଷ୍ଟ ରେଖାଗୁଡିକ : ସେମିତି ଜ୍ୟୋତିଷ୍ୟ ଶାସ୍ତ୍ରରେ ଏକ ବିଦ୍ୟା ଅଛି , ଯାହାକୁ ଆପଣ ନିଜ ଜୀବନ ବିଷୟରେ ପତ୍ତା କରିପାରିବେ , କିନ୍ତୁ ଗୋଟେ ସାମୁଦ୍ରିକ ଶାସ୍ତ୍ର  ଅଛି ଯାହା ଆପଣଙ୍କ ଶରୀରର ଲକ୍ଷଣ ଚିହ୍ନ ମାଧ୍ୟରୁ ଆପଣଙ୍କ ଭବିଷ୍ୟ ବିଷୟରେ ବହୁତ କିଛି କହିପାରିବ , କୁହନ୍ତି ଯେଉଁ ବ୍ୟକ୍ତିର କୁଣ୍ତଳୀରେ ରାଜଯୋଗ ଅଛି , ତାହାର ହାତ ଓ ପାଦରେ ବିଲକୁଲ୍ ସଫା ସୁତୁରା ହୋଇଥାଏ ।

ଏବେ କଥା ହେବା ରାଜଚିହ୍ନ ବିଷୟରେ , ପୁରୁଷଙ୍କ ଡାହାଣ ହାତ୍ କିମ୍ବା ପାଦରେ ଓ ସ୍ତ୍ରୀର ବାମ ହାତ କିମ୍ବା ପାଦରେ ଯଦି କେଉଁ ପ୍ରକାରର ରାଜଚିହ୍ନ ଦେଖାଯାଏ , ଯେପରି ସୂର୍ଯ୍ୟ ଚକ୍ର, ଶଙ୍ଖ, ଆଦି ତେବେ ବୁଝିଯିବେ କି ଏହି ବ୍ୟକ୍ତି ଜୀବନରେ ରାଜଯୋଗ କରିବ ।

ପାଦର ତଳରେ ଖାସ୍ ଚିହ୍ନ : ସାମୁଦ୍ରିକ ଶାସ୍ତ୍ର କହିଥାଏ କି ଯେଉଁ ବ୍ୟକ୍ତିର ପାଦର ତଳରେ ଚକ୍ର କିମ୍ବା ଅଙ୍କୁଶ କିମ୍ବା କୁଣ୍ତଳି ଚିହ୍ନ ହୋଇଥିବ , ତାହା ଏକ ଭଲ ନେତା ହୋଇପାରିବ , ଏହା ଛଡା ସେ ଶାସକ ବି କୁହାଯାଇପାରିବ , ଓ ରାଷ୍ଟ୍ରିୟ ଅଧ୍ୟକ୍ଷ୍ୟ ବି ହୋଇପାରିବ , ଯେଉଁ ବ୍ୟକ୍ତି ହାତରେ କିମ୍ବା ପାଦରେ ମାଛ , ପୋଖରୀ କିମ୍ବା ବୀଣା ପରି କିଛି ଚିହ୍ନ ଦେଖାଦିଏ ତେବେ ସେ ମନୁଷ୍ୟ ନିଜ ଜୀବନରେ ବହୁତ ସୁଖ ଭୋଗିବ ।

ଧ୍ୱଜା ବାଣର ଚିହ୍ନ : ଯଦି କେଉଁ ବ୍ୟକ୍ତି ହାତରେ ମଧ୍ୟ ଭାଗରେ ଶକ୍ତି, ତୋମର, ବାଜା, ବରଯାତ୍ରୀ ଏମିତି ରାଜ ଚିହ୍ନ ଦେଖାଦିଏ ତେବେ ସେହି ବ୍ୟକ୍ତି ଶାସନ କରିବାରେ ବହୁତ ଅବସର ମିଳିଥାଏ , ଏଠାରେ ସେ ଦେଶର ସମୁହ ଅଧ୍ୟକ୍ଷ୍ୟ ବି ପ୍ରମାଣିତ ହୋଇଥାଏ , ସେ ସ୍ତ୍ରୀ ହେଉ କିମ୍ବା ପୁରୁଷ ପାଦରେ ତେବେ ଯାହାର ପାଦରେ କମଳ , ହାସନ, ଚକ୍ର, ଓ ଚକାର ଚିହ୍ନ ଦେଖାଦିଏ , ତେବେ ତାର ଜୀବନରେ ସବୁ ସଂମ୍ପତ୍ତି ପ୍ରାପ୍ତି ହୁଏ , ଓ ତାର ପାଖରେ ଲକ୍ଷ୍ମୀ ବାସ କରନ୍ତି ।

Leave a Reply

Your email address will not be published. Required fields are marked *