ହୋଟେଲ୍ ରୁମ୍ ରେ କାହିଁକି ଧଳା ଚାଦର ପକାଯାଏ ? କଣ ପାଇଁ ସମସ୍ତେ ଏହା ବିଛାଇଥାନ୍ତି ,ଅସଲ କାରଣ ଏପରି କି ଆପଣ କେବେ ଭାବି ନଥିବେ ମଧ୍ୟ…
ଯେବେ ଆମେ ନିଜ ସହର କିମ୍ବା ଗାଁରୁ ବାହାରକୁ ଯାଇଥାଉ ତେବେ ରାତିରେ କେଉଁଠି ଅଟକିବା ପରେ ଆମେ କେଉଁଠି ହୋଟେଲ୍ କିମ୍ବା ରୁମ୍ ବୁଝିଥାଉ , ଏବେ ହୋଟେଲ୍ କେତେ ଭଲ କିମ୍ବା ଖରାପ ହୋଇଥିବ ଏହା ତାର ଭଡା ଉପରେ ନିର୍ଭର କରିଥାଏ , ଏହି ହୋଟେଲ୍ ରେ ଅଟକିବାପାଇଁ ବହୁତ ସାରା ଫାଇଦା ହୋଇଥାଏ, ସବୁଠାରୁ ପ୍ରଥମେ ଆମେ ଏକ ଅଜଣା ସହରରେ ମୁଣ୍ତ ଲୁଚାଇବା କୁ ସୁରକ୍ଷିତ ଜାଗା ମିଳିଯାଏ , ଅନ୍ୟ ଗୋଟେ ହେଲା ହୋଟେଲ୍ ରେ ଆପଣଙ୍କୁ ଶୋଇବାକୁ ଏକ ଭଲ ବେଡ୍ ବି ମିଳିଯାଏ , ସେମିତି ଗୋଟେ କଥା ପରିଲିକ୍ଷିତ କରିଥିବେ କି ଅଧିକାଂଶ ରୁମ୍ ରେ ଯେଉଁ ବେଡ୍ ହୋଇଥାଏ , ତାହା ଉପରେ ସବୁବେଳେ ଧଳା ଚାଦର ବିଛା ହୋଇଥାଏ , ଏହି ଲୋକ ରୁମ୍ ରେ ଧଳା ଛଡା ଅନ୍ୟ କେଉଁ ଚାଦର ବିଛାନ୍ତି ନାହିଁ । ଏମିତି କଣ ପାଇଁ କେବେ ଆପଣ ଭାବିଛନ୍ତି , ଏହା କଣ ପାଇଁ ହୋଇଥାଏ , ତେବେ ଏହାର କାରଣ ହୋଇଥିଅ କି ଯାହାକୁ ନେଇ ହୋଟେଲ୍ ରୁମ୍ ରେ କେବଳ ଧଳା ଚାଦର କୁ ପ୍ରାଥମିକତ ଦିଆଯାଉଥିବ , ଆଜି ଆମେ ଆପଣଙ୍କୁ କହିବୁ ।
ପ୍ରଥମ ସମୟର କଥା କହିଲେ ସବୁ ହୋଟେଲ୍ ର ରୁମ୍ ରେ ରଙ୍ଗିନ ଚାଦର ବିଛା ହେଉଥିଲା, ଏହାର କାରଣ ଏହା ଥିଲା କି ରଙ୍ଗୀନ ଚାଦରରେ ଦାଗ ଚିହ୍ନ ସହଜରେ ଜଣା ପଡୁନଥିଲା, ତାହା ସହ ରଙ୍ଗୀନ ଚାଦର ମଇଳା ହେବାର ପରେ ଅଧିକା ମଇଳା ଦିଶୁନଥିଲା ଏହି କାରଣରୁ ନିଜ ଡିଜାଇନ୍ ଚିନ୍ତା ହେବାକୁ ଲାଗିଲା , ତାପରେ ଧିରେ ଧୀରେ କିଛି ହୋଟେଲ୍ ରେ ଧଳା ଚାଦରକୁ ବ୍ୟବହାର୍ କରିବା ଆରମ୍ଭ କରିଦେଲେ , ତାଙ୍କର ତର୍କ ଥିଲା କି ଯଦି ଆମର ହୋଟେଲ୍ ରେ ଆସିବେ ତେବେ ଧଳା ଚାଦର ମିଳିବ , ଏହା ଆପଣଙ୍କୁ ସଫା ଦେଖାଯିବ , ଖାଲି ଏହାକୁ ନେଇ କିଛି କଷ୍ଟମର ଧଳା ଚାଦରର ଡିମାଣ୍ତ କରିବାକୁ ଲାଗିଲେ , ଏବେ ସେହି ହୋଟେଲ୍ ରେ ଅଟକିବା ଅପସନ୍ଦ କରୁଥିଲେ ଯେଉଁ ଠି ଧଳା ଚାଦର ବିଛା ହେଉ ନଥିଲା ।
ଗ୍ରାହକ ମାନଙ୍କର ଚାହିଦା ଓ ଅନ୍ୟ ହୋଟେଲ୍ ମାନଙ୍କରେ ପ୍ରତିଯୋଗିତାକୁ ଦେଖି ସବୁ ହୋଟେଲ୍ ବାଲା ନିଜ ରୁମ୍ ରେ ଧଳା ଚାଦର ପକାଇବା ଆରମ୍ଭ କରିଦେଲେ , ଏବେ ହୋଟେଲ୍ ରେ ଏକ ଆବଶ୍ୟକ ଚାହିଦା ହୋଇଯାଈଚି , ଧଳା ଚାଦର ହେବା ଦ୍ୱାରା ଗୋଟେ ଫାଇଦା ହୋଇଥାଏ କି ଏହା ବ୍ଲିଚ୍ ହୋଇନଥାଏ, ରଙ୍ଗୀନ୍ ଚାଦର ଭଲ ସଫା ଓ ନଥିଲେ ବ୍ଲିଚ୍ ଦ୍ୱାରା ଚମକ ଫେରାଇ ଆଣି ହେଉଥିଲା, ଯେବେ କି ଧଳା ଚାଦର ଭଲରେ ସଫା କରିବାକୁ ପଡୁଥିଲା, ତାପରେ ଆମେ ସବୁ ଗ୍ରାହକଙ୍କୁ ନିଜ ରୁମ୍ ବୁକ୍ କରିବାକୁ ପ୍ରଥମେ ଦେଖାଉଥିଲେ କି ରୁମ୍ ସଫା ଅଛି କି ନାହିଁ ।
ଏହା ଛଡା ଆହୁରି ଏକ କାରାଣ ଅଛି କି ଧଳା ଚାଦର ଶାନ୍ତିର ରଙ୍ଗ ବୋଲି ଜଣାଯାଏ , ଏହା ମଣିଷର ଦିମାଗ, ଶାନ୍ତ , ରିଲାକ୍ସ ଅନୁଭବ ଦେଇଥାଏ , ଏହା ହୋଟେଲ୍ ର ବାତାବରଣକୁ ପଜେଟିଭ୍ କରିଥାଏ , ଗ୍ରାହକ ଆସି ଏଠାରେ ରହିକରି ଶୋଇବାକୁ ଭଲ ଅନୁଭବ କରିଥାନ୍ତି , ତେବେ ଖାଲି ଏହି କାରଣ ଅଛି ଯାହା ପାଇଁ ହୋଟେଲ୍ ସଫା ସୁତୁରା ଚାଦର ବ୍ୟବହାର କରାଯାଏ , ସେମିତି ଆଗାମୀ ଥର ଆପଣ କେଉଁ ହୋଟେଲ୍ ରେ ରୁମ୍ ବୁକ୍ କଲେ , ତେବେ ସେହି ରୁମ୍ ରେ ଧଳା ଚାଦର ପଡିଛି କି ନାହିଁ ଦେଖିନେବେ ,