December 23, 2024

Odia Express

Leading Odia News Portal of Odisha

IAS ଇଣ୍ଟରଭ୍ୟୁରେ ଝିଅକୁ ପଚାରାଗଲା କି – ଏପରି କେଉଁ ଜିନିଷ ଯାହା ଝିଅ ମାନେ ଖାଇବା ପାଇଁ ଚାହାନ୍ତି ନାହିଁ କିନ୍ତୁ ଖାଇଥାନ୍ତି ? ଝିଅଟି ଦେଲା ଏପରି ଜବାବ୍ କି ସମସ୍ତେ ଚକିତ ହୋଇଥିଲେ

ଆମ ଦେଶରେ ସବୁ ଜାଗାରେ ଅଲଗା ଅଲଗା ପରିକ୍ଷାମାନ ହୋଇଥାଏ , ଏହି ପରୀକ୍ଷାରେ ଅଧିକା କଠିନ ପରୀକ୍ଷା ସିଭିଲ୍ ସର୍ଭିସେସ୍ ପରୀକ୍ଷା ହୋଇଥାଏ,  ସବୁ ବର୍ଷ ଲକ୍ଷାଧିକ ଛାତ୍ରଛାତ୍ରୀମାନେ ପରିକ୍ଷାଦେଇଥାନ୍ତି , ଆପଣଙ୍କୁ କହିଦେବୁ କି ଆଇଏଏସ୍ ପରୀକ୍ଷା ସେତିକି କଠିନ ହୋଇଥାଏ , ଯେଉଁଠି ଲକ୍ଷାଧିକ ଲୋକ ପରୀକ୍ଷା ଦେଇଥାନ୍ତି କିନ୍ତୁ କିଛି ଲୋକ ସଫଳ ହୋଇପାରନ୍ତି , ଆଜି ଆମେ ଆପଣଙ୍କୁ କିଛି ଅଜବ ଧରଣର ଇଣ୍ଟରଭ୍ୟୁରେ ପଚାରାଯାଇଥିବା ପ୍ରଶ୍ନଗୁଡିକ ନେଇକରି ଆସିଛୁ , ଯାହା ଇଣ୍ଟରଭ୍ୟୁଅର୍ ପରୀକ୍ଷାର୍ଥୀକୁ ପଚାରିଥାଏ । ।ସୂଚନାପାଇଁ କହିଦେବୁ କି ଆଇଏଏସ୍ ପରୀକ୍ଷାରେ କିଛି ଛାତ୍ରଛାତ୍ରୀ ପାସ୍ ହେବାର ଏକ କାରଣ ହୋଇଥାଏ ସିଟ୍ ଗୁଡିକ ସଂଖ୍ୟା କମ୍ ରହିବା ,

ଭାରତୀୟ ସିଭିଲ୍ ସେବାପରୀକ୍ଷାରେ ମାନେ ଆଇଏଏସ୍ ର ତିନୋଟି ଚରଣ ଥାଏ , ଏହାର ପ୍ରଥମ ଚରଣ ପ୍ରାରମ୍ଭିକ ପରୀକ୍ଷା ଓ ଦ୍ୱିତୀୟ ଚରଣ ମୁଖ୍ୟ ପରୀକ୍ଷା ଓ ତୃତୀୟ ପରୀକ୍ଷା ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ , ଏହି ତିନୋଟି ଚରଣରୁ ସଫଳ ହେବାପରେ ଛାତ୍ରମାନଙ୍କର ପ୍ରାଥମିକତା ଅନୁସାରେ ଆଇଏଏସ୍ , ଆଇଏଫ୍ ଏସ୍ , ଆଇପିଏସ୍ , ଆଇ ଆର୍ ଏସ୍ ଓ ବାକି ଦ୍ୱିତୀୟ କେନ୍ଦ୍ରୀୟ ସେବାପାଇଁ ବଛଯାଏ , ଆମର ଭାରତର ବିହାର ରାଜ୍ୟରେ ବହୁତ ସାରା ଆଇଏଏସ୍ ଅଧିକାରୀ ମନୋନିତ ହୋଇଛନ୍ତି ।

ଆଇଏଏସ୍ ପରିକ୍ଷାରେ ଏମିତି କିଛି ପ୍ରଶ୍ନ ପଚାରାଯାଇଥାଏ ଯାହା ମୁଣ୍ତ ବୁଲାଇଦେଲା ଭଳି ହୋଇଥାଏ ,ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନଗୁଡିକ ବିଷୟରେ ,

୧ ମଣିଷ ମସ୍ତିଷ୍କରେ କେତେ ପ୍ରତିଶତ ପାଣି ଥାଏ ?
ଉତ୍ତର – ୭୮ ପ୍ରତିଶତ ପାଣି ଥାଏ

୨-  ଦୁଇ ଜଣ ଯାଆଁଳା ଜନ୍ମ ହେଲେ ମେ ରେ କିନ୍ତୁ ତାଙ୍କର ଜନ୍ମ ଦିନ ପାଳିତ ହୁଏ ଜୁନ୍ ରେ କେମିତି ସଂମ୍ଭବ ?

ଉଉର : ମେ ଏକ ଜାଗାର ନାଁ ଅଟେ ।

୩ –  ଗୋଟେ ମଣିଷ ବିନା ଆଠ ଦିନ ଶୋଇ କିପରି ବଞ୍ଚିପାରିବ ?

ଉତ୍ତର : କାରଣ ସେ ରାତିରେ ଶୋଇଥାଏ ।

୪-  ଗୋଟେ ଇମାରତ ତିଆରି କରିବାକୁ ୮ ଜଣ ଲୋକଙ୍କୁ ୧୦ ଘଣ୍ଟା ଲାଗିଥିଲା,  ତେବେ ଚାରିଜଣ ଲୋକଙ୍କୁ କେତେ ଲାଗିବ ?

ଉତ୍ତର : ଗୋଟେ ବି ନୁହେଁ କାରଣ୍ ବିଲଡିଙ୍ଗ୍ ହେଇ ସାରିଥିବ ।

୫ – ଯଦି ଆପଣ ନୀଲ ସମୁଦ୍ରରେ ଲାଲ୍ ପଥର ପକାଇବେ ତେବେ କଣ ହେବ ।

ଉତ୍ତର : ସେ ଓଦା ହୋଇଯିବ ଓ ବୁଡିଯିବ

୬ – ଜଳବାୟୂ ପରିବର୍ତ୍ତନସହ ଲଢିବାପାଇଁ ପର୍ସନାଲ୍ ଲେବୁଲ୍ ରେ କଣ କରିପାରିବେ ?

ଉତ୍ତର : ଆମେ ଦାୟିତ୍ୱବାନ ଉପଭୋକ୍ତା ହେବାକୁ ପଡିବ , ଇନ୍ଧନ ବିଜୁଳିକୁ ବିନା କାରଣରେ ନଷ୍ଟ ନକରି , ସୋଲାର୍ ଏନର୍ଜୀର ବ୍ୟବହାର କରିପାରିବା ।

୭  – ଏପରି କେଉଁ ଜିନିଷ ଝିଅ ମାନେ ଖାଇବା ପାଇଁ ଚାହାନ୍ତି ନାହିଁ କିନ୍ତୁ ଖାଇଥାନ୍ତି
ଉତ୍ତର – ଧୋକା

୮ – ଏପରି କେଉଁ ଜିନିଷ ଅଛି ଯାହାକୁ ମଣିଷ ଦେଖିପାରିବ କିନ୍ତୁ ଭଗବାନ ଦେଖିପାରିବେ ନାହିଁ ?
ଉତ୍ତର – ସ୍ୱପ୍ନ ( ସ୍ୱପ୍ନ କେବଳ ମଣିଷ ଦେଖିଥାନ୍ତି )

୯ – ଜଣେ ପୁଅ ଶରୀରର ସବୁଠୁ ଛୋଟ ହାଡ କେଉଁ ଜାଗାରେ ଥାଏ ?
ଉତ୍ତର – କାନର ହାଡ

Leave a Reply

Your email address will not be published. Required fields are marked *