December 23, 2024

Odia Express

Leading Odia News Portal of Odisha

୧୦୦ ବର୍ଷ ପରେ ହେଉଛି ଏପରି ମହାସଂଯୋଗ , ଭଗବାନ ବିଷ୍ଣୁ, ଓ ମା ଲକ୍ଷ୍ମୀଙ୍କର କୃପାରୁ ଏହି ତିନୋଟି ରାଶିରେ ହେବ ଧନର ଅପାର ବର୍ଷା…

ଆଜିର୍ ସମୟରେ ସବୁ ବ୍ୟକ୍ତି ଚାହେଁ କି ତାର ପାଖରେ ସବୁ ସୁଖ ସୁବିଧା ମହଜୁତ୍ ଥାଉ , ଏଥିପଇଁ ବହୁତ ପରିଶ୍ରମ ବି ସେ କରେ , ସେ ଚାହେଁ କି ତାର୍ ପରିବାରର ସବୁଛୋଟ ବଡ ଦରକାରିତାକୁ ସେ ସହଜରେ ପୁରା କରିପାରିବ,  ପଇସା କମାଇବାକୁ ସେ ଅଲଗା ଅଲଗା ରାସ୍ତା ବି ବାଛିନିଏ । ସେମିତି କିଛି ଲୋକ ବେଇମାନି କରି ଭୁଲ୍ ରାସ୍ତାରେ ପଇସା କମାଇବାକୁ ଚେଷ୍ଟା କରନ୍ତି , ସଠିକ୍ ରାସ୍ତାରେ ପଇସା କମାଇଲେ ତାହା ସୁଖ ଦେଇଥାଏ,  କିନ୍ତୁ ଭୁଲ୍ ରାସ୍ତାରେ କମାଇଥିବା ପଇସା ଦୁଃଖ ଦେଇଥାଏ ।ଯେପରି ଆପଣ ଜାଣିଛନ୍ତି କି ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ସ୍ତ୍ରୀ ଅଟନ୍ତି , ଓ ମା ଲକ୍ଷ୍ମୀଙ୍କୁ ଧନର ଦେବି ବୋଲି ଜାଣିଛେ , ଯେଉଁଘରେ ତାଙ୍କର ବାସ ହୋଇଥାଏ ସେହି ଘରେ କେବେ ଧନର ଅଭାବ ହୁଏ ନାହିଁ

ଜ୍ୟୋତିଷ୍ୟଙ୍କ ଦ୍ୱାରା କୁହାଯାଉଛି କି ୧୦୦ ବର୍ଷ ପରେ ଭଗବାନ ବିଷ୍ଣୁ କିଛି ରାଶି ଗୁଡିକ ଉପରେ ମେହେରବାନ୍ ହେବେ , ଓ ଏହି ରାଶି ଗୁଡିକ ଉପରେ ନିଜର କୃପାଦୃଷ୍ଟୀ ଦେଖାଇବେ , ଓ ମା ଲକ୍ଷ୍ମୀଙ୍କର ଆଶିର୍ବାଦ ଏଇ ରାଶିର ଲୋକଙ୍କୁ ମିଳିବ , ଆପଣଙ୍କୁ କହିଦେବୁ କି ବିଷ୍ଣୁଙ୍କ କୃପା ହେବାର କାରାଣରୁ ଏହି ତିନୋଟି ରାଶିର ଲୋକଙ୍କୁ ଧନର ବର୍ଷା ହେବାର ଅଛି , ଏମାନଙ୍କୁ ଏତେ ଅଧିକା ଧନ ଲାଭ ହେବ କି ସେ ସ୍ୱପ୍ନରେ ଭାବିନଥିବେ , ଆଜି ଆମେ ସେହି ତିନୋଟି ରାଶିଗୁଡୀକ ବିଷୟରେ କହିବୁ  ।

ମେଷ ରାଶି : ୧୦୦ ବର୍ଷର ଏହି ମହାସଂଯୋଗ ଯୋଗୁଁ ବିଷ୍ଣୁ ଭଗବାନ ପ୍ରଥମେ ମେଷ ରାଶି ଉପରେ କୃପା ବୃଷ୍ଟି କରିବେ , ଏହି ରାଶିର ଲୋକେ ଏକ ଅଦଭୁତ ସଂଯୋଗର ଅଧିକାରୀ ହେବେ , ଏହି କାରଣରୁ ତାଙ୍କ ସମୟ ଖାସ୍ ହେବାର ଅଛି , ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର କୃପାରୁ ଏହି ରାଶିର ଲୋକଙ୍କୁ ଜୀବନରେ ଧନ ସଂବନ୍ଧିତ ସବୁ ଅସୁବିଧା ଦୂର ହୋଇଯିବ , ବିଦ୍ୟାର୍ଥୀଙ୍କୁ ଏହି ସମୟ ବହୁତ ଖାସ୍ ହେବାର ଅଛି , ବିଦ୍ୟାର୍ଥୀଙ୍କ ନିଜ ମନ ପାଠପଢାରେ ଲାଗିବ , ଓ ଶିକ୍ଷା କ୍ଷେତ୍ରରେ ସଫଳତା ହାସିଲ୍ କରିବେ ।

କୁମ୍ଭ ରାଶି : ୧୦୦ ବର୍ଷ ପରେ ହେଉଥିବା ଏହି ମହାସଂଯୋଗ କାରଣରୁ କୁମ୍ଭ ରାଶି ମାନଙ୍କର ଜୀବନରେ ଖୁସି ଫେରିଆସିବ , ବେପାର ଯାତ୍ରାରେ ଲାଭବାନ ହେବେ । ଚାକିରି କରୁଥିବା ଲୋକ ଆୟରେ ବୃଦ୍ଧି ହେବ , ଓ ଏହା ସହ ଟ୍ରାନ୍ସଫର୍ ହେବାର ସମ୍ଭାବନା ଅଧିକା ରହୁଛି  ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗିବ , ଭାଗ୍ୟ ଆପଣଙ୍କ ସାଥିରେ ଅଛି , ମା ଲକ୍ଷ୍ମୀ ଓ ବିଷ୍ଣୁଙ୍କ କୃପା ମିଳିବ , ଯାହା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ , ଘର ପରିବାରର୍ ଖୁସିର ବାତାବରଣ ରହିବ ।

ମିଥୁନ ରାଶି : ୧୦୦ ବର୍ଷ ପରେ ଏହି ମହାସଂଯୋଗରୁ ମିଥୁନ ରାଶିର ଜାତକରେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କର ଅପାର କରୁଣା ପ୍ରାପ୍ତି ହେବ , ଏଇ ଅଦ୍ଭୁତ ସଂଯୋଗ୍ କାରଣରୁ ଧନ ପ୍ରାପ୍ତି ହେବାର ଯୋଗ ରହୁଚି , ଏହି ରାଶିର ଲୋକେ ବାହାନ ଓ ଦାମିକା ବସ୍ତୁ ପ୍ରାପ୍ତି କରିପାରିବେ , ଯାହା ବ୍ୟକ୍ତି କୋର୍ଟ କଚେରି ମାମଲାରେ ସଫଳତା ହାସିଲ୍ କରିପାରିବେ , ଆପଣ କେଉଁ ନୁଆ ବ୍ୟବସାୟ ଆରମ୍ଭ କରିପାରିବେ , ଅନ୍ୟମାନଙ୍କ ଭୁଲ୍ ରୁ କିଛି ଶିକ୍ଷା ନିଅନ୍ତୁ , ଲାଭ ପାଇବେ , ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ , ଆପଣଙ୍କ ଘରେ ଖୁସି ଫେରିଆସିବ । ଯଦି ଆପଣ ଏହି ରାଶିର ମଧ୍ୟରୁ ଗୋଟେ ଅଟେ, ତେବେ କମେଣ୍ଟ ବକ୍ସରେ ଜଗନ୍ନାଥ ନିଶ୍ଚିତ ଲେଖନ୍ତୁ ,

Leave a Reply

Your email address will not be published. Required fields are marked *