December 23, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କର ନାମ S,R,P,B,M,N ରୁ ଆରମ୍ଭ ହୋଇଥାଏ ତେବେ ଏହି ଖବର ନିଶ୍ଚିତ ଥରେ ପଢନ୍ତୁ…

ଭାରତୀୟ ଜ୍ୟୋତିଷ୍ୟରେ ନାଁ ବହୁତ ମହତ୍ତ୍ୱ ରଖିଥାଏ , ରାସିର ମହତ୍ତ୍ୱ ନାଁରୁ ଅଧିକା ହୋଇଥାଏ , କିନ୍ତୁ ବହୁତ ଲୋକ ଏହି ନାଁକୁ ମହତ୍ତ୍ୱପୁର୍ଣ୍ଣ ମାନିଥାନ୍ତି । ଖାସ୍ କରି ସେହି ଅବସ୍ଥାରେ ଯେବେ ରାଶିର ଅବସ୍ଥାରେ ଯେବେ ନାଁକୁ ରାଶିର ହିସାବରେ ରଖାଯାଇଥିବ,  କିଛି ଲୋକଙ୍କର ନଜରରେ କେବଳ ଏକ ନାଁ ହିଁ ଅଟେ , କିଛି ଲୋକଙ୍କର ନଜରରେ ବିଜ୍ଞାନ, କିନ୍ତୁ ସେ ଯାହା ବି ହେଉ କିନ୍ତୁ ଆସ୍ଥା ଇ ବିଶ୍ୱାସ ଶକ୍ତିକୁ କେହି କାଢିପାରିବେ ନାହିଁ । ଆସନ୍ତୁ ଜାଣିବା ସେହି ନାଁର ବ୍ୟକ୍ତି ବିଶେଷଙ୍କ ଉପରେ । ଆଜି ଯେଉଁ ବ୍ୟକ୍ତି ବିଶେଷଙ୍କ ବିଷୟରେ କଥା ହେବା ସେଇ ପ୍ରଥମ ଅକ୍ଷର ନାଁରୁ ବ୍ୟକ୍ତିର ସ୍ୱଭାବ,ଭାଗ୍ୟ ଓ ତାରା ଆଗାମି ଭବିଷ୍ୟତ କିପରି ହେବ , ତାର ଜୀବନରେ ଭଲ ହେବ କି ଖରାପ ଏହି ଲେଖ ଦ୍ୱାରା ଆପଣ ଜାଣିପାରିବେ ।

S ନାମକ ଲୋକ : ଏହି ଲୋକ ବହୁତ୍ ପରିଶ୍ରମୀ ହୋଇଥାନ୍ତି , ଏମାନେ କଥାରେ ଏତେ ଧନୀ ହୋଇଥାନ୍ତି କି ସାମ୍ନା ବାଲା ଲୋକ ଏମାନଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି , ଏମାନେ ହୃଦୟରୁ ଖରାପ ହୋଇନଥାନ୍ତି , କିନ୍ତୁ ତାଙ୍କ କଥାବାର୍ତ୍ତା ଅନ୍ଦାଜ ତାଙ୍କୁ ଖରାପ କରିଦିଏ , ପ୍ରେମରେ ମାମଳାରେ ଏମାନେ ଲାଜକୁଳା ସ୍ୱଭାବର ହୋଇଥାଏ , କିନ୍ତୁ ପ୍ରେମ ପାଇଂ ଏମାନଙ୍କୁ କେଉଁ ପହଲ୍ କରିବାକୁ ଆସେ ନାହିଁ , ପ୍ରେମର ମାମଲାରେ ଏମାନେ ସବୁଠାରୁ ଅଧିକା ଗମ୍ଭୀର ହୋଇଥାନ୍ତି ।

R ନାମକ ଲୋକ : ଏହି ଅକ୍ଷର ନାମକ ଲୋକ ସୋସିଆଲ୍ ଲାଇଫ୍ ର୍ ବଞ୍ଚିବାକୁ ପସନ୍ଦ କରନ୍ତି , ଫ୍ୟାମିଲିଙ୍କ ପାଇଁ ଏମାନଙ୍କର ବହୁତ ମାଇନା ରଖେ ଓ ପାଠପଢା ଏମାନଙ୍କୁ ଏତେ ପସନ୍ଦ ଲାଗେ ନାହିଁ । ଏମାନେ ସେହି କାମ କରିବାକୁ ଚାହଁନ୍ତି ଯାହାକୁ କେହି କରିପାରନ୍ତି ନାହିଁ , ଏହି ଅକ୍ଷର ଲୋକ ବହୁତ ଆଗକୁ ବଢନ୍ତି, ଧନ ଦୌଲତରେ ଏମାନଙ୍କର କୌଣସି ଅଭାବ ରୁହେ ନାହିଁ,  ନିଜ ଉପରେ ବୁଝିବିଚାରି ଓ ବୁଦ୍ଧି ବାଲା ଲୋକ ଏମାନଙ୍କୁ ଆକର୍ଷିତ କରିଥାନ୍ତି , ଦେଖିବାକୁ ଏମାନେ ସୁନ୍ଦର ଓ କାହା ଉପରେ ଗର୍ବ କରନ୍ତି ନାହିଁ ,

B ନାମକ ଲୋକ : ଏମାନେ ନିଜ ଜୀବନରେ ନୁଆ ରାସ୍ତା ଖୋଜିବାରେ ବିଶ୍ୱାସ ରଖନ୍ତି , ନିଜ ଲକ୍ଷ୍ୟକୁ ବାଛିକରି ସେମାନେ ସେଥିରେ ଆଗକୁ ବଢିବାକୁ ଲାଗନ୍ତି , ଏଇ ଅକ୍ଷର ବାଲା ଲୋକେ ଟିକିଏ ସଙ୍କୋଚ ପ୍ରକୃତିର ହୋଇଥାନ୍ତି , ଜଲଦି କାହା ସହ ମିଳାମିଶା କରନ୍ତି ନାହିଁ, ଏମାନଙ୍କର ଜୀବନରେ ବହୁତ ରହସ୍ୟ ଅଛି ଯାହା ତାଙ୍କ ପାଖ ପାଖି ଲୋକଙ୍କୁ ଜଣାନାହିଁ , ଏମାନେ ବେଶୀ ବନ୍ଧୁତା ରଖନ୍ତି ନାହିଁ , କିନ୍ତୁ ଯାହାକୁ ବନାନ୍ତି ତାଙ୍କ ସହ ସଚ୍ଚା ଦୋସ୍ତି ହୋଇଥାଏ ।

P ନାମକ ଲୋକ : ଏହି ଅ‍କ୍ଷର ଲୋକେ ନିଜ ମଧ୍ୟରେ ସବୁବେଳେ ଫସି ରୁହନ୍ତି , ଏମାନେ ଯାହା ଭାବିଥାନ୍ତି କରିବାକୁ ତାହା ସେମାନେ ଓଲଟା କରିଥାନ୍ତି , କାମକୁ କିନ୍ତୁ ଭଲ ଭାବେ ନିଭାଇ ସଂମ୍ପାଦନ କରନ୍ତି , ଏମାନଙ୍କ କାମଗୁଡିକ ସଫାସୁତୁରା ଏମାନଙ୍କ କାର୍ଯ୍ୟଶେଳୀ ଭଲ ବୋଲି ଜଣାଯାଏ , ଖୋଲା ବିଚାର ରଖନ୍ତି , ନିଜ ଆଖପାଖ ଲୋକଙ୍କୁ ସେମାନେ ବହୁତ ଦାୟିତ୍ୱ୍ ନିଅନ୍ତି , ଏମାନେ ସମସ୍ତଙ୍କ ସହ ତାଲଦେଇ ଚାଲନ୍ତି , କେବେ କେବେ ଏମାନେ ନିଜ ବିଚାର ଅନ୍ୟ ମାନଙ୍କ ଉପରେ ଲଦିବା କାରଣରୁ କ୍ଷତି ପହଞ୍ଚାଇଥାଏ,  ପ୍ରେମର କଥା କହିଲେ ସବୁଠାରୁ ନିଜ ଛବିକୁ ପ୍ରେମ କରନ୍ତି , ଏମାନଙ୍କୁ ସୁନ୍ଦର ଜୀବନସାଥୀ ପସନ୍ଦ ଲାଗିଥାଏ , କେବେ କେବେ ଏମାନେ ନିଜ ବନ୍ଧୁଙ୍କ ସହ ଶତ୍ରୁତା କରିବସନ୍ତି , କିନ୍ତୁ ଲଢିବା ସତ୍ତ୍ୱେ ବି ସେମାନେ ସାଥ୍ ଛାଡିନଥାନ୍ତି ।

M ନାମକ ଲୋକ : ଏହି ଅକ୍ଷର ଲୋକଙ୍କର ଲୋକଙ୍କ କଥାକୁ ମନରେ ଦବାଇ ରଖିବାରେ ପ୍ରବୃତି ହୋଇଥାଏ , କୁହନ୍ତି ଏମାନଙ୍କ ଏହି ପ୍ରବୃତି କେବେ କେବେ ଅନ୍ୟମାନଙ୍କପାଇଁ ଖତରନାକ୍ ହୋଇଥାଏ , ସେ ଯେତେ କଡା ହେଇଥାଉ ଯଦି ଏମାନେ ଖୋଲିକରି କହିଦେବେ ତେବେ କଥା ଶେଷ ହୋଇଯାଏ , କିନ୍ତୁ କଥାକୁ ମନରେ ରଖି ଚଲିବା ଭଲ ହୋଇନଥାଏ,  ସେମିତି ଫ୍ୟାମିଲି ସହ ଏମାନେ ବହୁତ ପ୍ରେମ କରିଥାନ୍ତି , ଖର୍ଚ୍ଚ କରିବା ପୁର୍ବରୁ ଏମାନେ ବୁଝିବିଚାରି କରନ୍ତି ନାହିଁ,  ସବୁଠାରୁ ଅଧିକା ଏମାନେ ଅଧିକା ଆର୍କଷକ ହୋଇଥାନ୍ତି ।

N ନାମକ ଲୋକ : ଏମାନେ ବହୁତ ଖୋଲା ବିଚାରର ବ୍ୟକ୍ତି ହୋଇଥାନ୍ତି , ଏମାନେ କେବେ କଣ କରିବେ ଏମାନେ ନିଜେ ଜାଣିନଥାନ୍ତି , ବହୁତ ମହତ୍ତ୍ୱକାଂକ୍ଷୀ ହୋଇଥାନ୍ତି , କାମର ମାମଲାରେ ଏମାନେ ପରଫେକ୍ସନ୍ ଚାହିଂକରି ଏମାନେ ଇଚ୍ଛା ରଖନ୍ତି , ନିଜ ବ୍ୟକ୍ତିତ୍ୱ ବି ଆକର୍ଷକ ହୋଇଥାଏ , ଯାହା ସାମ୍ନା ବାଲା ଙ୍କୁ ଟାଣି ଆଣିଥାଏ , ଏମାନେ ଅନ୍ୟମାନଙ୍କ ସହ ପଙ୍ଗା ନେବାରେ ଅଧିକା ସମୟ ଲାଗେ ନାହିଁ , ଏମାନେ ଆଧାରଭୁତ ଜୀନିଷ କେବେ କେବେ କମି ରୁହେ ନାହିଁ , ଓ ଆର୍ଥିକ ଦୃଷ୍ଟିରୁ ଏମାନେ ସଂପର୍ଣ୍ଣ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *