December 23, 2024

Odia Express

Leading Odia News Portal of Odisha

IPL ପୂର୍ବରୁ ଶାହରୁଖ ଖାଁ ଙ୍କୁ ଲାଗିଲା ବଡ ଝଟକା – କୋଲକାତା ନାଇଟ୍ ରାଇଡର୍ସ ର ଏହି ବିଦେଶୀ ଖେଳାଳୀଙ୍କ ପାଇଁ ଲାଗିଲା ୯୦ ଦିନର ବ୍ୟାନ୍ – ଦେଖନ୍ତୁ କିଏ ସେ ଖେଳାଳି…

ଆଇପିଏଲ୍ ୨୦୨୦ ମାନେ ଆଇପିଏଲ୍ ର ୧୩ ତମ ସିଜିନ୍ ଆରମ୍ଭ ହେବାକୁ ଆହୁରି ସମୟ ରହିଛି , ସବୁ ଫ୍ରାଞ୍ଚାଇଜିମାନେ ଏହିଥର ଏହି ବିଜୟ ହାସିଲ୍ କରିବାପାଇଁ କିଚି ପ୍ରଚେଷ୍ଟା ଉଣା କରିବାକୁ ଚାହୁଁନାହାନ୍ତି , ଏଥିପାଇଁ ସବୁ ଟିମ୍ ମ୍ୟାନେଜ୍ ମେଣ୍ଟ ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ୍ ଇଲେଭେନ୍ ଙ୍କୁ ଖେଳାଳିଙ୍କୁ ଖେଳାଇବାକୁ ମନୋନିତ କରିସାରିଲେଣୀ , ଖବର ଅନୁସାରେ ଆଇପିଏଲ୍ ୨୦୨୦ ର ଆରମ୍ଭ ୨୯ ମାର୍ଚ୍ଚକୁ ହେବ , ଯେବେ କି ଫାଇନାଲ୍ ମୁକାବଲା ମଇ ୨୪ କୁ ଅଛି , ଏହି ଟୁର୍ଣ୍ଣାମେଣ୍ଟର ଆରମ୍ଭ ପୂର୍ବରୁ ଆଇପିଏଲ୍ ରେ କୋଲକାତା ନାଇଟ୍ ରାଇଡର୍ସ ଫ୍ୟାନ୍ସ ତଥା ତାଙ୍କର ଟିମ୍ ପାଇଁ ଖରାପ ଖବର ଅଛି , କୋଲକାତା ଟିମ୍ ସାମିଲ୍ କରିଥିବା କ୍ରିସ୍ ଗ୍ରୀନ୍ ଙ୍କ ଉପରେ ଅବୈଧ ବୋଲିଙ୍ଗ୍ ଆକ୍ସନ୍ ପାଇଁ ବ୍ୟାନ୍ ଲାଗିଛି ।

ଆଇପିଏଲ୍ ୨୦୨୦ ପାଇଁ ଖେଳାଳୀଙ୍କ ନିଲାମୀ ୧୯ ଡିସେମ୍ବର କୁ କୋଲକତା ରେ କରାଯାଈଥିଲା  ଏଥିରେ କୋଲକାତା ନାଇଟ୍ ରାଇଡର୍ସ ରେ ଅଷ୍ଟ୍ରେଲିଆ ଅଫ୍ ସ୍ପିନର୍ କ୍ରିସ୍ ଗ୍ରୀନ୍ ଙ୍କୁ ୨୦ ଲକ୍ଷ ଟଙ୍କା ବେସ୍ ପ୍ରାଇସ୍ ରେ ନିଜ ସହ ଯୋଡି ବାପାଇଁ ସଫଳତା ପାଇଥିଲେ  କୋଲକତା ନାଇଟ୍ ରାଇଡର୍ସ ଭଲ ଅଫ୍ ସ୍ପିନର୍ ଏବେ ୯୦ ଦିନ ପାଇଁ ବ୍ୟାନ୍ ପାଇଛନ୍ତି । ବିଗ୍ ବେଶ୍ ରେ ଖେଳୁଥିବା କ୍ରିସ୍ ଗ୍ରିନ୍ ବୋଲର୍ ଆକ୍ସନ୍ ରେ ସଂଦିଗ୍ଧ ପାଇଥିଲେ , ଯାହାପରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ଫଇସଲା କରିଥିଲେ , ଏବେ କ୍ରିସ୍ ଗ୍ରୀନ୍ ଏବେ ବିଗ୍ ବେଶ୍ ଛୁଆ ମ୍ୟାଚ୍ ଖେଳିପାରିବେ ନାହିଁ , ଜଣେ ବ୍ୟାଟ୍ସମ୍ୟାନ୍ ତାଙ୍କର ଚୟନ କରାଯାଇପାରିବ , କିନ୍ତୁ ଏହାର ସମ୍ଭାବନା ନା ବରାବର ହୋଇପାରେ  ।

ଅଷ୍ଟ୍ରେଲିଆ ରେ ଜାରି ବିଗ୍ ବଶ୍ ଲିଗ୍ ରେ କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କର ଆକ୍ସନ୍ କୁ ଅବୈଧ ବୋଲି ପାଇଲେ , ଓ ତାଙ୍କୁ ୯୦ ଦିନର ବ୍ୟାନ୍ ଲଗାଇଛନ୍ତି , ବିବିଏଲ୍ ରେ ଗ୍ରୀନ୍ ସିଡନୀ ଥଂଡର୍ସ ତରଫରୁ ଖେଲୁଛନ୍ତି , ଓ ଏବେ ଏହି ସିଜିନ୍ ରେ ନିଜ ଟିମ୍ ପାଇଁ ବୋଲିଙ୍ଗ୍ କରିପାରିବେ ନାହିଁ , ଏହି ବର୍ଷ ନିଲାମୀରେ କେକେଆର୍ କ୍ରିସ୍ ଘରୋଇ ଓ ଟୀ ଟ୍ୱେଣ୍ଟି ଲିଗ୍ ପ୍ରଦର୍ଶନ ପ୍ରଭାବିତ ହୋଇକରି ତାଙ୍କର ବେସ୍ ପ୍ରାଇସ୍ ୨୦ ଲକ୍ଷରେ ତାଙ୍କୁ କିଣିଥିଲେ ,

ଆପଣଙ୍କୁ କହିଦେବୁ କି ଆଇପିଏଲ୍ ୨୦୨୦ ରେ ଆରମ୍ଭ ମୁମ୍ବାଇର ୱାନ୍ ଖଡେ ଷ୍ଟାଡିୟମ୍ ରେ ୨୯ମାର୍ଚ୍ଚକୁ ହେବ , ଆଇପିଏଲ୍ ୨୦୨୦ ବିଜେତା ଟିମ୍ ମୁମ୍ବାଇ ଟିମ୍ ଓ ଦିଲ୍ଲୀ କ୍ୟାପିଟାଲ୍ ମଧ୍ୟରେ ଖେଳାହେବ , ଏହି ସିଜିନ୍ ର ଫାଈନାଲ୍ ମୁକାବଲା ୨୪ ମେ କୁ ହେବ ।

Leave a Reply

Your email address will not be published. Required fields are marked *