December 23, 2024

Odia Express

Leading Odia News Portal of Odisha

ଏହି ଫଟୋରେ କଣ ଆପଣଙ୍କୁ ମାଛ ଦେଖାଯାଉଛି ? ପ୍ରଥମେ କଣ ଦେଖାଗଲା ଆପଣଙ୍କୁ ? ଏବେ ନିଜ ବିଷୟରେ କ୍ଲିକ୍ କରି ପଢନ୍ତୁ କଣ ଆପଣଙ୍କ ସ୍ଵଭାଵ..

ସୋସିଆଲ୍ ମିଡିଆ ଜମାନାରେ ବହୁତ ପ୍ରକାରର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି , ଭାଇରାଲ୍ ହେଉଥିବା ଏହି ଫଟୋରେ ଦାବି କରାଯାଉଛି କି ଆପଣଙ୍କ ଭବିଷ୍ୟ ଓ ନିଜ ବ୍ୟକ୍ତିତ୍ୱ ବିଷୟରେ କିଛି କହିପାରିବ , ଆଜି ଆମେ ଆପଣଙ୍କୁ ଏକ ଫଟୋ କ୍ୱିଜ୍ ଜରିଆରେ କହିବୁ ଆପଣଙ୍କ ଅସଲି ସ୍ୱଭାବ କିପରି ରହିବ , ଆପଣଙ୍କ ଭାବନା ଓ ଆପଣଙ୍କ ମନୋବୃତି କିପରି ରହିବ , ଆପଣ ନିଜ ଜୀବନରେ କେଉଁ ପ୍ରକାର ବଞ୍ଚିବାକୁ ପସନ୍ଦ କରନ୍ତି , ଏହାର ଜବାବ ଆପଣଙ୍କୁ ଏହି ପିକ୍ଚର କ୍ୱିଜ୍ ରେ ଜଣା ପଡିଯିବ , ଆପଣଙ୍କୁ ଖାଲି ଏହା କରିବାର ଅଛି କି ନଜର ପଡିଲେ କହିବାର ଅଛି କି କଣ ଦେଖାଯାଉଛି , ସେ କଣ କହୁଛି , ତାପରେ ସେହି ଚିତ୍ରରେ ଆପଣଙ୍କ ବିଷୟରେ କନ କଣ କହୁଛି ଆମେ ଆପଣଙ୍କୁ କହିବୁ ।

ଯେଉଁ ଲୋକଙ୍କୁ ନଜର ପଡିବା ମାତ୍ର ଗଛ ନଜର ଆସିଛି , ସେ ଲୋକ ଲକିର ର ଫକିର୍ ହୋଇଥାନ୍ତି , ଏହି ଲୋକ ପରିବର୍ତ୍ତନକୁ ଆପଣାନ୍ତି ନାହିଁ , ଓ ସେ ପୁରୁଣା ଜମାନାକୁ ନେଇ ଜୀବନ ବିତାଇବାକୁ ପସନ୍ଦ କରନ୍ତି । ଏମିତି ଲୋକ ନିଜ ହୃଦୟକୁ କମ୍ ଓ ଦିମାଗକୁ ଅଧିକା ଶୁଣିଥାନ୍ତି , ଏମିତି ଲୋକ ସାମଞ୍ଜସ୍ୟ ବସାଇବାରେ ମାହିର୍ ହୋଇଥାନ୍ତି , ଏଥିପାଇଁ ଏମାନେ ନେତା ବନାଇବାରେ ଯୋଗ୍ୟ ହୋଇଥାନ୍ତି ।

ଫଟୋରେ ଯଦି ନଜର ପଡିବାରେ ଗୋରିଲା ନଜର ଆସେ ତେବେ ଏହାର ମତଲବ ଆପଣ ବହୁତ ପରିଶ୍ରମୀ ବ୍ୟକ୍ତି ଅଟନ୍ତି , ଆପଣ କାମ ପୁରା କରିବା ଉପରେ ଅନ୍ୟ ମାନଙ୍କ ଉପରେ ନିର୍ଭର କରନ୍ତି ନାହିଁ , ଆପଣଙ୍କ କାମର ସଫଳତା ଶ୍ରେୟ ନେବାପାଇଁ ଭୟଭିତ କରନ୍ତି ନାହିଁ , ପରେ ଆଖପାଖ କାମକୁ ସଫଳ ବନାଇବାପାଇଁ ଲାଗିଯାଆନ୍ତି ।

ଫଟୋରେ ଯଦି ଆପଣଙ୍କୁ ଏକ ବାଘର ପ୍ରତିଛବି ଦେଖାଯାଉଛି ତେବେ ଏହାର ମତଲବ ହୋଇଥାଏ କି ଆପଣ ଏକ ଶକ୍ତିଶାଳୀ ବ୍ୟକ୍ତିତ୍ୱ ର ଧନୀ ଅଟନ୍ତି , କିନ୍ତୁ ଆପଣଙ୍କ ଭାବନା ବହୁତ ପୁରୁଣା ଅଟେ,  ଆପଣଙ୍କ କାମ କରିବାର ତରିକା ଆପଣଙ୍କ ଭାବନା ଦେଖାଯାଇପାରିବ , ଆପଣଙ୍କ ଭିତରେ ବହୁତ ସାହାସ ଅଛି , କିନ୍ତୁ ଜୀବନରେ ଖୋଲିକରି ବଞ୍ଚିବା ସିଖିବା ଦରକାର , ଏହା ଦ୍ୱାରା ଏହି ଦୁନିଆଁର ଆନନ୍ଦଅ ନେଇପାରିବେ ।

ସେମିତି ଏହି ଫଟୋ ବହୁତ ଛୋଟ ଅଛି କିନ୍ତୁ ଯଦି ଏଥିରେ ନଜର ପକାଇବେ ଏଥିରେ ଦୁଇଟି ଛୋଟ ମାଛ ଅଛି , ଯାହା ସହଜରେ ଦେଖାଯାଇନଥିବ , ଯଦି ଆପଣ ଏହି ଫଟୋରେ ଏହି ଛୋଟ ମାଛକୁ ସବୁଠାରୁ ପ୍ରଥମେ ଦେଖିଛନ୍ତି ତେବେ ଆପଣ ବହୁତ ଖାସ୍ ବ୍ୟକ୍ତିତ୍ୱ ଅଟନ୍ତି ଆପଣଙ୍କୁ ସବୁ ଜିନିଷ ଭଲ ଭାବେ କରିବାରେ ଓ ପରକ୍ଷୀବା ପସନ୍ଦ ଲାଗିଥାଏ , ଆପଣଙ୍କ ଜୀବନରେ ଲୋକଙ୍କ ଉପରେ ବିଶ୍ୱାସ କରିବା ଶିଖିବା ଉଚିତ୍ , ଯାହା ଆପଣଙ୍କ ଭିତରେ କମି ଅଛି , ଏହା ଆପଣଙ୍କ ଜୀବନକୁ ସୁନ୍ଦର ବନାଇବ ।

Leave a Reply

Your email address will not be published. Required fields are marked *