December 23, 2024

Odia Express

Leading Odia News Portal of Odisha

ନୀତା ଅମ୍ବାନୀଙ୍କ ଇଚ୍ଛା ପୁରା ହେଲା, ମୁମ୍ବାଇ ଇଣ୍ତିଆନ୍ ରେ ସାମିଲ୍ ହେବାକୁ ଯାଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ପାଇଁ ସମସ୍ତେ ଅପେକ୍ଷା କରିଥିଲେ – ଦେଖନ୍ତୁ କିଏ ସେ ମହାନ ଖେଳାଳି…

ଯେମିତି କି ସମସ୍ତେ ଜାଣିଛନ୍ତି କି ଆଇପିଏଲ୍ ସମୟ ଏବେ ଚାଲୁଛି , ଏହିଥର ଆଇପିଏଲ୍ ଖେଳକୁ ନେଇ ଜବରଦସ୍ତ କ୍ରେଜ୍ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି , ଏହି ସିଜିନ୍ ରେ ମୁମ୍ବାଇ ଇଣ୍ତିଆନ୍ ୱାନଖାଡେ ଷ୍ଟାଡିୟମ୍ ରେ ରୋୟାଲ୍ ଚ୍ୟାଲେଞ୍ଜର୍ ବାଙ୍ଗାଲୋର୍ ବିପକ୍ଷରେ ଖେଳାଯାଇଥିବା ନିଜର ଚତୁର୍ଥ ମ୍ୟାଚ୍ ପ୍ରଥମ୍ ଜିତ୍ ହାସିଲ୍ ହେଲା , ଏତିକି ନୁହେଁ କହିଦେବୁ କି ଚତୁର୍ଥ ମ୍ୟାଚ୍ ରେ ମୁମ୍ବାଇ ନିଜ ପୁରୁଣା ଅସଫଲତା କୁ ପଛରେ ଛାଡିକରି ନୁଆ ଆରମ୍ଭ କରିବ , ନିଜ ଘରେ ଖେଳିବା ଦ୍ୱରା ତାଙ୍କୁ ଏହା ଫାଈଦା ଯୋଗାଇଦେବ ।

କୁହାଯାଊଛି କି ଗତ ସିଜିନ୍ ରେ ଚ୍ୟାମ୍ପିୟନ୍ ରହିଥିବା ମୁମ୍ବାଇ ଆରମ୍ଭରୁ ଏହି ସିଜିନ୍ ରେ ସେତେ ଭଲ ଖେଳିପାରିଥିଲା,  ଏହି କାରଣରୁ ଚେନାଇ ସହ ହୋଇଥିବା ଆଇପିଏଲ୍ ର ପ୍ରଥମ ଦିନରେ ତାଙ୍କୁ ସାମ୍ନା କରିବାକୁ ପଡିଥିଲା,  ଏହାପରେ ହୋଇଥିବା ଦୁଇଟି ମ୍ୟାଚ୍  ରେ ହାର୍ ମିଳିଥିଲା,  ସେମିତି ଏହି ସିଜିନ୍ ରେ ମୁମ୍ବାଇ ହାରିବାପରେ ଯେବେ ବିରାଟ କୋହଲି ଟିମ୍ କୁ ହରାଇକରି ପ୍ରଥମ ଜିତ୍ ହାସିଲ୍ କଲେ , ମୁମ୍ବାଇର ବ୍ୟାଟିଙ୍ଗ୍ ଶକ୍ତି ଇବିନ୍ ଲୁଇସ୍ , ରୋହିତ୍ ଶର୍ମା , ଓକେରାନ୍ ପୋଲାର୍ଡ ଅଛନ୍ତି  ଟିମ୍ ଜିତ୍ ପାଇଁ ଏହି ତିନୋଟି ପ୍ଲେୟାର୍ ପରଫର୍ମ କରିବା ଜରୁରୀ ଅଟେ । ତେବେ ପୂର୍ବ ବର୍ଷ ଏ ସତ୍ୱେ ବି ମୁମ୍ବାଇ ଚମ୍ପିୟାନ ହେଇଥିଲା |

ସେମିତି ହାର୍ଧିକ ପାଣ୍ତିଆ ତାଙ୍କର୍ ଭାଇ କୁର୍ଣ୍ଣାଲ୍ ପାଣ୍ତିଆ ବ୍ୟାଟିଙ୍ଗ୍ ରେ ଶାନଦାର୍ ପ୍ରଦର୍ଶନ କରିପାରିବେ , କହିଦେବୁ କି କ୍ରିକେଟ୍ ଜଗତର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର୍ ଏହି ସମୟରେ ମୁମ୍ବାଈ ଇଣ୍ତିଆନ୍ ମେଣ୍ଟୋର୍ ଅଛନ୍ତି , ଖାସ୍ କଥା ଏହାକ୍ ଇ ତାଙ୍କ ପୁଅ ଅର୍ଜୁନ୍ ତେନ୍ଦୁଲକର୍ ବି ମୁମ୍ବାଇ ଇଣ୍ତିଆନ୍ ସାହାଯ୍ୟ କରୁଥିବାର ନଜର ଆସିବେ ।

ଅର୍ଜୁନ୍ ନିଜ ବାପାଙ୍କ ସ୍ୱପ୍ନ ପୁରା କରିବାପାଇଁ କ୍ରିକେଟ୍ କୁ ନେଇକରି ଦିନ ରାତି ପରିଶ୍ରମ କରୁଛନ୍ତି , ସଚିନ୍ ଙ୍କ ଗୋଟେ ସ୍ୱପ୍ନ ଅଛି କି ତାଙ୍କ ପୁଅ  ବି ବିଶ୍ୱ ପ୍ରସିଦ୍ଧ କ୍ରିକେଟିୟର ହୋଇପାରୁ , ଅର୍ଜୁନ୍ କିଛି ଦିନ ପୂର୍ବରୁ ଇଂଲଣ୍ତରେ ବ୍ୟାଟିଙ୍ଗ୍ ନେଟ୍ ରେ ବୋଲିଙ୍ଗ୍ କରୁଥିବାର ନଜର ଆସିଛନ୍ତି , ତେବେ ମୁମ୍ବାଇର ଘରୋଇ ସର୍କ୍ଲିଲ୍ ରେ ସବୁ ଅନୁମାନ ଲଗାଇଛନ୍ତି କି ଅର୍ଜୁନ୍ ମ୍ୟାଚ୍ ଖେଳିବାପାଇଁ ଇଂଲଣ୍ତ ଯାଇଛନ୍ତି , ସେମିତି ଅର୍ଜୁନ୍ ଏହି ଲିଗ୍ ଖେଳିବାପାଇଁ ବହୁତ ଇଚ୍ଛା ପ୍ରକଟକରିଥିଲେ,  କିନ୍ତୁ ସେ ଇଂଲଣ୍ତ ଖାସ୍ କାମ ପାଇଁ ଯାଇଛନ୍ତି , ଏବେ ଏହି ଖାସ୍ କାମର ପରିଣତି ଦେବାରେ ବାକି ଅଛି ।

ଏହି କାରଣ ରହିଥିଲା ଫ୍ରାଞ୍ଚାଇଜି ଟିମ୍ ପଠାଇଥିବା ୯୦୦ ନାଁରୁ ଅର୍ଜୁନ୍ ତେନ୍ଦୁଲକର ନାଁ ସାମିଲ୍ କରାଯାଇନଥିଲା,  ଖବର ଅନୁସାରେ ଅର୍ଜୁନ୍ ଙ୍କ ଫିଟନେସ୍ ସଂବନ୍ଧି କିଛି ଅସୁବିଧା ନାହିଁ , ସେ ପୁରା ଫିଟ୍ ଅଛନ୍ତି , ଏଥିପାଇଁ ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାପାଇଁ ତାଙ୍କୁ କେହି ଅଟକାଇପାରିବେ ନାହିଁ , ଯେପରି ଆମେ ଜାଣିଛେ କି ଆଇପିଏଲ୍ ରେ ବହୁତ ସାରା ଟିମ୍ ଖେଳାଳୀ ଭାଗ ନେଉଛନ୍ତି , ଆଇପିଏଲ୍ ରେ ଭାରତକୁ ବହୁତ ପସନ୍ଦ କରାଯାଇଛି , ଓ ନୁଆ ଖେଳାଳୀ ଟୀମ୍ ପ୍ରବେଶ କରିବାପାଇଁ ଭଲ ମଉକା ବି ଅଛି ।

କହିଦେବୁ କି ଆଇପିଏଲ୍ କୁ ବିସିସିଆଇ ଦ୍ୱାରା ସଂଚାଳିତ୍ କରାଯାଏ , ଆଇପିଏଲ୍ ନୁଆ ସିଜିନ୍ ଆରମ୍ଭ ହୋଇଯିବ , ଓ ଅର୍ଜୁନ୍ ବି ଦେଖାଦେବେ , ଅର୍ଜୁନ୍ ଙ୍କୁ ଆଇପିଏଲ୍ ରେ ଆସିବାକୁ ନେଇ ବହୁତ ଖୁସି ଅଛନ୍ତି ନୀତା ଅମ୍ବାନୀ , କାରଣ ସେ ଚାହୁଁଛନ୍ତି କି ଅର୍ଜୁନ୍ ଜଲଦି ହିଁ ତାଙ୍କ ଟିମ୍ ରେ ସାମିଲ୍ ହୋଇଯାଆନ୍ତୁ , ସେମିତି ମୁମ୍ବାଇ କୁ ଆଗାମୀ ମୁକାବଲା ରାଜସ୍ଥାନ ରୋୟାଲ୍ସ ସହ ସବାଇମାନ ସିଂ ଷ୍ଟାଡିୟମ୍ ରେ ଜୟପୁର୍ ରେ ଖେଳିବେ ।

Leave a Reply

Your email address will not be published. Required fields are marked *