December 22, 2024

Odia Express

Leading Odia News Portal of Odisha

୯ ଜାନୁଆରୀ ୨୦୨୦ ଗୁରୁବାର,ଆଜିର ରାଶିଫଳ – ଆଜି ଶୁକ୍ର ଗ୍ରହ କରୁଛି ମକର ରାଶିରୁ କୁମ୍ଭ ରାଶି ଉପରେ ଗୋଚର ,ଜାଣନ୍ତୁ ଆପଣଙ୍କ ରାଶିରେ କଣ ପଡିବ ପ୍ରଭାବ

୧) ମେଷ ରାଶି : ଆଜି ଆପଣଙ୍କ ଆତ୍ମବଳ ଦ୍ୱାରା ସବୁ କାର୍ଯ୍ୟ ସଂମ୍ପାଦିତ ହେବ , ସବୁ ପାରିବାରିକ ସମସ୍ୟାରୁ ଅନ୍ତ ହୋଇଯିବ , ଆପଣ କେଉଁଠି ନିବେଶ କରିବାକୁ ଯାଉଛନ୍ତି ତେବେ ଆପଣଙ୍କ ପାଇଁ ସଠିକ୍ ସମୟ ହେବ ନାହିଁ , ଆପଣଙ୍କ ନିଜ ବରିଷ୍ଠଙ୍କ ଉପେକ୍ଷାର ସାମ୍ନା କରିବାକୁ ପଡିପାରେ , ଓ ଆପଣଙ୍କ ସହଯୋଗୀ ଆପଣଙ୍କ ଦୁର୍ବଳତା କୁ ନେଇ ବିଗାଡିବାକୁ ପ୍ରୟାସ କରିବେ , ବିଜନେସ୍ ରେ ଫାଇଦା ଆସାର ଅଧିକା ନାହିଁ , କାମର ବୋଝରୁ ଚିନ୍ତାରେ ରହିପାରନ୍ତି , ଭାଇ ଭଉଣୀଙ୍କ ସହ ସଂବନ୍ଧ ଭଲ ରହିବ

୨) ବୃଷ ରାଶି : ଆଜି ପରିବାର ସହ କେଉଁ ଆଡେ ଧାର୍ମିକ ସ୍ଥାନକୁ ଯାତ୍ରାରେ ଯାଇପାରିବେ , ଅବସର ଆପଣଙ୍କ ରାସ୍ତାରେ ଆସିବ ଓ ଆପଣଙ୍କ ବିବେକ ପୁର୍ଣ୍ଣ ତରିକାରୁ ତାଙ୍କ ସମୟରେ ଉପଯୋଗ କରିବେ , ସାମାଜିକ ରୁପରେ ଅଧିକା ଲୋକପ୍ରିୟତା ଓ ପ୍ରତିଷ୍ଠା ପ୍ରାପ୍ତ କରିବେ , ନିଜ ସ୍ଥିତି ସମସ୍ତଙ୍କ ସାମ୍ନାରେ ସ୍ପଷ୍ଟ କରିବାରୁ ବଞ୍ଚନ୍ତୁ , ଏହା ଆପଣଙ୍କ ପାଇଁ ଭଲ ରହିବ , ନିଜ ଭାବନାକୁ ବଶରେ କରନ୍ତୁ , ଆଜି ଅନ୍ୟ ମାନଙ୍କ ନକରାତ୍ମକ ଭାବନାରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ ।

୩) ମିଥୁନ ରାଶି : ଆଜି ଆପଣଙ୍କ ଚେଷ୍ଟା ସଫଳ ହେବ , କାର୍ଯ୍ୟକ୍ଷେତ୍ରରେ ବଢିପାରିବ , ଅବିବାହିତ ଲୋକଙ୍କୁ ଜଲଦି ହିଁ ବିବାହର ଯୋଗ ରହୁଛି , କାର୍ଯ୍ୟକ୍ଷେତ୍ରରେ ସଂବନ୍ଧିତ ବ୍ୟସ୍ତତା ରହିବ , ନିଜ ଧନ ସଂବନ୍ଧି ମାମଲାରେ ଧ୍ୟାନ ରଖନ୍ତୁ , ଅନ୍ୟଥା କିଛି ଲାଭ ହାନି ପରିବର୍ତ୍ତିତ ହୋଇପାରେ,  ଚାକିରିରେ ଉନ୍ନତି କରିବାର ଯୋଗ ଅଛି , ଘରେ ଅତିଥି ଆସିବାର ଯୋଗ ରହୁଛି , ଆପଣ ନିଜ କ୍ୟାରିୟର କୁ ଭଲ କରିବାରେ ଉଦ୍ୟମ କରିବେ , ପରିବାରରେ କିଛି ବିବାଦ ଚାଲୁଛି ତେବେ ତାହାର ସମାଧାନ ହେବ ।

୪) କର୍କଟ ରାଶି : ଆଜି ମିତ୍ରଙ୍କ ସହ ଭେଟ ହୋଇପାରେ,  ଆପଣଙ୍କ ବ୍ୟାୟାମ କରିବାର ଦରକାର ଅଛି , ଏହା ଦ୍ୱାରା ତାଜା ଅନୁଭବ କରିବେ , ଧନ ଲାଭର ଯୋଗ ରହୁଛି , ଯଦି ଆପଣଙ୍କ ଦୃଷ୍ଟିକୋଣରୁ ବଦଳିପାରିବ , ତେବେ ଇମାନଦାରୀ କାମ କରିପାରିବେ , ତେବେ ଆପଣଙ୍କ ରାଙ୍କ୍ , ପାରିଶ୍ରାମିକ ଓ ଲୋକପ୍ରିୟତା ବଢିଯିବ , ଅନ୍ୟ ଲୋକ ଦୟାଳୁତା ର ଭୁଲ୍ ଫାଇଦା ଉଠାଇବାକୁ ଚେଷ୍ଟା କରିବେ , ଆପଣ କେଉଁ ବିବାଦରେ ପଡୀପାରନ୍ତି , ଆପଣଙ୍କୁ କାହାର ଡର ଚିନ୍ତାରେ ପକାଇବ  ।

୫) ସିଂହ ରାଶି : ଆଜି ଆପଣଙ୍କ ନିର୍ଣ୍ଣୟ ଉଚିତ୍ ଧ୍ୟାନ ଦିଅନ୍ତୁ , ଧନ ପ୍ରାପ୍ତିର ସିଧା ମାର୍ଗ ନ ହୋଇକରି ଅନ୍ୟ ମାର୍ଗରେ ହେବ , ଅଟକି ଅଟକି କରି ଧନ ପ୍ରାପ୍ତି ହେବ , ଯଦି ଆପଣ କେଉଁ ନିବେଶ କରୁଛନ୍ତି ତେବେ ବିଶେଷଜ୍ଞ ମାର୍ଗ ଦର୍ଶନ ଉଚିତ୍ ହେବ , ନିଜ ସାଙ୍ଗ ମାନଙ୍କ ଠାରୁ ସବୁ ସମସ୍ୟାର ଉପାୟ ବାହାର କରିପାରିବେ , କର୍ମବ୍ୟସ୍ତତା ଭରା ଜୀବନ ଚିନ୍ତାମୁକ୍ତ ହେବାକୁ ଚେଷ୍ଟା କରିବେ , କିଛି ମାମଲାକୁ ନେଇକରି ଭୟ ରହିପାରେ,  ମାତାପିତାଙ୍କର ଆଶିର୍ବାଦ ନିଅନ୍ତୁ , ବନ୍ଧୁଙ୍କ ସହ ସଂମ୍ପର୍କ ଭଲ ରହିବ ।

୬) କନ୍ୟା ରାଶି : ସାମାଜିକ ଓ ଧାର୍ମିକ ସମାରୋହରେ ଭଲ ଦିନ ଅଛି । ପରିବାର ସନ୍ଦ୍ୟର୍ଭରେ କିଛି ସାମାଜିକ ସମାରୋହର ଆୟୋଜନ ହୋଇପାରେ , ପରିବାରରେ କେଉଁ ବୟସ୍କ ଲୋକଙ୍କର କିଛିଟା ଚିନ୍ତାର କାରଣ ହୋଇପାରେ , କେଉଁ କଥାକୁ ନେଇକରି ପାର୍ଟନର ସହ ଝଗଡା ହୋଇପାରେ , କିନ୍ତୁ ସଂନ୍ଧ୍ୟା ସମୟରେ ସବୁ ଠିକ୍ ହୋଇଯିବ , କାର୍ଯ୍ୟକ୍ଷେତ୍ରରେ କିଛି ନୁଆ ଡିସିଜନ୍ ନିଅନ୍ତୁ ନାହିଁ , ନିଜ ଗୁପ୍ତ କଥାକୁ ଜାହିର୍ କରନ୍ତୁ ନାହିଁ , ଶିକ୍ଷକଙ୍କ ପାଇଁ ଦିନ ଭଲ ରହିବ ।

୭) ତୁଳା ରାଶି ; ପ୍ରେମୀଙ୍କ ସହ ନିଭାଇଥିବା ବାଦା ସଫଲ ହେବ , ଆଘାତ ଲାଗିପାରେ , ଆପଣଙ୍କ ଜୀବନସାଥୀଙ୍କ ସ୍ୱସ୍ଥ୍ୟ ବି ଚିନ୍ତା ହୋଇପାରେ,  ତାଙ୍କୁ ଚିକିତ୍ସାର ଦେଖାଶୁଣା ଦରକାର ପଡିପାରେ , ନିଜକୁ ସିମିତ ରଖନ୍ତୁ , କଳା ଏବଂ ସଂଗୀତରେ ରୁଜ୍ଞାନ ବଢିବ , ନିଜ ଫାଲତୁ ଚିନ୍ତା ପଡନ୍ତୁ ନାହିଁ , କିଛି କାମରେ ଅସୁବିଧା ଆସିପାରେ , ଆପଣଙ୍କୁ କେଉଁ କାମରେ ସଫଳତା ମିଳିବ , କିନ୍ତୁ ସ୍ୱାସ୍ଥ୍ୟକୁ ନେଇକରି ଟିକିଏ ଚିନ୍ତାରେ ରହିବେ ।

୮) ବିଛା ରାଶି : ବାହାନ ସୁଖରେ ବୃଦ୍ଧି ହେବ , ଏକ ନୁଆ ବ୍ୟବସାୟ ଆରମ୍ଭ କରିବା କିମ୍ବା ବିବେକପୁର୍ଣ୍ଣ ନିବେଶ କରିବା ପାଇଁ ଭଲ ଅବଧି ଅଛି , ଯଦି ଆପଣ କେଉଁ ପରିସ୍ଥିତିକୁ ନେଇ ଚିନ୍ତାରେ ଅଛନ୍ତି , ତେବେ ସେ ଆପଣଙ୍କ୍କ ପିଛା ନିକୃଷ୍ଟ ତରିକାରେ କରିବ , ଜରୁରୀ କାଗଜପତ୍ର ନିଜ ସହ ରଖନ୍ତୁ , ସାମାଜିକ ସଂବନ୍ଧରେ ସୁଧାର ଆସିବାର ଯୋଗ ରହୁଛି , ସ୍ୱାସ୍ଥ୍ୟର ଦୃଷ୍ଟିକୋଣରୁ ଆପଣଙ୍କ ତେଲରେ ଭଜା ହୋଇଥିବା ଜିନିଷକୁ ଖାଇବାରୁ ବଞ୍ଚିବା ଦରକାର , ଆଜି ଆପଣ ଚଢେଇ କୁ ଦାନା ଖୁଆନ୍ତୁ , ଅଟକିଥିବା କାମ ପୁରା ହେବ ।

୯) ଧନୁ ରାଶି : ଆଜି ଧାର୍ମିକ କାମରେ ରୁଚି ବଢିବ , କାର୍ଯ୍ୟକ୍ଷେତ୍ରରେ କଠିନତାର ସାମ୍ନା କରିବାକୁ ପଡିପାରେ , ପ୍ରତିକୂଳ ପରିସ୍ଥିତି ରହିବ , ଆପଣଙ୍କ ପାରିବାରିକ ଜୀବନରେ ଖୁସି ନେଇକରି ଆସିବ , ଆଜି ଆପଣଙ୍କ ଚେଷ୍ଟାର ଫଳ ତୁରନ୍ତ ମିଳିପାରିବ , ଅଫିସ୍ ରେ ଗୁପ୍ତ ରୁପରେ ଚାଳୁଥିବା ଗତିବିଧିଗୁଡିକ ସକ୍ରିୟ ହେବ , ସ୍ୱାସ୍ଥ୍ୟ ଭଲ ହେଲେ ଆତ୍ମବିଶ୍ୱାସ ରହିବ , ଜୀବନସାଥିଙ୍କ ସହଯୋଗ ମିଳିଲେ ଆପଣଙ୍କ ମନ ଉତ୍ସାହିତ ହେବ ।

୧୦) ମକର ରାଶି : ଆଜି ଆପଣ କେଉଁ ବଡ ଦାୟିତ୍ୱ ନେବେ , ଦୁର ଯାତ୍ରା ଫଳଦାୟୀ ରହିବ । ଆପଣଙ୍କ ଜୀବନରେ ନୁଆ ସଫଳତା ପ୍ରାପ୍ତି କରିବେ , ବହୁତ ଉନ୍ନତି କରିବାର ଆସାର ଅଛି , ମାତାଙ୍କ ସାନିଧ୍ୟରେ ସହଯୋଗ ମିଳିବ , ନିଜ ବନାଇଥିବା ପ୍ଲାନ୍ ରେ କିଛି ଅଭାବ ଦେଖାଯିବ , ପାରିବାରିକ ଜୀବନ ଶାନ୍ତି ପୁର୍ଣ୍ଣ ଓ ଆରାମ ଦାୟକ ରହିବ , ଓ ସବୁ ସଦସ୍ୟଙ୍କ ସହ ସୌହାଦ୍ୟପୁର୍ବକ ବ୍ୟବହାର ରଖିବେ ।

୧୧) କୁମ୍ଭ ରାଶି ; ଘରର ମାହୋଲ୍ ଖୁସିମୟ ରହିବ , ପରିବାର ଲୋକେ ବିବାହ ପାଇଁ ପ୍ରସ୍ତାବ ଖୋଜିପାରନ୍ତି , ଆପଣଙ୍କ ଆମଦାନୀ ବଢିବ , ଯେବେ କି ଖର୍ଚ୍ଚ କମିବ , ସଞ୍ଚୟ ଆପଣଙ୍କ ଆତ୍ମବିଶ୍ୱାସ ସ୍ତରକୁ ବଢିବାକୁ ଦେବ , ଲେଣଦେଣରେ ନିବେଶରେ ଭାଗ୍ୟର ସାଥି ମିଳିବ , ବଡ ଆଦର କରିବାରେ ଅଗ୍ରଣୀ ହେବେ , କାମ କାର୍ଯ୍ୟରେ ଶୁଭ ଫଳ ପ୍ରାପ୍ତି ହେବ , ସାମାଜିକ ସ୍ତରରେ ଆପଣଙ୍କ ଲୋକପ୍ରିୟତା ବଢିବ ।

୧୨) ମୀନ ରାଶି : ଆଜି ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ପଡିବ , ଆପଣଙ୍କ କାର୍ଯ୍ୟ ତ ପୁରା ହେବ , କିନ୍ତୁ ସେଥିରେ କିଛି ବିଳମ୍ବ ହୋଇପାରେ , ଦୈନିକ କାର୍ଯ୍ୟକଳାପ ନିଜ ପରିବାର ସଦସ୍ୟଙ୍କ ଭାଗିଦାରୀ ଓ ପ୍ରଦର୍ଶନରେ ପ୍ରସନ୍ନ ରହିବେ , ଜରୁରୀ କାମରେ ସମୟ ପୁରା ଯିବ , କିଛି ଚିନ୍ତା ହେବ , ଜୀବନସାଥୀଙ୍କ ସହ ସାମଞ୍ଜସ୍ୟ ସ୍ଥାପନ କରିବେ , କେଉଁ ମିତ୍ରଙ୍କ ସହ ଫିଲ୍ମ ଦେଖିବାର ପ୍ଲାନିଙ୍ଗ୍ ହୋଇପାରେ,  ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବେ , ଆପଣଙ୍କ ଯୋଜନା ପୁର୍ଣ୍ଣ ହେବ ।

Leave a Reply

Your email address will not be published. Required fields are marked *