December 22, 2024

Odia Express

Leading Odia News Portal of Odisha

ଭୁଲ୍ ରେ ମଧ୍ୟ ଘରର ଏହି ଜାଗାରେ ତାଲା ଲଗାନ୍ତୁ ନାହିଁ, ନହେଲେ ଲକ୍ଷ୍ମୀ କରିବେ ଆପଣଙ୍କୁ ପ୍ରକୋପ – ହେଇଯିବେ ଲକ୍ଷ୍ମୀଛଡ଼ା…

ଜ୍ୟୋତିଷ୍ୟ ଶାସ୍ତ୍ର , ବାସ୍ତୁ ଶାସ୍ତ୍ର, ସାମୁଦ୍ରିକ ଶାସ୍ତ୍ର ଏମିତି ଶାସ୍ତ୍ରଗୁଡିକ ଅଛି ଯାହାର ପ୍ରୟୋଗ ଜୀବନରେ ଆସୁଥିବା ସଙ୍କଟକୁ ଦୂର କରିପାରିବ , ଅସୁବିଧା ହେଲେ ଲୋକେ ଏହି ଶାସ୍ତ୍ରୀୟ ଉପାୟର ପ୍ରୟୋଗ କରନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ , ତାହା ଜାଣିବାପରେ ଆପଣଙ୍କୁ ଏହି କାମ କରିବାପାଇଁ ପ୍ରଥମଥର ଭାବିବେ , ଆଜି ଆମେ ଆପଣଙ୍କକହିଦେବୁ କି ଏହା ସେହି ଚାବି ଅଟେ , ଯାହା ଆପଣଙ୍କ ଭାଗ୍ୟର ତାଲା ଖୋଲି ଦେବ , ସେଥିପାଇଁ ସମସ୍ତେ ବହୁତ ଆଶା ବାଦୀ ରୁହନ୍ତି , ଆପଣଙ୍କୁ କହିଦେବୁ କି ତାଲା ଓ ଚାବି ଆମେ ଆମର ସୁରକ୍ଷା ପାଇଁ କରିଥାଉ , କିନ୍ତୁ ଆମର ବାସ୍ତୁ ଶାସ୍ତ୍ରରେ କୁହାଯାଈଛି କି ଯଦି ଏହି ତାଲାର ଚାବି ପ୍ରୟୋଗ ସଠିକ୍ ଭାବରେ ନ କରାଯାଏ ତେବେ ଆପଣ ବର୍ବାଦୀ ଆଡକୁ ନେଇ ଯାଇପାରନ୍ତି ।

ଏତିକି ନୁହେଁ କହିଦେବୁ କି ଗୋଟେ ପଟେ ଆମର ସୁରକ୍ଷା ପାଇଁ ଜରୁରୀ ହୋଇଥାଏ ଓ ଅନ୍ୟ ପଟେ ଯେବେ କିଏ ନିଜ ଘରୁ ବାହାରକୁ କେବେ ଯାଏ ତେବେ ସେ ଘରକୁ ତାଲା ଲଗାଈଯାଏ , କାରଣ ଆମ ଘରେ ବହୁ ଦାମିକା ଜିନିଷ ରହିଥାଏ , ଯେମିତି ପଇସା ଜରୁରୀ ଦସ୍ତାବିଜ , ଏହି ସବୁ ସୁରକ୍ଷା ପାଇଁ ଏକ ତାଲା ହିଁ ସୁରକ୍ଷା ଦେଇଥାଏ , କିନ୍ତୁ ବାସ୍ତୁଶାସ୍ତ୍ରରେ ଏହି ତାଲାକୁ ନେଇକରି କିଛି ନିୟମ କରାଯାଈଛି , ଯାହାର ପାଳନ କରି ଘରେ ସୁରକ୍ଷାରେ କିଛି ବି ଆଞ୍ଚ ଆସେ ନାହିଁ , ତେବେ ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ ।

ବାସ୍ତ୍ରୁ ଶାସ୍ତ୍ରର ଅନୁସାରେ ପୁର୍ବ ଦିଗରେ ସୁର୍ଯ୍ୟଙ୍କର ସ୍ଥାନ ବୋଲି ଜଣାଯାଏ , ଓ ଏହି ଦିଗରେ ତମ୍ବାର ତାଲା ବ୍ୟବହାର କରିବା ଉଚିତ୍ , ଏଥିରୁ ଚୋରିର ଭୟ କମ୍ ରହିଥାଏ,  ଓ ଆମର ଘର ସୁରକ୍ଷା ଅଧିକା ହୋଇଯାଏ , ଆର୍ଥିକ ରୁପରେ ବି ଲାଭ ମିଳିଥାଏ,  ଏହା ଛଡା ଏହା ବି କୁହାଯାଇଛି କି ପଶ୍ଚିମ ଦିଗରେ ଶନିଙ୍କର ସ୍ଥାନ ବୋଲି ଜଣାଯାଏ , ଏହା ଲୁହାର କଳା ରଙ୍ଗ ତାଲାରେ ଲଗାନ୍ତୁ , ଏଥିରେ ଆପଣଙ୍କର ଘରର ସକରାତ୍ମକ ଉର୍ଜା ବାସ ହେବ , ଓ ଘରର ସୁରକ୍ଷା ବି ବଢିଯୀବ , ଏହା ସହ ଏହି ଦିଗରେ ଭୁଲ୍ ରେ ବି ତମ୍ବା ତାଲା ଲଗାନ୍ତୁ ନାହିଁ , ଆପଣଙ୍କ ଘରର ସୁରକ୍ଷା ବିପରିତ ପ୍ରଭାବ ପକାଇପାରେ ।

ଉତ୍ତରରେ ଅଶ୍ୱତଥ ଗଛରେ ତାଲା ଲଗାଇଲେ ସୁରକ୍ଷା ବଢିଯାଏ , କିନ୍ତୁ ଧ୍ୟାନ ରଖିବେ କି ଏହାର ରଙ୍ଗ ହାଲକା ସୁନେଲି ହେବା ଦରକାର , ଦୋକାନ କିମ୍ବା ଅଫିସ୍ ରେ ପାଞ୍ଚ ଧାତୁ ଭାରି ତାଲା ଅବଶ୍ୟ ଲଗାନ୍ତୁ , ତାଲା ଭାରି ହେବାରୁ ସୁରକ୍ଷା ବଢିଥାଏ , ଯଦି ପାଞ୍ଚ ଧାତୁ ତାଲା ନଥିବ ତେବେ ଲାଲ କିମ୍ବା ଚେରି ରଙ୍ଗର ଚଢାଇକରି ଲଗାଇପାରିବେ ।

Leave a Reply

Your email address will not be published. Required fields are marked *