September 19, 2024

Odia Express

Leading Odia News Portal of Odisha

ମେହେନ୍ଦୀରୁ ବାଳ କଳା କରିବାର ସଠିକ୍ ତରିକା ୯୯ ପ୍ରତିଶତ ଲୋକ ଜାଣନ୍ତି ନାହିଁ , ଆପଣ ଏବେ ଜାଣିନିଅନ୍ତୁ ଜୀବନସାରା ବାଳ କଳା ହେଇଯିବ…

ଏଥିରୁ କୌଣସି ଅଲଗା ରାୟ ନାହିଁ କି ସୁନ୍ଦର କଳା ଚମକଦାର ବାଳ ନାରୀର ସୁନ୍ଦରତାର ପରିପୂର୍ଣ୍ଣ ହୋଇଥାନ୍ତି , ପୁରୁଣା ସମୟରେ ବାଳର ଯତ୍ନ ନିଖାର ପାଇବାପାଇଁ ନାରୀମାନେ ଅନେକ ପ୍ରକାରର ବ୍ୟବହାର କରିଥାନ୍ତି , ଯାହା ଦ୍ୱାରା ବାସ୍ତବରେ କଳା , ଘନ , ମଜବୁତ୍ , ଓ ଚମକଦାର ହୋଇଥାଏ , କିନ୍ତୁ ଆଜିର ଯୁଗରେ ନାନାପ୍ରକାରର ସାବୁନ ଓ ଅନ୍ୟ ଜିନିଷର ବାଳର ସାର ସଂମ୍ଭାଳିବାପାଇଁ ପ୍ରୟୋଗ ନିଆଯାଈଥାଏ , ଏଥିରେ ବାଳକୁ ପୋଷକ ତତ୍ତ୍ୱ ହାସିଲ୍ କରିବାରେ ସ୍ଥାଣରେ ପୁର୍ବରୁ ଉପୁଡିବାକୁ ଲାଗେ , ତାହା ସହ ବାଳ ଧଳା ହେବାକୁ ଲାଗେ ।ବଢୁଥିବା ବୟସର ସହ ବାଳ ଧଳା ହେବା ସ୍ୱାଭାବିକ ଅଟେ , କିନ୍ତୁ କମ୍ ବୟସରେ ବାଲ ଧଳା ହେବା ପୁରା ବ୍ୟକ୍ତିତ୍ୱ ଆକର୍ଷଣ ଶେଷ କରିଦେ ,

ବାଳରୁ ଜଡରୁ ମିଳୁଥିବା ସେବେକବସ୍ ଗ୍ରନ୍ଥୀ ସେବମ ନାଁରେ ତେଲିୟ ତତ୍ତ୍ୱ ବାହାରିଥାଏ,  ଯାହା ବାଲକୁ ରଙ୍ଗର ନିର୍ଦ୍ଧାରିତ କରିଥାଏ , ଏହି ତତ୍ତ୍ୱ ବାଳର ରଙ୍ଗକୁ ନିର୍ଦ୍ଧାରିତ କରିଥାଏ , ଏହି ତତ୍ତ୍ୱ ବାଳକୁ ପୋଷଣ ଦେଇଥାଏ , ସେବକସ୍ ଗ୍ରନ୍ଥୀ ସକ୍ରିୟତା କମ୍ ହୋଇଗଲେ ବାଳ ଧଳା ହୋଇଯାଏ । ଅଧିକାଂଶ ପୁରୁଷଙ୍କ ବାଳ ୩୫-୪୦ ବର୍ଷରେ କାନର ଆଖପାଖ ଧଳା ହେବାକୁ ଲାଗିଥାଏ,  ଓ ୫୦ ବର୍ଷର ବୟସରେ ବାଳ ଧଳା ହୋଇଯାଏ , ଏଥିପାଇଁ ୪୦ ବର୍ଷ ପରେ ବାଲ ଧଳା ହେବା ଏକ ସ୍ୱାଭାବିକ ପ୍ରକିୟା ଅଟେ । କିନ୍ତୁ କମ୍ ବୟସରେ ବାଳ ଧଳା ହେବା ଏକ ରୋଗ ହୋଇଥାଏ  ଓ ଆଜିର ସମୟରେ ଏହା ଅଧିକା ଲୋକ୍ ଚିନ୍ତିତ ରହିଥାନ୍ତି । କୁହାଯାଏ କି ଆମର ବାଳର ସୁନ୍ଦରତାର କେନ୍ଦ୍ରବିନ୍ଦୁ ହୋଇଥାଏ,

ସମସ୍ତେ ଚାହଁନ୍ତି କି ତାହାର ବାଳ ସବୁବେଳେ ସବୁବେଳେ କଳା ଓ ଘନ ହେଉ , ଯାହା ଦ୍ୱାରା ସେମାନେ ଫ୍ୟାଶନ ପାଇଁ ବଜାରରେ ମିଳୁଥିବା କେମିକାଲ୍ ସ୍ୟାପୁ ତେଲର ବ୍ୟବହାର କରନ୍ତି , ଯାହା ଦ୍ୱାରା ତାଙ୍କ ବାଳ ଅଧିକା ଝଡିବାକୁ ଲାଗେ , ଯେବେ କେଉଁ ବ୍ୟକ୍ତିର ବାଳ ଧଳା ହୋଇଯାଏ , ତେବେ ଲୋକେ ଅଧିକାଂଶ ମେହେନ୍ଦୀ ଲଗାଇଥାନ୍ତି , କିନ୍ତୁ ଗୋଟେ କିମ୍ବା ଦୁଇ ମାସରେ ଏହା ଅଧିକା ରହେ ନାହିଁ , ଓ ଧଳା ଦେଖାଯାଏ  ,ଏଥିପାଇଁ ଆଜି ଆମେ ଏପରି ଏକ ଉପାୟ କହିବୁ , ଯାହା ବାଳକୁ ସବୁବେଳେ କଳା କରିଦେବ ।

ଏହି ଉପାୟ କରିବାକୁ ହେଲେ ଏକ ଅଁଳା ପାଉଡର ନେବାକୁ ହେବ , ଯାହା ବଜାରରେ ସହଜରେ ମିଳିଥାଏ , ଓ ତାପରେ ଏହି ପାଉଡରକୁ ଅଧା ଲିଟର୍ ପାଣିନେଇକରି ଏହି ଦୁହେଁଙ୍କର ଏହି ଦୁହେଁଙ୍କୁ ପରସ୍ପର ମିଶାଇଦିଅନ୍ତୁ  ଓ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ , କିନ୍ତୁ ଧ୍ୟାନ ରଖିବେ କି ଏହାର ପେଷ୍ଟ ତିଆରି କରିବାପରେ ଏହାକୁ ତୁରନ୍ତ ବାଳରେ ଲଗାଇବେ ନାହିଁ , ବରଂ ଏହି ପାଉଡରକୁ ରାତି ସାରା ପାଣିରେ ମିଶାଇ ରଖନ୍ତୁ , ଓ ତାପରେ ସକାଳ ସମୟରେ ଉଠିକରି ଗ୍ୟାସର୍ ଏହାକୁ ଗରମ କରନ୍ତୁ , ଯାହାପରେ ଏହି ପେଷ୍ଟ ଟିକିଏ ପୁର୍ବରୁ ଗାଢା ହୋଇଯିବ , ଓ ଏଥିରେ କମ୍ ସେ କମ୍ ଗୋଟେ ଚାମଚ ରୀଠା ପାଉଡର ମିଶାଇଦିଅନ୍ତୁ , ଓ ଏବେ ଏହି ପେଷ୍ଟ ଭଲ ଭାବରେ ମିଶାନ୍ତୁ , ଓ ଥଣ୍ତା ହେବାକୁ ରଖିଦିଅନ୍ତୁ ।

ଯେବେ ଏହି ପେଷ୍ଟା ଗାଢା ହୋଇଯିବ , ଏଥିରେ ଏକ ଲେମ୍ବୁ କାଟୀକରି ତାହାର ରସ ମିଶାନ୍ତୁ , ଓ ତାପରେ ବାଲରେ ଲଗାନ୍ତୁ , ଧ୍ୟାନ ରଖନ୍ତୁ ଏହି ପେଷ୍ଟ ଆପଣଙ୍କ ଜଡକୁ ନେଇକରି ପୁରା ବାଳରେ ଲାଗିବା ଦରକାର , ପୁରା ଭାବେ ଏହି ପେଷ୍ଟ ଆପଣଙ୍କ ବାଲରେ ଲାଗିଲେ , କିଛି ଘଣ୍ଟା ଶୁଖିବାପରେ ଏହାକୁ ଥଣ୍ତା ପାଣିରେ ଧୋଇଦିଅନ୍ତୁ । ଏହି ବିଧିକୁ କମ୍ ସେ କମ୍ ସପ୍ତାହରେ ୨ ଥର କରନ୍ତୁ , ଏହା ଦ୍ୱାରା ବାଲଗୁଡିକ କଳା ହୋଇଯିବ , ଓ ପ୍ରାକୃତିକ ଚମକ ଆସିଯିବ , ଏହା ଦ୍ୱାରା ବାଳର କିଛି ବି କ୍ଷତି ହେବ ନାହିଁ , ଓ ମୁଣ୍ତକୁ ଥଣ୍ତା ରଖିବ ।

Leave a Reply

Your email address will not be published. Required fields are marked *