December 22, 2024

Odia Express

Leading Odia News Portal of Odisha

ବୁଦ୍ଧି ପରୀକ୍ଷା – କୁହନ୍ତୁ କେଉଁ କପ୍ ରେ ପ୍ରଥମେ କଫି ଭରିବ ? ୯୯ ପ୍ରତିଶତ ଲୋକ ଜବାବ ଦେବାରେ ଫେଲ ହେଇଯିବେ – ଦେଖନ୍ତୁ ସଠିକ ଉତ୍ତର…

ଇଣ୍ଟରନେଟ୍ ରେ ଏମିତି ଟିକିଏ ଟିକିଏ ଅନ୍ତରାଳରେ ନୁଆ ନୁଆ ପହେଲି ଭାଇରାଲ୍ ହେଉଛି , କିନ୍ତୁ ଗୋଟେ ପହେଲି ଏହି ଦିନରେ ବହୁତ ଚର୍ଚ୍ଚିତ ହୋଇଛି , ଯାହା ଦେଖିବାକୁ ସହଜ ଅଟେ , କିନ୍ତୁ ବୁଝିଲା ବେଳକୁ ସେତିକି କଠିନ ଅଟେ, ଏହି ପହେଲି କୁ ଏକ ଟ୍ୱିଟର୍ ୟୁଜର୍ ଅପଲୋଡ୍ କରିଥିଲେ , ଓ ପଚାରିଲେ କୁହ ଏହି ଚିତ୍ରର ଅନୁସାରେ କେଉଁ କପ୍ କଫି ଆଗ ଭର୍ତ୍ତି ହେବ , ଆପଣ ଦେଖନ୍ତୁ ଏହି ଫଟୋକୁ ।ତେବେ ଯଦି ଆପଣାକୁ ଏଭଳି ପ୍ରଶ୍ନ ଓ ଚତୁର ଉତ୍ତର ଭଲ ଲାଗୁଚି ତେବେ ନିଶ୍ଚୟ ସାଙ୍ଗମାନଙ୍କ ସହ ଏହାକୁ ସେୟାର କରନ୍ତୁ | ତେବେ ଚାଲନ୍ତୁ ଆଜି ଜାଣିବା ଏହାର ସଠିକ ଉତ୍ତର

ଏବେ ଯେମିତି ଏହି ଚିତ୍ରରେ ଦେଖିପାରୁଥିବେ କି ଏହା କେଉଁ କଠିନ ପଜଲ୍ ନୁହେଁ , ଟ୍ୱିଟରରେ ଏହାକୁ ଲୋକେ ଫଟାଫଟ ଉତ୍ତର ଦେବାକୁ ଆରମ୍ଭ କରିଦେଲେ , ଜଣେ ୟୁଜର୍ କହିଲେ କି ୪,୯,୭, ତାପରେ ୫ ଭରିବ , ମାନେ ୪ ବିଶେଷ କରି ଆଗ ଭରିବ । ଆଉ ଜଣେ ଲେଖିଲେ ନମ୍ବର ୪ ଆଗ ଭରିବ , ଆମେ ବି ଆଶା କରୁଥିଲୁ କି ନମ୍ବର ୪ ଆଗ ଭରିବ , କିନ୍ତୁ ସବୁ ଲୋକ ଭୁଲ୍ ପ୍ରମାଣିତ ହୋଇଗଲେ , ସଠିକ୍ ଉତ୍ତର ଜଣେ ବ୍ୟକ୍ତି ପୋଷ୍ଟ୍ କଲେ , ଦେଖନ୍ତୁ ତାଙ୍କର ଟ୍ୱିଟ୍ କୁ ।

ତେବେ ଦେଖନ୍ତୁ ସଠିକ୍ ଉତ୍ତର ହେଲା ନମ୍ବର ୫ , ହଁ ଆଜ୍ଞା , କଫି କେବଳ୍ ନମ୍ବର ୫ ବାଲା କପ୍ ରେ ହିଁ ଯିବ , ଆଉ କେଉଁ କପ୍ ରେ ନୁହେଁ , ଟିକିଏ ଏହି ଚିତ୍ରରେ ଲାଲ୍ ଚିହ୍ନକୁ ନଜର ପକାନ୍ତୁ , ପ୍ରକୃତରେ ୪,୯ ଓ ୭ ନମ୍ବର ବାଲା କପ୍ କଫି ତ ଯିବ କିନ୍ତୁ ରାସ୍ତା ବନ୍ଦ ଅଛି  । ତେବେ କିପରି ଲାଗିଲା ଏହି ପଜଲ୍ ନମ୍ବର ୪ ଭାବିଥିଲେ ନା ଆପଣ ।

Leave a Reply

Your email address will not be published. Required fields are marked *