ବଲିଉଡ୍ ଏହି ପ୍ରସିଦ୍ଧ ହିରୋଇନ ମାନେ ଫିଲ୍ମକୁ ଛାଡିକରି ହୋଇଗଲେ ସାଧୁ ସନ୍ଥ , ୨ ନମ୍ବର ବାଲିଙ୍କୁ ଦେଖିଲେ ଚକିତ ହୋଇଯିବେ ଆପଣ – ନିଜେ ବିଶ୍ୱାସ କରିପାରିବେନି…
ଯେପରି କି ଆମେ ସମସ୍ତେ ଜାଣିଛେ କି ବଲିଉଡ୍ ଦୁନିଆଁ ଏକ ଏପରି ଦୁନିଆଁ ଅଟେ , ଯେଉଁଠି ଗ୍ଲାମର ଷ୍ଟାରଡମ୍ ସହ ଭରି ରହିଛି । ଯେଉଁଠି ଏବେ ପର୍ଯ୍ୟନ୍ତ କେତେ ଅଭିନେତା ଅଭିନେତ୍ରୀମାନେ ନିଜର ଜଲୱା ଦେଖାସାରିଛନ୍ତି , ବଲିଉଡ୍ ର ଯୁଗ ଏବେ ନୁହେଁ ବହୁତ ପୁରୁଣା ହେବ , ଯେଉଁଥିରେ ଏବେ ବହୁତ ସାରା ଫିଲ୍ମ ଆସିସାରିଛି , ପୂର୍ବରୁ ଦଶକରୁ ନେଇକରି ଆଜି ପର୍ଯ୍ୟନ୍ତ ଆମେ ବହୁତ ସାରା ଫିଲ୍ମ ଦେଖିବାକୁ ମିଳିଛି , ଓ ସେହି ଫିଲ୍ମଗୁଡିକର ଦେଖିକରି ଆମର ମନୋରଞ୍ଜନ ହୋଇଛି ।
ଆମେ ବହୁତ ସାରା ଫିଲ୍ମ ଦେଖିଥାଉ , ତେବେ ସେହି ଫିଲ୍ମରେ ମୁଖ୍ୟ ଭୁମିକା ନିଭାଇଥାନ୍ତି ଅଭିନେତା ଓ ଅଭିନେତ୍ରୀ , ଓ ଫିଲ୍ମରେ ଭିଲିଆନ୍ ଆମେ ଯେପରି ଜାଣିଛେ କି ଫିଲ୍ମର ମୁଖ୍ୟ ଆକର୍ଷଣ କେନ୍ଦ୍ର ଅଭିନେତ୍ରୀ ହୋଇଥାନ୍ତି , ଆମର ବଲିଉଡ୍ ରେ ଆଜି ପୂର୍ବରୁ କେତେ ଅଭିନେତ୍ରୀ ଆସିଛନ୍ତି ଓ ସେମାନଙ୍କ ମଧ୍ୟରୁ କିଛି ଜଣ ବଲିଉଡ୍ ରେ ଅଛନ୍ତି , କିଛି ଜଣ ବଲିଉଡ୍ ଜଗତ ଛାଡିକରି ଯାଇଛନ୍ତି । ତେବେ କିଛି ଅଭିନେତ୍ରୀ ଅଛନ୍ତି ଯିଏକି ବାହା ହୋଇ ନିଜର ଜୀବନ ବସାଇସାରିଲେଣି । ଓ କିଛି ସଂମ୍ପର୍କ ଶେଷ କରିସାରିଛନ୍ତି , କିନ୍ତୁ ଏହି ମାନଙ୍କର ମଧ୍ୟରୁ ଯିଏକି କିଛି ବର୍ଷ ପୂର୍ବରୁ ବହୁତ ସାରା ହିଟ୍ ଫିଲ୍ମରେ ନଜର ଆସିଥିଲେ , କିନ୍ତୁ କିଛି ହିଁ ଫିଲ୍ମ ପରେ ସେ ଗାୟବ ହୋଇଗଲେ , ଓ ବଲିଉଡ୍ ଗ୍ଲାମର ଦୁନିଆଁକୁ ଛାଡି ଏବେ ସାଧବୀ ହୋଇସାରିଲେଣି । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।
୧) ତନୁଶ୍ରୀ ଦତ୍ତା : ତନୁଶ୍ରୀ ଦତ୍ତା ଯିଏକି ବଲିଉଡ୍ ରେ ଜଣେ ବୋଲ୍ଡ ଅଭିନେତ୍ରୀ ହିସାବରେ ଜଣାଯାଆନ୍ତି , ଏବେ ବଲିଉଡ୍ ରେ ସେ କମ୍ ହିଁ ଫିଲ୍ମ କରିଛନ୍ତି । ଆପଣଙ୍କୁ ମନେ ପକାଇଦେବୁ କି ତନୁଶ୍ରୀ ଦତ୍ତା ୨୦୦୫ ର ଫିଲ୍ମ ଚକଲେଟ ଓ ଆଶିକ୍ ବନାୟା ଆପନେ ରେ ଡେବ୍ୟୁ କରିଥିଲେ, ତାହା ପୂର୍ବରୁ ୨୦୦୩ ରେ ମୁମ୍ବାଈରେ ଫେମିନା ମିସ୍ ଇଣ୍ତିଆରେ ବିଜୟ ଲାଭ କରିଥିଲେ , କିନ୍ତୁ କିଛି ସମୟ ପାଇଁ ତନୁଶ୍ରୀ ଫିଲ୍ମରୁ ଦୁରେଇ ଯାଈକରି ଏବେ ଅଧ୍ୟାମ ଜୀବନ ଅତିବାହିତ କଲେଣି । ତନୁଶ୍ରୀ ଏବେ ଆମେରିକାରେ ସାଧବୀ ଜୀବନ ଅତିବାହିତ କରୁଛନ୍ତି ।
୨) ବର୍ଖା ମଦାନ୍ : ସେ ବହୁତ ସାରା ଫିଲ୍ମରେ କାମ କରିଛନ୍ତି , ଏହାପରେ ବର୍ଖାଙ୍କ ଜୀବନରେ ଏମିତି ଏକ ମୋଡ ଆସିଲା , ଯାହାପରେ ସେ ଫିଲ୍ମରେ କାମ କରିବା ବନ୍ଦ ହୋଇଗଲା , ଓ ସେ ନିଜ ଘର ଛାଡିକରି ୨୦୧୨ ରେ ସାଧବି ହୋଇଗଲେ , କେବେ ଗ୍ଲାମର ଇଣ୍ତଷ୍ଟ୍ରିରେ ରହୁଥିବା ବର୍ଖାଙ୍କ ଆଲମାରୀରେ ଏବେ ଦୁଇ ଯୋଡା କପଡା ଓ ଗୋଟିଏ ଯୋଡି ଚପଲ ମିଳିବ , ଯେଉଁଠି ତାଙ୍କ ସଂମ୍ପତ୍ତିର କଥା ଆସେ ତେବେ ସେ ନିଜ ପାଖରେ ଏକ ମୋବାଇଲ୍ ଓ ଲାପଟପ୍ ରଖନ୍ତି , ସେ ବହୁତଥର ଧର୍ମଶାଳା , ହିମାଚଳ ପ୍ରଦେଶ , ରେ ମେଡିଏଟେସନ୍ କରିଛନ୍ତି , ତାପରେ ବୋଦ୍ଧଗୟାରେ ତାରା ଚିଲଡ୍ରେନ୍ ପ୍ରୋଜେକ୍ଟରେ ଏଚ୍ ଆଇଭି ଗ୍ରସ୍ତ ଛୁଆଙ୍କ ସେବା କରୁଥିବାର ନଜର ଆସିଛନ୍ତି ।
୩) ମନୀଷା କୋଇରାଲା : ମନୀଷା କୋଇରାଲା ଆଜି କେଉଁ ପରିଚୟର ଆବଶ୍ୟକତା ପଡିବ ନାହିଁ , ୯୦ ଦଶକର ସବୁଠାରୁ ସୁନ୍ଦର ଓ ଟପ୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ ମନୀଷା କୋଇରାଲା ନିଜ ଫିଲ୍ମ କ୍ୟାରିୟର ଫିଲ୍ମ ସୌଦାଗର କରିଥିଲେ, କିନ୍ତୁ ବିବାହ ପରେ ସେ ଫିଲ୍ମରୁ ଦୁରେଇ ଗଲେ , ଏହାପରେ ସେ ସାଧବୀ ହୋଇଗଲେ , ଏହି ଦିନରେ ମନୀଷା ସିଂହସ୍ଥ କୁମ୍ଭ ରେ ଭଗବାନ ଓ ଯୋଗ ରୁଷିଙ୍କର ଶରଣରେ ଅଛନ୍ତି ।
ମମତା କୁଲକର୍ଣ୍ଣି : ୯୦ ଦଶକର ବଲିଉଡ୍ ଇଣ୍ତଷ୍ଟ୍ରିରେ ସେକ୍ସ ସିମ୍ପଲ୍ ହିସାବରେ ଲୋକପ୍ରିୟତା ପାଇଥିବା ଅଭିନେତ୍ରୀ ମମତା କୁଲକର୍ଣ୍ଣି ଏବେ ଯୋଗୀ ହୋଇସାରିଛନ୍ତି । କରନ ଅର୍ଜୁନ୍ ଓ ବାଜି ପରି ଫିଲ୍ମରେ କାମ କରିଥିବା ଗ୍ଲାମର୍ସ ମମତା ଗତ ଗୋଟେ ଦଶକରୁ ଗ୍ଲାମର୍ ଦୁନିଆଁରୁ ଅଲଗା ରହିଛନ୍ତି । ଯାହାପରେ ସେ ମମତାଙ୍କ ଜୀବନରେ ଏକ ଏମିତି ମୋଡ୍ ଆସିଲା ଯାହାପରେ ସେ ଆଧ୍ୟାମ ଜୀବନ ବାଛିନେଲେ , ସେ ଆଧ୍ୟାମ ଉପରେ ଏକ ବହି ଲେଖିଛନ୍ତି ଯାହାର ଅଟୋବାୟୋଗ୍ରାଫି ଅଫ୍ ଆଣ୍ତ ଯୋଗିନୀ ଅଟେ ।