ଭାରତ ଓ ଶ୍ରୀଲଙ୍କା T20 ମ୍ୟାଚ – ପ୍ରଥମ ଟି୨୦ ମ୍ୟାଚ ବର୍ଷା ଛାଡିବା ପରେ ମଧ୍ୟ ଗ୍ରାଉଣ୍ଡ ଷ୍ଟାଫ ଙ୍କ ଏହି ଛୋଟ ଭୁଲ ପାଇଁ ମ୍ୟାଚ ହେଇ ପାରିଲା ନାହିଁ…
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟୀ ଟ୍ୱେଣ୍ଟି ସିରିଜ୍ ର ପ୍ରଥମ ମୁକାବଲା ଗୁଆହାଟିରେ ଖେଳାଯିବାର ଥିଲା , ବର୍ଷାର କାରଣରୁ ଏହି ମୁକାବଲା ରଦ୍ଧ ହୋଇଗଲା , ଦୁହେଁ ଟିମ୍ ଙ୍କର ୨୦୧୮ ପରେ ଏହା ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ୍ ଥିଲା , କିନ୍ତୁ ଫ୍ୟାନ୍ସଙ୍କୁ ଏହା ନିରାଶା ହେଲା , ଗୁଆ ହାଟିରେ ଏହା କେବଳ ପ୍ରଥମ ବର୍ଷାର ସଂମ୍ଭାବନା କରାଯାଉଛି , ଓ ଏମିତି ହିଁ ହେଲା। ମ୍ୟାଚର ଆରମ୍ଭରୁ ବର୍ଷା ହେଲା କିନ୍ତୁ ଜଲଦି ଅଟକି ଗଲା , ଏହି ସମୟରେ ପିଚ୍ ରେ ପାଣି ଚାଲିଗଲା, ଗ୍ରାଉଣ୍ତ ଷ୍ଟାଫ୍ ଲଗାତାର ପରିଶ୍ରମ କରିଥିଲେ, କିନ୍ତୁ ସେ ସୁଖିପାରିଲା ନାହିଁ ଓ ମ୍ୟାଚକୁ ରଦ୍ଧ କରିବାକୁ ପଡିଲା , ଏହାର ପୁର୍ବରୁ ସେପ୍ଟେମ୍ବର ମାସରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ହେବାକୁ ଥିବା ମ୍ୟାଚରେ ବର୍ଷାର କାରଣରୁ ରଦ୍ଧ କରାଯାଇଥିଲା , ସେହି ମ୍ୟାଚରେ ଲଗାତାର ବର୍ଷା କାରଣରୁ ଟସ୍ ବି ପଡିପାରିଲା ନାହିଁ ।
ଭାରତୀୟ ଟିମ୍ ଅଧିନାୟକ ବିରାଟ କୋହଲି ଟସ୍ ଜିତିକରି ପ୍ରଥମ ବୋଲିଙ୍ଗ୍ କରିବାର ଫଇସଲା ବୋଲିଙ୍ଗ୍ କରିବାର ଫଇସଲା କରିଥିଲେ, ଏହି ମ୍ୟାଚରେ ମନୀଷ ପାଣ୍ତେ , ରବିନ୍ଦ୍ର ଜାଡେଜା, ୟଜୁବେନ୍ଦ୍ର ଚେହେଲ୍ , ଓ ସଞ୍ଜୁ ସ୍ୟାମସନ୍ ବାହାର ରଖାଯାଇଥିଲା । ଶ୍ରୀଲଙ୍କା ସେପ୍ଟେମ୍ବର-ଅକ୍ଟୋବରରେ ଯୁବା ଟୀମ୍ ପାକିସ୍ଥାନକୁ ତାର ଘରେ ହରାଇଥିଲେ, ତାହାପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି ଟ୍ୱେଣ୍ଟି ସିରିଜ୍ ରେ ସେମାନେ ଶୋଚନୀୟ ହାର୍ ର ସାମ୍ନା କରିବାକୁ ପଡିଥିଲା , ସେ ଏବେ ପର୍ଯ୍ୟନ୍ତ ଭାରତ ବିପକ୍ଷରେ ଦ୍ୱିପାକ୍ଷିକ ଟି ଟ୍ୱେଣ୍ଟି ସିରିଜ୍ ରେ ଜି ହାସିଲ୍ କରିପାରି ନାହାନ୍ତି ।
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ଟି ମ୍ୟାଚ ମଧ୍ୟରୁ ଟି ଟ୍ୱେଣ୍ଟିର ଦ୍ୱିତୀୟ ମୁକାବଲା ଇନ୍ଦୋରର ହୋଲକର ଷ୍ଟାଡିୟମ୍ ରେ ଖେଳାଯିବ , ଏହି ମୁକାବଲା ୭ ଜାନୁୟାରୀ କୁ ଖେଳାଯୀବ , ଏହି ମଇଦାନରେ ଭାରତ ଶ୍ରୀଲଙ୍କା ମଧ୍ୟରେ ୨୦୧୭ ରେ ଏହି ମଇଦାନରେ ଟି ଟ୍ୱେଣ୍ଟି ମୁକାବଲା ଖେଳାଯାଇଥିଲା । ଏହି ମ୍ୟାଚରେ ରୋହିତ୍ ଶର୍ମା ୩୫ ଟି ବଲରେ ଶତକ ଯୋଡିକରି ବିଶ୍ୱ ରେକର୍ଡ କରିଥିଲେ, କେଏଲ୍ ରାହୁଲ୍ ଏହି ମ୍ୟାଚରେ ୮୯ ରନ୍ କରିଥିଲେ , ମଇଦାନ ଛୋଟଅଛି , ଏହି କାରଣରୁ ଫ୍ୟାନ୍ସ ଲଗାତାର ବଡ ସଟ୍ ଦେଖିବାକୁ ପାଇପାରନ୍ତି , ସିରିଜ୍ ଜିତିବା ପାଇଁ ଏବେ ଟିମ୍ କୁ ଆଗାମୀ ଦୁହେଁ ମ୍ୟାଚ୍ ଜିତିବାକୁ ହେବ ।