December 22, 2024

Odia Express

Leading Odia News Portal of Odisha

ଇରଫାନ୍ ପଠାନ୍ ସନ୍ୟାସ ନେବାପରେ ମହେନ୍ଦ୍ର ସିଂ ଧୋନି ଉପରେ ଏହି ବଡ କଥା କହିଦେଲେ – କହିଲେ ସେ ମୋ ଉପରେ ଭରସା କରିଲେ ନାହିଁ ନହେଲା ମୁଁ…

୩୫ ବର୍ଷିୟ ଅଲରାଉଣ୍ତର ଇରଫାନ୍ ପଠାନ୍ ଶନିବାରକୁ କ୍ରିକେଟ୍ ର ସବୁ ପ୍ରାରୁପରୁ ସନ୍ୟାସ ନେବାପାଇଁ ଘୋଷଣା ଦେଇଥିଲେ,  ଟିମ୍ ଇଣ୍ତିଆର ପ୍ରମୁଖ ସ୍ୱିଙ୍ଗ୍ ବୋଲର୍ ଭାବେ ଜଣାଶୁଣା ଇରଫାନ୍ ପଠାନ୍ ବିଦେଶ ଫ୍ରାଞ୍ଚାଇଜି ଆଧାରିତ ଲିଗ ପାଇଁ ଉପଲ୍ଲବ୍ଧ ରହିପାରିବେ , ଇରଫାନ୍ ପଠାନ୍ ଅକ୍ଟୋବର ୨୦୧୨ ରେ ଶେଷଥର ଟିମ୍ ଇଣ୍ତିଆ ଜର୍ସି ପିନ୍ଧିଥିଲେ,  ଯେବେ ସେ କଲମ୍ବୋ ରେ ଟି ଟ୍ୱେଣ୍ଟି ୱାର୍ଲଡ କପ୍ ସମୟରେ ସାଉଥ୍ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳିଥିଲେ ।ଇରଫାନ୍ ନିଜ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇକରି ଏକ ବଡ କଥା କହିଥିଲେ ସେ କହିଲେ କି ମୁଁ ଭାରତୀୟ ଟୀମ୍ ପାଇଁ ଶେଷ ମ୍ୟାଚ ୨୦୧୨ ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲି , ତେବେ ମୁଁ ୨୭ ବର୍ଷୀୟ ଥିଲି

ଏବେ ବହୁତ ସାରା କ୍ରିକେଟିୟରମାନେ ଡେବ୍ୟୁ କରିଛନ୍ତି , କିନ୍ତୁ ୩୦୧ ଇଣ୍ଟରନ୍ୟାଶାନାଲ୍ ୱିକେଟ୍ ନେବାପରେ ବି ମହେନ୍ଦ୍ର ସିଂ ଧୋନୀ ମୋତେ ଭରସା ଜତାଇନଥିଲେ ॥ ଆଜି ମୁଁ ସବୁ ପ୍ରକାରର କ୍ରିକେଟ୍ ରୁ ସନ୍ୟାସ ନେଉଛି , ଏହା ମୋର ପାଇଁ ଏକ ଭାବୁକ ମୁହୁର୍ତ୍ତ ଅଟେ , କିନ୍ତୁ ଏହା ଏକ ଏପରି ସମୟ ଅଟେ , ଯାହା ସବୁ ଖେଳାଳୀଙ୍କ ଜୀବନରେ ଆସିଥାଏ , ଛୋଟ ଜାଗାରୁ ଆସିଛି , ଓ ମୋତେ ସଚିନ୍ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ପରି ମହାନ୍ ଖେଳାଳୀଙ୍କ ସହ ଖେଳିବାକୁ ସୁଯୋଗ ମିଳିଛି , ଯାହାର ଇଚ୍ଛା ସମସ୍ତଙ୍କର ହୋଇଥାଏ ଭାରତ ତରଫରୁ ଖେଳିବା ଶିର୍ଷରେ ରହିବ

ସେ କହିଲେ ଯଦି ମୁଁ ପଛକୁ ବୁଲି ଦେଖୁଛି , ତେବେ ବହୁତ କ୍ଷଣ ଅଛି , ନିଶ୍ଚିତ ଭାଏ ମେଥ୍ୟୁ ହେଡେନ୍ ରୁପରେ ନିଜ ପ୍ରଥମ ୱ୍ରିକେଟ୍ ହାସିଲ କରିବା ସାମିଲ୍ ଅଛି , କିନ୍ତୁ ମୋତେ ପଦାର୍ପଣ କରିବାପରେ କ୍ୟାପ୍ ମିଳିଲା ତାହା ଖାସ୍ କ୍ଷଣ ଥିଲା,  ଏହା ମୋର ହୃଦୟର ପାଖାପାଖି ଅଟେ , କାରଣ ଏହି କ୍ୟାପ୍ ପାଇଁ ପୁରା ପରିଶ୍ରମ କରିଥାଉ , ଇରଫାନ୍ ଟେଷ୍ଟ ହ୍ୟାଟ୍ରିକ୍ ବିଷୟରେ କହିଲେ କି ଏହା ମୋର ପାଇଁ ସ୍ମରଣୀୟ ସମୟ ଥିଲା,  କିନ୍ତୁ ନିଜ ହିସାବରେ ଏହି ହ୍ୟାଟ୍ରିକ୍ କଥା କରିବି ନାହୀଁ ଆମେ ମ୍ୟାଚ୍ ହାରିଯାଇଥିଲୁ ।

ଇରଫାନ୍ ୨୦୦୭ ର ଟି ଟ୍ୱେଣ୍ଟି ୱାର୍ଲଡ୍ କପ୍ ବିଜେତା ଭାରତୀୟ ଟିମ୍ ର ଭାଗରେ ଥିଲେ,  ପାକିସ୍ଥାନ ବିପକ୍ଷରେ ଫାଇନାଲ୍ ରେ ମ୍ୟାଚ୍ ଅଫ୍ ଦି ମ୍ୟାଚ୍ ରହିଥିଲେ,  ୨୦୦୬ ରେ ପାକିସ୍ଥାନ ଗ୍ରସ୍ତରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ,  ଯେବେ ହରଭଜନ ସିଂ ପରେ ହାଟ୍ରିକ୍ ନେବାର ଦ୍ୱିତୀୟ ଭାରତୀୟ ହେଲେ , ସେ କରାଚି ଟେଷ୍ଟରେ ସଲାମାନ ବଟ୍, ୟୁନିସ୍ ଖାନ୍ , ଓ ମହମ୍ମଦ ୟୁସୁଫ୍ ଲଗାତାର ବଲରେ ଆଉଟ୍ କରି ହାଟ୍ରିକ୍ ନେଇଥିଲେ,  ଇରଫାନ୍ ପଠାନ୍ ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥରେ ଭାରତୀୟ ଟିମ୍ କୁ ଜିତ୍ ଦେଇଥିଲେ , ଏହାପରେ ସେ ନିଜ କ୍ୟାରିୟର ସମୟରେ ଆଘାତ ଯୋଗୁଁ ଚିନ୍ତିତ ରହିଲେ , ଓ ତାଙ୍କର ଫର୍ମ ହ୍ରାସ ହେବାକୁ ଲାଗିଲା,  ବଲ୍ ସ୍ୱିଙ୍ଗ୍ କରିବାର କ୍ଷମତା ଆସ୍ତେ ଆସ୍ତେ ଧିମା ପଡିଗଲା ,

Leave a Reply

Your email address will not be published. Required fields are marked *