ସ୍ତ୍ରୀ ସେମିତି ଯେତେ ବି ସଚ୍ଚୋଟ ହେଉ ନା କାହିଁକି , କିନ୍ତୁ ନିଜ ସ୍ୱାମୀକୁ ଏହି ୨ ଟି କଥା କେବେ ଜଣାପଡିବାକୁ ଦିଏ ନାହିଁ – ଜାଣନ୍ତୁ କଣ ସେହି କଥା…
ଜଣାଇଦେବୁ କି ବିବାହ କରିବା ଏକ ପବିତ୍ର ବନ୍ଧନ ହୋଇଥାଏ , ଯାହା ବିଶ୍ୱାସର ଡୋରରେ ବନ୍ଧା ହୋଇଥାଏ , ଯଦି ଏହି ଡୋରି ଥରେ ଭାଙ୍ଗିଯାଏ ତେବେ ଏଥିରେ ବୈବାହିକ ଜୀବନ ପୁରା ଚୁର୍ ମାର୍ ହୋଇଯାଏ , ବିବାହ ସଂମ୍ପର୍କରେ ଏହା ଜରୁରୀ ହୋଇଥାଏ କି ନିଜ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କେତେ ବିଶ୍ୱାସ ଅଛି , ସେତିକି ବିଶ୍ୱାସ ଉଭୟଙ୍କ ଉପରେ ରହିବା ନିତାନ୍ତ ଜରୁରୀ । ଏମିତିରେ ସ୍ତ୍ରୀ ଯଦି ସ୍ୱାମୀ ପାଖରେ କିଛି କଥା ଲୁଚାଏ ତେବେ କେବଳ ନା ନିଜ ସ୍ୱାମୀଙ୍କୁ ବର୍ଂ ଛୁଆର ଭଲ ପାଇଁ ଲୁଚାଇଥାଏ , ଓ ଏହି କଥା ଏକ ସ୍ୱାମୀ ନିଶ୍ଚିତ ବୁଝିବା ଦରକାର, ଆଜି ଆମେ ଆପଣଙ୍କୁ ଏମିତି କଥା କହିବାକୁ ଯାଊଛୁ , ଯାହା ଏକ ସ୍ତ୍ରୀ ନିଜ ସ୍ୱମୀଙ୍କୁ ଲୁଚାଇଥାଏ , ଓ ଏହାପରେ ବି ସ୍ୱାମୀ ତାକୁ ସନ୍ଦେହ କରିବା ଉଚିତ୍ ନୁହେଁ , କାରଣ ନିଜ ସ୍ତ୍ରୀ ସ୍ୱାମୀର ଭଲ ପାଇଁ ତାହା ଲୁଚାଇଥାଏ ।
୧) ପଇସା ଜମା କରିବା : ସବୁ ସ୍ତ୍ରୀ ନିଜ ସ୍ୱାମୀକୁ ଭବିଷ୍ୟରେ ପଇସା ଜମା କରିବା କଥା ଲୁଚାଇଥାଏ , ହଁ ଆଜ୍ଞା ସ୍ତ୍ରୀ ରୋଷେଇ ଘରୁ ନେଇକରି ଘରର ଖର୍ଚ୍ଚ ପର୍ଯ୍ୟନ୍ତ ପଇସା ଏକାଠି କରିଥାଏ , ଯାହା ଦ୍ୱାରା ଭବିଷ୍ୟତରେ କେବେ ସ୍ୱାମୀଙ୍କୁ ପଇସାର ଅଭାବ ନ ଲାଗୁ , ଯାହା ଦ୍ୱାରା ସେ ସଞ୍ଚିତ ପଇସାରୁ ସ୍ୱାମୀକୁ ସହଯୋଗ କରିପାରୁ ।
୨) ପରିବାର ସହ ଯୋଡିହୋଇଥିବା ସମସ୍ୟା : ଏମିତି ତ ପରିବାର ମଧ୍ୟରେ ନାନାଦି ସମସ୍ୟା ଦେଖିବାକୁ ମିଳେ , ହଁ ଆଜ୍ଞା ଏହା ଜାହିର୍ କଥା କି ଜଣେ ମଣିଷ ଏକ ପରିବାରରେ ରହିଥାଏ , ଟିକିଏ ମତଭେଦ ଲଢାଇ ଝଗଡା ହେବା ସ୍ୱଭାବିକ , କିନ୍ତୁ ଦ୍ୱିତୀୟ ପଟେ ତାହାର ସ୍ୱାମୀ ଯେବେ ଥକି କରି ଘରକୁ ଫେରେ ଓ ତାର ଦିମାଗରେ ପୂର୍ବରୁ ଅଫିସ୍ ର କାମ ଚିନ୍ତା ରହିଥାଏ , ଏମିତିରେ ସ୍ତ୍ରୀ ଘରେ ହେଉଥିବା ସମସ୍ୟା କେବେ କୁହେ ନାହିଁ ।
ଯେପରି ଘରେ ଛୁଆଙ୍କ ସହ ସଂମ୍ପର୍କର ବିଗଡିବା , କିମ୍ବା ନିଜ ଶାଶୁଙ୍କ ସହ କିଛି ପାଟିତୁଣ୍ତ ହେବା , ଆଦି ସବୁ ଜିନିଷକୁ ସ୍ତ୍ରୀ ନିଜ ମଧ୍ୟରେ ସିମିତ ରଖେ , ଯାହା ଦ୍ୱାରା ସ୍ୱାମୀ ବିନା ଚିନ୍ତାରେ ରହିପାରୁ , କିନ୍ତୁ ସ୍ୱାମୀକୁ ଯେବେ ପରେ ଏହି କଥା ଜଣା ପଡେ ତେବେ ସେ ନିଜ ସ୍ତ୍ରୀକୁ ଦୋଷୀ ବନାଇବାରେ ଟିକିଏ ବି ବିଳମ୍ବ କରେ ନାହିଁ। ଯେବେ କି ତାର ସ୍ତ୍ରୀ ତାର ଭଲ ପାଇଁ ଏହା ସବୁ କରୁଛି , ଓ ଏକେଲା ହିଁ ଏହି ସମସ୍ୟାକୁ ବୁଝାମଣା କରିଦେଇଥାଏ , କିନ୍ତୁ ଏହି ଦେଶରେ ସ୍ୱାମୀଙ୍କୁ କିଏ ବା ବୁଝାଇବ , ସ୍ତ୍ରୀ ଏହି କଥାକୁ ଲୁଚାଇବାରେ ଏକ ଅଲଗା ଇଚ୍ଛା ରଖିଥାନ୍ତି । ଏଥିପାଈଁ ଆପଣଙ୍କ ଆଗରେ କେବେ ବି ନିଜ ସ୍ତ୍ରୀର ଏହି କଥାକୁ ବିଷୟରେ ଜାଣିଲେ ତେବେ ନାରାଜ୍ ହେବା ପରିବର୍ତ୍ତେ ଟୀକିଏ ବୁଝିବାକୁ ଚେଷ୍ଟା କରନ୍ତୁ , ଓ ସବୁବେଳେ ତାଙ୍କ ସାଥ୍ ଦିଅନ୍ତୁ ।