December 22, 2024

Odia Express

Leading Odia News Portal of Odisha

ଶନି ଚଲାଇଲେ ଓଲଟା ଚାଲି , ୨୦୨୦ ରେ କୋଟିପତି ସଂମ୍ପତ୍ତିର ମାଲିକ ହେବେ ଏହି ୪ ଟି ରାଶିର ଲୋକେ – ଦେଖନ୍ତୁ କଣ କହୁଛି ଆପଣଙ୍କ ରାଶି..

କହିଦେବୁ କି ଜ୍ୟୋତିଷ୍ୟରେ ଶନିଙ୍କୁ ପାପ ଗ୍ରହ ବୋଲି କୁହାଯାଇଛି , ଶନି ସନ୍ତୁଳନ ଓ ନ୍ୟାୟର ଗ୍ରହ ବୋଲି ବି କୁହାଯାଏ , ସେମିତି ଶନିଦେବ ଭୁଲ୍ ଓ ବେଇମାନ ଲୋକଙ୍କୁ ପିଡିତ କରାଇଥାନ୍ତି , ସେମିତି ଇମାନଦାର୍, ପରିଶ୍ରମୀ ଲୋକଙ୍କୁ ପୁରସ୍କୃତ କରିଥାନ୍ତି , ଜ୍ୟୋତିଷ୍ୟ ଜାନକାରଙ୍କ କଥା ମାନିଲେ ଶନିଙ୍କ ନଜର ବହୁତ ଅଲଗା ହୋଇଥାଏ,  ସମସ୍ତ ଗ୍ରହରୁ ଅଧିକା ଶକ୍ତିଶାଳୀ ଗ୍ରହ ଶନିଙ୍କର ହୋଇଥାଏ । ଓ ଶନିଙ୍କ ଦୃଷ୍ଟି ଅଲଗା ଅଲଗା ଗ୍ରହରେ ପଡିକରି ଦୁଷ୍ପପରିଣାମ କରିଥାଏ । ସେମିତି ଶନିଦେବ ୧୮ ଅପ୍ରେଲ୍ ୨୦୨୦ ମସିହା ସକାଳ ୭,୧୦ ମିନିଟ୍ ରେ ଧନୁ ରାଶିରେ ବକ୍ରି ହୋଇସାରିଲେଣି । ଓ ୬ ଡିସେମ୍ବରକୁ ୨୦୨୦ କୁ ସଂନ୍ଧ୍ୟା ୫,୦୨ ମିନିଟ୍ ରେ ଏହି ରାଶିରେ ମାର୍ଗୀ ହେବେ , ଓ ଏହି ସମୟରେ ଶନିଙ୍କର ବକ୍ରି ଅବଧି ପ୍ରାୟ ୧୪୨ ଦିନ ପର୍ଯ୍ୟନ୍ତ ରହିବ ।

ମେଷ ରାଶି : ଶନିଙ୍କର ଭାଗ୍ୟ ସ୍ଥାନ ବକ୍ରି ହେବା ମେଷ ରାଶିପାଇଁ ଶୁଭ ଫଳ ନେଇଆସିବ , ଶନିଙ୍କ ବକ୍ରି ହେବା କାରଣରୁ ମେଷ ରାଶିର ଲୋକଙ୍କ ପାଇଁ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ଅର୍ଜିତ କରିପାରିବେ , ଭାଗ୍ୟ ସହ ସାଥ୍ କମ୍ ମିଳିବ , ଆର୍ଥିକ ସ୍ଥିତିର କଥା କହିଲେ ସମୟ ଭଲ ଯାଉନାହିଁ , ଓ କ୍ଷତି ଉଠାଇବାକୁ ପଡିବ , ଶତ୍ରୁ ଆପଣଙ୍କ ଉପରେ ହାବି ରହିବେ , କେଉଁ ବିବାଦରେ ପଡନ୍ତୁ ନାହିଁ ।

ବୃଷ ରାଶି : ଏହି ସମୟରେ ଆପଣଙ୍କୁ କାର୍ଯ୍ୟସ୍ଥଳରେ ବହୁତ ସାବଧାନ ରହିବାକୁ ହେବ , ଛାତ୍ରଙ୍କର ପାଇଁ କଠିନ୍ ସମୟ୍ ହେବ , ଚାକିରି କରୁଥିବା ଲୋକ ଚିନ୍ତାରେ ପଡିପାରନ୍ତି , ବିଜନେସ୍ କରୁଥିବା ଲୋକ ଧନର ହାନି ଭୋଗିବେ , ଆପଣଙ୍କର ରୋମାଣ୍ଟିକ୍ ଲାଇଫ୍ ରେ ଅସୁବିଧା ଆସିପାରେ , ଭାଗ୍ୟର ସହ ସାଥ୍ ନ ମିଳିପାରିବାରୁ ନିରାଶା ଲାଗିପାରେ ।

ମିଥୁନ ରାଶି : ଶନିଙ୍କର୍ ବକ୍ରି ହେବା କାରଣରୁ କିଛି ଅସୁବିଧା ଆସିପାରେ , ଓ ଏହି ସମୟରେ ଭାଗ୍ୟ ଆପଣଙ୍କର ସାଥ୍ ଦେବ ନାହିଁ , ଏହି ଅବଧିରେ ଅଚାନକ କିଛି ଦୁର୍ଘଟଣା ହୋଇପାରେ , ସଫଳତା ପାଇବାକୁ ହେଲେ ପ୍ରୟାସ ଜାରି ରଖନ୍ତୁ , ଶନିଙ୍କର ବକ୍ରି ହେବା ଦ୍ୱାରା ବୈବାହିକ ଜୀବନରେ କିଛି ସମସ୍ୟା ଆସିପାରେ , ଏହି ଅବଧୀରେ ଚାକିରି ବେପାରରେ ସଫଳତା ଲାଭ ପାଇବାପାଇଁ ଅଧିକା ପରିଶ୍ରମ କରିବାକୁ ପଡିପାରେ , କାରଣ ବକ୍ରି ଶନିଙ୍କ ଆପଣଙ୍କ ଠାରୁ ଦୁଇ ଗୁଣା ପ୍ରୟାସ କରିବ , ଓ ସ୍ୱାସ୍ଥ୍ୟର ମାମଲାରେ ଶନି ହାନିକାରକ ରହିବ , ଓ ବାହାନ ସାବଧନତା ପୂର୍ବକ ଚଲାନ୍ତୁ ।

କନ୍ୟା ରାଶି : ଶନିଙ୍କର ବକ୍ରି ହେବା କାରଣରୁ ସଫଳତା ପ୍ରାପ୍ତିରେ ବାଧା ଆସିପାରେ , ଓ ହେଉଥିବା କାମ ବିଗିଡି ପାରେ , ଏଥିପାଇଁ ଟିକିଏ ଧୈର୍ଯ୍ୟ ଓ ସଂୟମ ରଖନ୍ତୁ , ଓ ଏହି ଅବଧିରେ ସ୍ୱାସ୍ଥ୍ୟ ସଂବନ୍ଧି କିଛି ସମସ୍ୟା ଆସିପାରେ , ଓ ଆପଣଙ୍କ କାର୍ଯ୍ୟରେ ଅସୁବିଧା ଆସିପାରେ ।

Leave a Reply

Your email address will not be published. Required fields are marked *