ନିଜ ନାମର ପ୍ରଥମ ଅକ୍ଷର ଅନୁସାରେ ଜାଣନ୍ତୁ କେଉଁ ନାମର ଝିଅ ସହ ଆପଣଙ୍କ ବିବାହ ହେବ , ଦୁନିଆଁର ସବୁଠାରୁ ବେଷ୍ଟ ଯୋଡି ହୋଇଥାଏ ଏହି ନାମର ଯୋଡି…
ଆପଣଙ୍କ ନାଁର ପ୍ରଥମ ଅକ୍ଷର ଆପଣଙ୍କ ବ୍ୟକ୍ତିତ୍ୱ ଓ ଆପଣଙ୍କ ସ୍ୱଭାବ ବିଷୟରେ ବହୁତ କିଛି କହିଥାଏ , ନାଁର ଅର୍ଥ ଆପଣଙ୍କ ସ୍ୱଭାବ ପରିଚୟ ଦେଇଥାଏ , କିନ୍ତୁ ଆପଣଙ୍କ ନାଁ କେଉଁ ଅକ୍ଷରରୁ ଆରମ୍ଭ ହୋଇଛି , ଏହି କଥା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ , ସବୁ ନାଁର କିଛି ନା କିଛି ଅର୍ଥ ନିଶ୍ଚିତ ଥାଏ , ଓ ଏହି ଅର୍ଥ ଆପଣଙ୍କ ଜୀବନରେ ସାର୍ଥକ କରିଥାଏ , ଏହି କାରଣରୁ ସବୁ ବାପା ମା ନିଜ ଛୁଆଙ୍କ ନାଁ ଭାବିଚିନ୍ତି ଦେଇଥାନ୍ତି , କିନ୍ତୁ ନାଁ ର ଆରମ୍ଭରୁ କେଉଁ ଅକ୍ଷରରୁ ଆରମ୍ଭ ହେବ ତାହା ଆପଣଙ୍କ କୁଣ୍ତଳୀରୁ ଜଣାପଡିଥାଏ , ଯାହା ଆପଣଙ୍କ ଜନ୍ମ ସମୟରୁ ନିର୍ଦ୍ଧାରିତ ହୋଇଥାଏ । ଆଜିର ସମୟରେ ସମସ୍ତେ ନିଜ ଜୀବନସାଥୀଙ୍କ ବିଷୟରେ ଜାଣିବାକୁ ବହୁତ ଉତ୍ସୁକତା ରଖନ୍ତି , ବରଂ ଜ୍ୟୋତିଷ୍ୟ ବିଜ୍ଞାନରେ ଏକ ମହତ୍ତ୍ୱପୁର୍ଣ୍ଣ ଭୁମିକା ନିଭାଇଛି , ଯଦି ଆପଣ ଯୁବା ଅଟନ୍ତି , ତେବେ ଆପଣଙ୍କ ମନରେ କେବେ ନା କେବେ ଏହି କଥା ଆସିଥିବ କି ମୋର ବାହାଘର କେଉଁ ନାଁ ଝିଅ ସହ ହେବ । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।
A ନାଁର ଲୋକ : ଏହି ନାଁର ଲୋକେ ସ୍ୱଭାବରୁ ବହୁତ ଆକର୍ଷୀତ ହୋଇଥାନ୍ତି , ଯେଉଁ ଲୋକଙ୍କର ନାଁ ଅ,ୟା, ଏ ରୁ ଆରମ୍ଭ ହୋଇଥାଏ ସେମାନଙ୍କର ଖୁବି ହୋଇଥାଏ କି ସେମାନେ ପରିଶ୍ରମୀ ଓ ଧୈର୍ଯ୍ୟବାନ ହୋଇଥାନ୍ତି , ଏହି ନାଁର ଜାତକ ବାଲା ସଂମ୍ପର୍କର ମାମଲାରେ ବହୁତ ଇମାନଦାର୍ ହୋଇଥାନ୍ତି , ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଏମାନଙ୍କର ବିବାହ ଭଲ ସଂଯୋଗ P ଓ K ନାମକ ଲୋକଙ୍କ ସହ ହୋଇଥାଏ ।
B ନାମକ ଲୋକ : ଯାହାଙ୍କର ନାଁ ବି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ରୋମାଣ୍ଟିକ୍ ହୋଇନଥାନ୍ତି କିନ୍ତୁ ରୋମାନ୍ସ ପରି ଜିନିଷ ତାଙ୍କୁ ପସନ୍ଦ ହୋଇଥାଏ , କେହି ଏମାନଙ୍କ ପାଇଁ ରୋମାଣ୍ଟୀକ୍ ଜାଗାକୁ ନେଇ ଯାଆନ୍ତୁ , ଓ ଏମାନଙ୍କୁ ଟୀକିଏ ଫ୍ଲର୍ଟ କରନ୍ତୁ , ଏମାନଙ୍କୁ ତାହା ଭଲ ଲାଗିଥାଏ । ଓ ଯାହା ସହ ଏମାନେ ବିବାହ କରନ୍ତି , ସେମାନଙ୍କ ସରକାରୀ ଚାକିରିଆ ମିଳିଥାନ୍ତି , ଏମାନଙ୍କ କୁଣ୍ତଳିରେ R ନାମକ ବାଲା ଭଲ ଜମିଥାନ୍ତି ।
D ନାମକ ଲୋକ : ଏହି ନାମକ ଲୋକଙ୍କୁ ଅଧିକା କଥାବାର୍ତ୍ତାକରିବା , ଦେଖାକରିବା , ନୁଆ ନୁଆ ବନ୍ଧୁ ବନାଇବା ପସନ୍ଦ ଅଟେ । ଯଦି ଏହି ନାମକ ବ୍ୟକ୍ତିଙ୍କ ସହ କେବେ ସଂମ୍ପର୍କ ହୁଏ ତେବେ ଭାବିବା କଥା ନୁହେଁ ବରଂ ନିଜ ପାର୍ଟନର ର ଦ୍ୱାୟିତ୍ୱ୍ ନେବା ଉଚିତ୍ , ଓ ଦରକାର ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍ , ଏମାନଙ୍କୁ ଯେ କୌଣସି ଦାୟିତ୍ୱ ଦେଲେ ଏମାନେ ଭଲ ଭାଏ ନିଭାଇଥାନ୍ତି , ବିବାହ ପୂର୍ବରୁ ପ୍ରେମ ପ୍ରଂସଙ୍ଗରେ କୌଣସି ମତଲବ ନଥାଏ , ଓ ଏମାନେ ଜୀବନସାଥୀଙ୍କୁ ବହୁତ୍ ଖୁସିରେ ରଖନ୍ତି , କାରଣ ଏମାନଙ୍କଆର୍ଥିକ ସ୍ଥିତି ମଜବୁତ୍ ହୋଇଥାଏ , ଏମାନଙ୍କ ସବୁଠାରୁ ଭଲ ଯୋଡି K ଓ S ନାମକ ବାଲାଙ୍କ ସହ ଜମିଥାଏ ।
S ନାମକ ବ୍ୟକ୍ତି : ଯେଉଁ ଲୋକଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ନିଜ ପାର୍ଟନରଙ୍କ ବହୁତ ଯତ୍ନ ନେଇଥାନ୍ତି , ରୋମାଣ୍ଟୀକ୍ ହୋଇନଥାନ୍ତି , କିନ୍ତୁ କେବେ ନିଜ ପାର୍ଟନରଙ୍କୁ ଏହି କଥା ଜଣାଇନଥାନ୍ତି କି ସେ ପ୍ରେମ କରିବାକୁ ଆଗ୍ରହୀ କି ସମ୍ପର୍କ ରଖିବାକୁ ଆଗ୍ରହୀ ,ସବୁ କଥାରେ ଆଗରେ ଥାନ୍ତି ଏହି ଲୋକ , ଏହି କାରଣରୁ ତାଙ୍କର ପାର୍ଟନର ଏମାନଙ୍କୁ ବହୁତ ପସନ୍ଦ ଆସିଥାଏ , ଏହି ନାଁର ଲୋକେ ପ୍ରେମର ସଂମ୍ପର୍କ ଥରେ ହୋଇଗଲେ , ବହୁତ ଲମ୍ବା ଚାଲିଥାଏ , ଯଦି ଏମାନଙ୍କର ସଂମ୍ପର୍କ M ନାମକ ସହ ହୋଈଯାଏ ତେବେ ଭାଗ୍ୟ ବଦଳୀଯାଏ ।