December 22, 2024

Odia Express

Leading Odia News Portal of Odisha

ଯଦି ନିରିହ ଛୋଟ ପିଲାଙ୍କ ତଣ୍ଟିରେ ପଇସା ଅଟକିଯାଏ , ତେବେ ଜଲଦି ହିଁ କରନ୍ତୁ ଏହି ଉପାୟ – ପଇସା ସହଜରେ ବାହାରିଯିବ..

ଆପଣ ବହୁତଥର ଦେଖିଥିବେ କି ଛୋଟ ଛୁଆ ବହୁତ ଦୁଷ୍ଟ ହୋଇଥାନ୍ତି , ସେ କେଉଁ ନା କେଉଁ ଜିନିଷକୁ ନିଜ ମୁହଁରେ ଉଠାଇନିଅନ୍ତି , ତାଙ୍କୁ ଜଣା ବି ନଥାଏ କି ସେ କେଉଁ ଜିନିଷ କଣ ଅଟେ ବୋଲି , ଯାହାକୁ ସେ ମୁହଁରେ ପକାଇଛନ୍ତି , ଛୋଟ ଛୁଆଙ୍କୁ ଜଣା ଥାଏ କି କେଉଁ ଜିନିଷ ଖାଇବା ଉପଯୋଗୀ ଅଟେ,  କେଉଁ ଜିନିଷ ନୁହେଂମ୍ , ଏମିତି ବୁଦ୍ଧି ନଥିବା କାରଣରୁ ଛୁଆ ଯେ କୌଣସି ଜିନିଷକୁ ଖାଇବାରେ ଭୁଲ୍ କରିବସନ୍ତି , କେବେ କେବେ ଏହିପରି ଜିନିଷ ଏତେ ଖତରନାକ ହୋଇଥାଏ କି ଛୁଆର ଜୀବନ ବି ଯାଈପାରେ ।

ଆପଣଙ୍କୁ ଜଣାଇଦେବୁ କି କେବେ କେବେ ଛୋଟ ଛୁଆ ପଇସାକୁ ବି ମୁହଁରେ ପକାଇଦିଅନ୍ତି , ଓ ଏହାକୁ ମାଲୁମ୍ ନଥାଏ କି କେବେ ଏହା ଥରେ ଏହି ପଇସା ଗଳାରେ ଫସିଯିବ , ଏହାକୁ ଛୁଆ ଖାଇବା ଭାବିକରି ନିଜ ଗଲାରେ ଫସାଇଦିଅନ୍ତି , କହିଦେବୁ କି ଯଦି ଛୁଆ ର ତଣ୍ଟିରେ ପଇସା ଫସିଯାଏ , ତେବେ ତାହାର ଜୀବନ ପ୍ରତି ବିପଦ ଆସିପାରେ,  ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହାକି ତା ତଣ୍ଟିରୁ ପଇସା ବାହାରିପାରିବ ।

ସବୁଠାରୁ ପ୍ରଥମେ କହିଦେବୁ କି ଯଦି ଛୁଆର ତଣ୍ଟିରେ ପଇସା ଫସିଯାଇଛି ପ୍ରଥମେ ଧୈର୍ଯ୍ୟ ରଖନ୍ତୁ , ଯାହା ଦ୍ୱାରା ଛୁଆକୁ ସମ୍ଭାଳିପାରିବେ , ଏହା ଛଡା ଯେବେ ଆପଣଙ୍କୁ ଜଣା ପଡେ କି ଛୁଆ ପଇସାକୁ ଗିଳିଦେଇଛି,  ତେବେ ସବୁଠାରୁ ପ୍ରଥମେ ତାକୁ ଆଗକୁ ନୁଆଁନ୍ତୁ , ତାପରେ ତାର ଛାତିରେ ହାତରେ ଦବାନ୍ତୁ , ଓ ଏହାପରେ କମ୍ ସେ କମ୍ ପାଞ୍ଚ ଛଅଥର ତାର ପିଠିରେ ହାତ ଥୋକା ମାରନ୍ତୁ । ଆପଣଙ୍କୁ ଏହି ପ୍ରକିୟା ଦୁଇଥର ଦୋହରାଇବାର ଅଛି , ଓ ଏହି ପ୍ରକିୟା କମ୍ ସେ କମ୍ ତିନି ରୁ ଚାରିଥର ଦୋହରାଇବାର ଅଛି , କହିଦେବୁ କି ଏମିତି କରିଲେ ଛୁଆର ଗଳାରୁ କଫ୍ ବାହାରିବ , ଓ ଏଥିରେ ପଇସା ବାହାରିଆସିବ , ଏହା ଛଡା ଛୁଆଙ୍କ ଗଳାରେ ପଇସା ଫସିରହିଥିଲେ,  ତାହାର ଉପର ଭାଗକୁ କସିକରି ଧରିନିଅନ୍ତୁ , ଓ ତାହା ଉପରେ ଝଟକା ଦେଇଚାଲନ୍ତୁ ।

ଆପଣଙ୍କୁ ଜଣେଇଦେବୁ କି ଏମିତି କରିଲେ ନିଶ୍ୱାସ ତଳକୁ ଯିବାପରିବର୍ତ୍ତେ ଉପରେ ଆସିବ , ଯାହାକୁ ନେଇ ମୁହଁରେ ଫସିରହିଥିବା ପଇସା ବାହାରକୁ ଆସିଯିବ , ଯେବେ ଏହି ଛୁଆର ମୁହଁରୁ ପଇସା ଫସିଯାଏ , ତେବେ ତାକୁ କାଶ ଆସେ , ଏହି ସମୟରେ ଛୁଆକୁ କାଶିବାକୁ ଦିଅନ୍ତୁ , ଯେବେ ପର୍ଯ୍ୟନ୍ତ ତା ଗଳାରେ କଫ ଜମା ହୋଇନଯାଉ , କଫ ଜମିବା ରୁ ବସ୍ତୁ ବାହାର ଆଡକୁ ବାହାରିବାକୁ ଲାଗିଥାଏ , ଏହି କଥାକୁ ଧ୍ୟାନ ରଖନ୍ତୁ କି ଏତିକି କରିବା ପରେ ପଇସା ବାହାରିଯିବ , କିନ୍ତୁ ନିଜେ ଚେଷ୍ଟା କରନ୍ତୁ ନାହିଁ ସିଧା ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ , କାରଣ ଯଦି ଡେରି ହୋଇଗଲା ତେବେ ଜୀବନ ପ୍ରତି ବିପଦ ଆସିପାରେ ।

Leave a Reply

Your email address will not be published. Required fields are marked *