December 23, 2024

Odia Express

Leading Odia News Portal of Odisha

ଏହି ନାମର ଝିଅମାନେ ବହୁତ ଜଲଦି ରାଗିଯାଆନ୍ତି , ଏମାନଙ୍କ ରାଗ ଉପରେ ଟିକିଏ ଦେଖିକରି ରୁହନ୍ତୁ ନଚେତ..

ସେମିତି ଅଧିକାଂଶ ଝିଅମାନେ କ୍ରୋଧୀ ସ୍ୱଭାବର ହୋଇଥାନ୍ତି , କିନ୍ତୁ କିଛି ଝିଅ ଏପରି ହୋଇଥାନ୍ତି କି ଯେଉଂମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି , ଆଜିର ଜମାନାରେ ଏମିତି ଝିଅମିଳିବା ବହୁତ ମୁସକିଲ୍ , କିନ୍ତୁ କହନ୍ତି କି ଖୋଜିଲେ ବି ଭଗବାନ ମିଳିଯାଆନ୍ତି , ଆଜି ଆମେ ଆପଣଙ୍କୁ ଏମିତି ନାଁ ବାଲା ଝିଅଙ୍କ ବିଷୟରେ କହିବୁ , ଯାହାଙ୍କୁ ବହୁତ ଜଲଦି ରାଗ ଆସିଯାଏ , ଯଦି ଆପଣ ଏମାନଙ୍କ ବିଷୟରେ ଜାଣିନେବେ ତେବେ ଆଶ୍ଚର୍ଯ୍ୟ ହୋଇଯିବେ ଆସନ୍ତୁ ଜାଣିବା ସେହି ଝିଅମାନଙ୍କର ବିଷୟରେ ।

B ନାମକ ଝିଅ : ଏମାନଙ୍କ ହୃଦୟ ବହୁତ ସଫା ହୋଇଥାଏ , ଏମାନଙ୍କୁ କେଉଁ କଥାରେ ଯଦି ରାଗ ଆସିଯାଏ , ତେବେ ତାଙ୍କୁ ଶାନ୍ତ କରିବା ମୁସକିଲ୍ ହୋଇଯାଏ , ହଁ ଆଜ୍ଞା କହିଦେବୁ କି ଏହି ଝିଅଙ୍କୁ ବହୁତ ଜଲଦି ଓ ଛୋଟ କଥାରେ ରାଗ ଆସିଯାଏ , ସେମାନେ ରାଗରେ ମନ ମୁତାବିକ ଗାଳି ଗୁଲଜ କରିଦିଅନ୍ତି , ସେଥିପାଇଁ ଏମିତି ଝିଅଙ୍କ ଠାରୁ ଦୁରେଇ ରୁହନ୍ତୁ ।

P ନାମକ ଝିଅ : ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନଙ୍କ ରାଗକୁ ନିୟନ୍ତ୍ରଣ କରିବା ବହୁତ ମୁସକିଲ୍ ହୋଇଯାଏ , ଏମାନଙ୍କ ଦିମାଗ ବହୁତ ତେଜ୍ ହୋଇଥାଏ , କିନ୍ତୁ କେବେ କେବେ ଏକେଲା ରହିଲେ ଉଚ୍ଚ ରକ୍ତଚାପ କାରଣରୁ ଏମାନେ ବହୁତ ଜଲଦି ରାଗିଯାଆନ୍ତି , ଏବେ ଜାହିର୍ କଥା କି ଏକେଲା ରହିବା କାରଣରୁ ବ୍ୟକ୍ତିର ଦିମାଗରେ ପ୍ରଭାବ ପଡିଥାଏ , ଯଦି ହୋଇପାରେ ଏହି ଝିଅମାନଙ୍କୁ କେବେ ଏକେଲା ଛାଡି ରୁହନ୍ତୁ ନାହିଁ ।

R ନାମକ ଝିଅ : ଏବେ ଆମେ ଏହି ନାଁର ଝିଅଙ୍କ ବିଷୟରେ କଥା ହେବା , ଏମାନଙ୍କର ହୃଦୟ ସଚ୍ଚା ଓ ସଫା ହୋଇଥାଏ , ଏମାନେ ଅଲଗା ଲୋକଙ୍କ ପାଇଁ ଫ୍ରେଣ୍ତଲି ହୋଇଥାନ୍ତି , ମାନେ ଏମାନଙ୍କ ସ୍ୱଭାବ ବନ୍ଧୁତାପୁର୍ଣ୍ଣ ହୋଇଥାଏ , କିନ୍ତୁ ଯଦି କିଏ ଭୁଲ୍ କଥା କହିଦିଏ ତେବେ ଏମାନଙ୍କ ରାଗ ପୁରା ମୁଣ୍ତକୁ ନେଇଯାଆନ୍ତି , ହଁ ଆଜ୍ଞା ଏହି ରାଗକୁ ଶାନ୍ତ କରିବା ବହୁତ ମୁସକିଲ୍ ହୋଇଯାଏ , କହିବାକୁ ଗଲେ ଏମାନେ ପୁରା ରାଗ ବାହାର କରିବା ପରେ ରାଗ ଶାନ୍ତ କରିଥାନ୍ତି ।

ଏହି ସମୟରେ ଯେଉଁ ବ୍ୟକ୍ତି ଏମାନଙ୍କ ରାଗର ଶିକାର ହୋଇଥାନ୍ତି , ସେମାନେ ତାକୁ ଗାଳିଗୁଳଜ କରିପକାନ୍ତି , ଯାହାପରେ ତାଙ୍କୁ ପରେ ଏହାର ଦୋଷ ବିଷୟରେ ଜଣା ହୋଇଥାଏ , ଯଦି ଏହି ଝିଅଙ୍କର କେବେ ରାଗରେ ଆପଣଙ୍କୁ କିଛି କହିଦିଅନ୍ତି ତେବେ ଏକେଲା ଛାଡିବାପରିବର୍ତ୍ତେ କ୍ଷମା କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *