September 19, 2024

Odia Express

Leading Odia News Portal of Odisha

ବଡ ଆବିଷ୍କାର – ଗୋମୁତ୍ରରୁ ତିଆରି ହୋଇଥିବା ମେଡିସିନ୍ ରୁ ହୋଇପାରିବ କ୍ୟାନ୍ସରର ଚିକିତ୍ସା , କିଡନୀ ପରି ରୋଗ ହେବ ଦୁର – ଦେଖନ୍ତୁ କିପରି..

ଗାଇର ୟୁରିନ୍ ରୁ ତିଆରି କରାଯାଇଥିବା କ୍ୟାପସୁଲ୍ ଓ ଟାବଲେଟ୍ କ୍ୟାନ୍ସର ପରି ଦ୍ୱିତୀୟ ଷ୍ଟେଜ୍ ଓ କିଡନୀ ପରି ସମସ୍ୟାର ଚିକିତ୍ସା କରାଇବ , ହୃଦରୋଗ ବି ଏହି ମେଡିସିନ୍ କାରଗର ହେବ , ଫ୍ରିଜ୍ ଫ୍ଲାଇଙ୍ଗ୍ ଟେକ୍ନୋଲୋଜି ରୁ ପ୍ରସ୍ତୁତ ଏହି ମେଡିସିନ୍ ରକ୍ତ ବି ସଫା କରିଥାଏ , ଦୈନିକ ଭାସ୍କର ରିପୋର୍ଟ ଅନୁସାରେ ଗୁଜୁରାଟର ସର୍ଦାର ବଲ୍ଲଭଭାଇ ନ୍ୟାଶାନାଲ୍ ଇନଷ୍ଟିଟ୍ୟୁଡ୍ ଅଫ୍ ଟେକ୍ନୋଲୋଜି ର ପ୍ରଫେସର ଡାକ୍ତର ଭାରତ ଢୋକଲିଆ ନିଜ ସହଯୋଗୀଙ୍କ ସହ ବହୁତ କଡା ପରିଶ୍ରମ ପରେ ଏହି ମେଡିସିନ୍ ବାହାର କରିଛନ୍ତି , ସେ ସୋମବାରକୁ ଗୁରୁ ଜମ୍ବେଶ୍ୱର ୟୁନିଭରସିଟିର ଜିଜେୟୁ ତିନି ଦିନ ଅନ୍ତରାଷ୍ଟ୍ରିୟ ସମ୍ମେଳନରେ ଦ୍ୱିତୀୟ ଦିନରେ ଶୋଧ ପ୍ରସ୍ତୁତ କରିଥିଲେ ,

ଡାକ୍ତର ଭାରତ କହିଲେ କି ସେ ଗାଇର ୟୁରିନ୍ ରୁ ବିଶେଷଗୁଣ କାରଣରୁ ଏହି ମେଡିସିନ୍ ବନାଇବାର ବିଚାର କରିଥିଲେ,  ବହୁତ ବର୍ଷର ରିସର୍ଚ୍ଚ କରିଥିଲେ,  ଫ୍ରିଜ୍ ଡ୍ରାଇଙ୍ଗ୍ ଟେକ୍ନୋଲୋଜି ଟେକନିକ୍ ରୁ ୨୦-୩୦ ଡିଗ୍ରୀ ତାପମାତ୍ରାରେ ଗାଇର ୟୁରିନ୍ ପାଉଡର୍ ବନାଇଥିଲେ,  ତାପରେ ଏଥିରେ ଟାବଲେଟ୍ ଓ କ୍ୟାପସୁଲ୍ ବନାଯାଇଥିଲା,  ପ୍ରାୟ ଛଅ ମାସ ପୁର୍ବରୁ ସଫଲତା ଏମିତି ମିଳିଥିଲା,

ଏହି କେଉଁ ପଦାର୍ଥ ପାଣିରୁ ଅଲଗା କରିବାର ପ୍ରକିୟା ଅଟେ, ଏଥିରେ ତରଳ ପଦାର୍ଥ ବହୁତ କମ୍ ଦାବ ମାନେ ଶୁନ୍ୟରୁ କମ୍ ତାପମାତ୍ରାରେ ଜମାଯାଇଥାଏ , ତାପରେ କମ୍ ଦବାଇକରି ଏହାକୁ ଗର୍ମ କରାଯାଏ , ଏହାଠାରୁ ପାଣି ଅଲଗା କରାଯାଏ ,

ପ୍ରୟୋଗରୁ ଜଣା ପଡିଲା କି ଏହି ମେଡିସିନ୍ ସବୁ ପ୍ରକାରର କ୍ୟାନ୍ସର ଦ୍ୱିତିୟ ଷ୍ଟେଜ୍ ଚିକିତ୍ସା କରିବାପାଇଁ କାରଗର ଅଛି , ରୋଗୀଙ୍କୁ ଏହି ଟାବଲେଟ୍ ସକାଳ ଓ ସଂନ୍ଧ୍ୟାରେ ନେବାକୁ ହେବ , ଏଥିରେ ପୋଟାସିୟମ୍ , କାଲସିୟମ୍ , ଓମେଗା ୬ ଓ ୯ ଫ୍ୟାଟି ଏସିଡ୍ ଅଛି,  ଗୁଜୁରାଟର ଏହି ବିକ୍ରି ଆରମ୍ଭ ହୋଇସାରିଛି  ।

Leave a Reply

Your email address will not be published. Required fields are marked *