December 23, 2024

Odia Express

Leading Odia News Portal of Odisha

ଏମାନେ ହେଲେ ସେହି ଲୋକପ୍ରିୟ ହିରୋଇନ ଯେଉଁମାନେ ପ୍ରେମରେ ଦେଇଥିଲେ ନିଜର ଜୀବନ, ୨ ନମ୍ବର ବାଲି ଅଭିନେତ୍ରିଙ୍କ ନାମ ଜାଣିଲେ ଆପଣ ଚକିତ ହୋଇଯିବେ…

ଟିଭି ବଲିଉଡ୍ ଜଗତ ବାହାରୁ ଦେଖିବାକୁ ଯେତେ ସୁନ୍ଦର ଲାଗୁଛି , ତାହା ବାସ୍ତବରେ ବହୁତ ଅଲଗା ହୋଇଥାଏ , ଯାହା ଚେହେରା ପର୍ଦାରେ ହସ ହସ ଦେଖାଯାଏ , ସେମାନେ କେବଳ ଆପଣଙ୍କୁ ମନୋରଞ୍ଜନ କରିବାକୁ ଏପରି କରିଥାନ୍ତି । କିନ୍ତୁ ବ୍ୟକ୍ତିଗତ ଜୀବନ ବହୁତ ଦୁଃଖଭରା ହୋଇଥାଏ , କିନ୍ତୁ ଦୂଃଖର ବିଷୟରେ ସେମାନେ ଏହାକୁ ପର୍ଦାରେ ପରିପ୍ରକାଶ କରିପାରିବେ ନାହିଁ , କାରଣ ଜଣେ ଅଭିନେତ୍ରୀ ଓ ଏକ କଳାକାରଙ୍କ କାମକୁ ଲୋକେ ଏଣ୍ଟରଟେଣ୍ଟମେଣ୍ଟ କରିବାର ହୋଇଥାଏ , ଏହି କାରଣରୁ ଟିଭି ଓ ବଲିଉଡ୍ ରେ ବହୁତ କଳାକାର ନିଜ ଦୁଃଖର କଥା ହୃଦୟରେ ଲୁଚାଇ ରଖନ୍ତି ।

ଏହା ସହ କିଛି କଳାକାର ଏପରି ହୋଇଥାନ୍ତି , ଯାହାଙ୍କୁ ଚିନ୍ତା ଜନିତ ନିଜ ଜୀବନ ହାରିବାକୁ ପଡିଥିଲା, ହଁ ଆଜ୍ଞା ଆମେ ଆପଣଙ୍କୁ ଏମିତି ତିନୋଟି ଅଭିନେତ୍ରୀଙ୍କର ବିଷୟରେ କହିବାକୁ ଯାଉଛୁ , ଯିଏକି ପ୍ରେମରେ ଧୋକା ଖାଇବାପରେ ଦୁନିଆଁକୁ ଅଲବିଦା କହିଦେଇଥିଲେ,  ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

୧) ପ୍ରତ୍ୟୁଷା ବାନାର୍ଜୀ : ପ୍ରତ୍ୟୁଷାଙ୍କ ଜନ୍ମ ଜାମସେଦପୁର୍ ରେ ହୋଇଥିଲା,  କିନ୍ତୁ ଯେବେ ସେ ମୁମ୍ବାଇ ଆସିଥିଲେ,  ତେବେ ସେ ଭାବିନଥିଲେ କି ତାଙ୍କ ଜୀବନରେ ଏମିତି ସମୟ ଆସିବ ଯାହା ଏମିତି ପରିସ୍ଥିତି ସହ ସାମ୍ନା କରିବାକୁ ପଡିପାରେ , କହିଦେବୁ କି ପ୍ରତ୍ୟୁଷା ବହୁତ ଛୋଟ ବୟସରୁ ଡ୍ୟାସ୍ ରେ ଭାଗ ନେଇଥିଲେ,  ଏମିତିରେ ସେ ନିଜ ବଡ ବଡ ସ୍ୱପ୍ନକୁ ପୁରା କରିବାକୁ ଯାଇଥିଲେ , ପ୍ରତ୍ୟୁଷାଙ୍କୁ ଲୋକେ ଆନନ୍ଦୀଙ୍କ ନାଁରେ ଜାଣିଥିଲେ,  ଏହା ଛଡା ସେ ବିଗ୍ ବସ୍ ପରି ରିୟାଲିଟି ଶୋରେ ବି ଭାଗ ନେଇଥିଲେ,  କିନ୍ତୁ ଦୁଃଖଦ ଖବର ପ୍ରେମରେ ମିଳିଥିବା ଧୋକାର କାରଣରୁ ସେ ନିଜ ଜୀବନ ହରାଇ ବସିଲେ , ପ୍ରତ୍ୟୁଷାଙ୍କ ମର ଶରୀର ତାଙ୍କ ଫ୍ଲାଟ୍ ର ଏକ ରୁମ୍ ରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା ।

୨) କୁଳଜିତ୍ ରାଙ୍ଘବା : କହିଦେବୁ କି କୁଲଜିତ୍ ଏକ ମଡେଲର୍ ଥିଲେ , ଏହା ଛଡା ସେ ବହୁତ ଲୋକପ୍ରିୟ ଟିଭି ସିରିଆଲ୍ ରେ କାମ କରିଛନ୍ତି , ଯେପରି କୁମ୍ କୁମ୍ , କୁସୁମ୍ , ହିପ୍ ହିପ୍ ହୁରେ , ରିସ୍ତା, କ୍ୟା ହୋତା ହୈ ପ୍ୟାର୍ , କମ୍ବକତ୍ ଇସ୍କ, ଆଦି ବହୁତ ସିରିଆଲ୍ ରେ କାମ କରିଛନ୍ତି , କହିଦେବୁ କି ସେ ସିରିଆଲ୍ ବାଲାର୍ଜୀ ଟେଲିଫିଲ୍ମସ ପାଇଁ କାମ କରିଥିଲେ,  ତାଙ୍କର ମର ଶରୀର ତାଙ୍କ ଫ୍ଲାଟ୍ ରୁ ମିଲିଥିଲା , ଏହା ସହ ତାଙ୍କ ବନ୍ଧୁଙ୍କର କହିବା କଥା କି ସେ ଏକ ରିଲେସନସିପ୍ ରେ ଥିଲେ,  ଯାହାଙ୍କୁ ସେ ଭଲ ପାଉଥିଲେ ତାଙ୍କୁ ସେ ଭଲ ପାଉନଥିଲେ , ଏଥିରେ ସେ ମାନସିକ ଚିନ୍ତାରେ ବୁଡି ନିଜ ଜୀବନ ହରାଇବସିଲେ , ଓ ଆତ୍ମହତ୍ୟା କରିବସିଲେ  ।

୩) ଜିୟା ଖାଁ : ଏବେ ଏହି ଅଭିନେତ୍ରୀଙ୍କୁ ସମସ୍ତେ ଜାଣିଛନ୍ତି , ହଁ ଆଜ୍ଞା ବଲିଉଡ୍ ରେ ବହୁତ ଫିଲ୍ମରେ କାମ କରିଛନିତ୍ , କହିଦେବୁ କି ଅମିତାଭ ବଚ୍ଚନଙ୍କ ଠାରୁ ନେଇକରି ଅମିର୍ ଖାନ୍ ଙ୍କ ସହ ସେ ବହୁତ ଫିଲ୍ମରେ କାମ କରିଥିଲେ, , ଜିୟା ଖାଁ ଜଣେ ଖୁସି ମିଜାଜ୍ ଓ ସୁନ୍ଦର ଅଭିନେତ୍ରୀ ଥିଲେ,  କିନ୍ତୁ ପ୍ରେମରେ ଧୋକା ଖାଇବା ଦ୍ୱାରା ସେ ଆତ୍ମହତ୍ୟା କରିବସିଲେ ,

ସେଥିପାଇଁ ଆମେ କହିବାକୁ ଚାହିଁବୁ କି ମଣିଷ ନିଜକୁ କେବେ ଶେଷ କରିବା ଠିକ୍ ନୁହେଁ , କାରଣ ଏହାର ପ୍ରଭାବ ନା କେବଳ ଜୀବନରେ ବରଂ ନିଜ ଜୀବନ ଉପରେ ପ୍ରଭାବ ପକାଇଥାଏ ।

Leave a Reply

Your email address will not be published. Required fields are marked *