September 19, 2024

Odia Express

Leading Odia News Portal of Odisha

୯୦ ବର୍ଷ ପରେ ମହାଦେବ ୨୦୨୦ ଆରମ୍ଭ ରୁ ଏହି ୩ ଟି ରାଶିଙ୍କୁ ଦେବେ ସୁଖ ସମୃଦ୍ଧିର ଆଶିର୍ବାଦ , ଆପଣଙ୍କ ରାଶି ନାହିଁ ତ ଏଥିରେ ସାମିଲ୍…

ଏଥିରେ କୌଣସି ଅଲଗା ରାୟ ନାହିଁ କି ଜୀବନରେ ଆସିବା ଦିନରୁ ନାନାଦି ପରିବର୍ତ୍ତନ ଆସିଥାଏ , ହଁ ଆଜ୍ଞା ଏହି ପରିବର୍ତ୍ତନକୁ ନେଇ ମଣିଷ କେବେ ଦୁଃଖ ତ କେବେ ସୁଖର ସାମ୍ନା କରିଥାଏ , ସେମିତି ଯଦି ମଣିଷ ଜୀବନରେ ଦୁଃଖ ନଥିବ ତେବେ ସୁଖର ଆନନ୍ଦ ନେଇପାରିବ ନାହିଁ , ସେମିତି ଆମେ ଆପଣଙ୍କୁ ଜଣେଇଦେବୁ କି ବ୍ୟକ୍ତିର ସୁଖ ଦୁଃଖର ଚାଲିଚଳଣ ଗ୍ରହର ଚାଲିଚଳଣ ସହ ହୋଇଥାଏ , ଗ୍ରହର ଚାଲିଚଳଣ ଦ୍ୱାରା ରାଶିଗୁଡିକ ପ୍ରଭାବିତ ହୋଇଥାନ୍ତି , ଏବେ ଏହା ସମସ୍ତେ ଜାଣିଛନ୍ତି କି ଏହି ସୃଷ୍ଟିକୁ ଚଲାଉଥିବା ମହାଦେବ ଶିବଙ୍କର ବହୁତ ବଡ ଯୋଗଦାନ ଅଛି , ସେଥିପାଇଁ ମହାଦେବଙ୍କୁ କାଳଙ୍କର କାଳ ବୋଲି ସଂବୋଧିତ କରାଯାଏ । କହିଦେବୁ କି ଶିବଙ୍କର ନାଁରେ ଏକ ଖାସ୍ ଶକ୍ତି ଲୁକ୍କାଇତ ଅଛି , ଏହି କାରଣାରୁ ତାଙ୍କୁ ବିନାଶର ଦେବତା ବୋଲି ବି କୁହାଯାଏ , ଯେବେ ପାପର  ଭାର ଅଧିକା ବଢିଯାଏ , ତେବେ ସେ ତାର ଅନ୍ତ କରନ୍ତି , ଯଦି ଶିବ କାହା ଉପରେ ପ୍ରସନ୍ନ ହୋଇଯାଆନ୍ତି , ତେବେ ତାର ଜୀବନରେ ଏକ ଅଲଗା ପରିବର୍ତ୍ତନ ହୋଇଯାଏ , ଆଜି ଆମେ ଆପଣଙ୍କୁ ସେହି ତିନୋଟି ରାଶିଗୁଡିକ ସଂମ୍ପର୍କୀତ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଉପରେ ମହାଦେବଙ୍କର କୃପା ହେବ , ଆସନ୍ତୁ ଜାଣିବା ସେହି ତିନୋଟି ରାଶିଗୁଡିକ ଉପରେ ।

୧) ମିଥୁନ ରାଶି : ଏହି ଲିଷ୍ଟରେ ପ୍ରଥମ ନାଁ ଆସେ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କର , କହିଦେବୁ କି ମହାଦେବଙ୍କର ଅପାର କୃପାରୁ ନା କେବଳ ଆପଣଙ୍କ ଅଟକିଥିବା କାମ ହେବ , ବରଂ ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ଚାକିରି ବହୁତ ଜଲଦି ମିଳିବାର ଆଶଙ୍କା ଅଛି , ଏହା ସହ ପରିବାରରେ ଖୁସିର ବାତାବରଣ ସହ ଆନନ୍ଦଦାୟକ ମାହୋଲ୍ ରହିବ ।

୨) କର୍କଟ ରାଶି : ଏହା ପରେ ଆସେ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ କଥା ମହାଦେବଙ୍କ କୃପାରୁ ଆପଣଙ୍କୁ ବେପାରରେ ବହୁତ ଲାଭ ମିଲିପାରିବ , ହଁ ଆଜ୍ଞା ଏହା ସହ ପ୍ରସାସନିକ ଅଧିକାରୀଙ୍କ ଠାରୁ ସମ୍ମାନ ମିଳିବ , ଏହା ସହ ନିଜ ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିପାରିବେ ।

୩) ମୀନ ରାଶି : ଏବେ ଶେଷରେ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ କଥା କହିବାକୁ ଗଲେ ମହାଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କୁ ଧନ ଲାଭର ଯୋଗ ରହୁଛି , ମାନେ ଏମାନଙ୍କ ଭଲ ଦିନ ଆସୁଛି , ଆପଣ ସେୟାର ମାର୍କେଟ୍ ରେ ପଇସା ନିବେଶ କରିପାରିବେ , ଏହା ସହ ଆପଣଙ୍କୁ ଏଥିରୁ ବହୁତ ଫାଇଦା ଓ ଲାଭ ମିଳିବ , ଏହା ଛଡା ଯଦି ଆପଣ କେଉଁଠି ଚାକିରି କରୁଛନ୍ତି ତେବେ ଉନ୍ନତି କରିବାର ବହୁତ ଯୋଗ ଅଛି ।

ଆମେ ଆଶା କରୁଛୁ କି ଉପରୋକ୍ତ ରାଶି ଗୁଡିକ ମଧ୍ୟରୁ ଆପଣଙ୍କ ରାଶି ହୋଇଥିଲେ ଆପଣଙ୍କ ଉପରେ ମହାଦେବଙ୍କର ବିଶେଷ କୃପା ପ୍ରାପ୍ତି ହେଉ , ଯାହା ଦ୍ୱାରା ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଆସୁ ,

Leave a Reply

Your email address will not be published. Required fields are marked *