December 23, 2024

Odia Express

Leading Odia News Portal of Odisha

୨୦୨୦ ରେ ରାହୁଙ୍କ ଚାଲିଚଳଣ କାରଣରୁ ଏହି ଜାତକ ଉପରେ ଅଛି ବିପଦ , ଏହି ରାଶି ମାନଙ୍କର ଉପରେ ରହୁଛି କରଜ ଓ ରୋଗଗୁଡିକର ସଙ୍କଟ…

ଜ୍ୟୋତିଷ୍ୟ ଶାସ୍ତ୍ରରେ ବିଶ୍ୱାସ ରଖୁଥିବା ଲୋକ ସବୁବେଳେ ନିଜ ଭବିଷ୍ୟତକୁ ନେଇ ଆଶାବାଦୀ ରହିଥାନ୍ତି , ଏଥିପାଇଁ ସେମାନେ ଜ୍ୟୋତିଷ୍ୟଶାସ୍ତ୍ରର ସାହାରା ନେଇଥାନ୍ତି । ସେମିତି ଯଦି ଆପଣ ଏହା ବିଷୟରେ ଜାଣିବାକୁ ଇଚ୍ଛା ରଖନ୍ତି ତେବେ ରାହୁ କାଳରେ ବିଷୟରେ ଜଣା ଥିବ , ଏହାର ନାଁ ଶୁଣିଲେ ଲୋକେ ଭୟରେ ଭୟଭୀତ ହୋଇଯାଆନ୍ତି । ଏମିତି ଏଥିପାଇଁ କୁହାଯାଏ କାରଣ ଯଦି ଥରେ ସେ କାହା ମୁଣ୍ତ ଉପରେ ବସିପଡନ୍ତି ତେବେ ସେହି ବ୍ୟକ୍ତିର ଜୀବନରେ ଦୁଃଖର ପାହାଡ ଖସିଆସେ ।ଆଜି ଆମେ ଆପଣଙ୍କୁ ୨୦୨୦ ମସିହାର ସୁଚନା ଦେବାକୁ ଯାଉଛୁ , କାରଣ ଜଲଦି ହିଁ ନୁଆ ବର୍ଷ ଆରମ୍ଭ ହେବାକୁ ଯାଉଛି । ଗ୍ରହର ଚାଲିଚଲଣକୁ ଧ୍ୟାନରେ ରଖି ୨୦୨୦ ରେ ୨୩ ସେପ୍ଟେମ୍ବର ସକାଳ ୭,୩୮ ମିନିଟ୍ ରୁ ରାହୁ ନିଜର ଚାଲିଚଳଣ ବଦଳାଇବ , ଏହି ସମୟରେ ରାହୁ ମିଥୁନ ଓ ବୃଷ ରାଶିରେ ପ୍ରବେଶ କରିବ , ଆସନ୍ତୁ ଜାଣିବା ୨୦୨୦ ରେ ରାହୁ ଏହି  ଗୋଚରରେ ସବୁ ରାଶିଗୁଡିକ ଉପରେ କଣ ପ୍ରଭାବ ପକାଇବ ।

ମେଷ ରାଶି : ଏହି ରାଶିର ଜାତକରେ ରାହୁର ଗୋଚର ଶୁଭ ସଙ୍କେତ ଦେଉଛି । କୁହାଯାଏ କି ବୈବାହିକ ଓ ଆର୍ଥିକ ସ୍ଥିତି ମଜବୁତ୍ କରିବ , ଏତିକି ନୁହେଁ ଏହି ସମୟରେ ଅଟକିଥିବା ଧନ ପୁଣି ଫେରିପାଇବେ ,

ବୃଷ ରାଶି : ଏହି ଜାତକରେ ଆର୍ଥିକ ଅସୁବିଧାର ସଙ୍କେତ ଦେଉଛି , ଏତିକି ନୁହେଁ ଏମାନଙ୍କର ପରିଜନଙ୍କ ସ୍ୱାସ୍ଥ୍ୟ ଉପରେ ବି ପ୍ରଭାବ ଦେଖିବାକୁ ମିଳିପାରେ , ସେମିତି ଧ୍ୟାନ ରଖନ୍ତୁ କି ଏହି ସମୟରେ ପାରିବାରିକ ସ୍ଥିତିରେ ଖରାପ ହୋଇପାରେ , କେଉଁ ବିବାଦରେ ପଡିବା ଅପେକ୍ଷା ନିଜକୁ ରକ୍ଷା କରିବା ଉଚିତ୍ ।

ମିଥୁନ ରାଶି : ଏହି ରାଶିର ଜାତକରେ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଭଲ ରହିବ ନାହିଁ , ମାନସିକ ଅବସାଦ ଆପଣଙ୍କୁ ଘେରେଇପାରେ,  ଏହି କାରଣରୁ ରୋଗ କିମ୍ବା ଅନ୍ୟ କାରଣରୁ ଖର୍ଚ୍ଚ ବୃଦ୍ଧି ହୋଇପାରେ,  ଏଥିପାଇଁ ସାବଧାନ ରୁହନ୍ତୁ ।

କର୍କଟ ରାଶି : ଏହି ରାଶିର ଜାତକରେ ବିଦେଶ ଯାତ୍ରା କିମ୍ବା ଚାକିରି ବିଷୟରେ ଭାବିପାରନ୍ତି , ଏହି ମାମଲାରେ ଆପଣଙ୍କୁ ଲାଭ ଦେଇପାରେ,  ଖର୍ଚ୍ଚ ଅଧିକା ହେବା କାରଣରୁ ଆପଣ ଚିନ୍ତିତ ରହିପାରନ୍ତି । ଧ୍ୟାନ ରଖନ୍ତୁ କି ଏହି ମଧ୍ୟରେ ଅଟକିଥିବା ଧନ ଫେରି ପାରିବେ

ସିଂହ ରାଶି : ଏହି ରାଶିର ଜାତକରେ ରାହୁର ଗୋଚର ଶୁଭ ପରିଣାମ ଦେବ , ଏହାର ପ୍ରଭାବରୁ ଆପଣଙ୍କ ଆମଦାନୀରେ ଉନ୍ନତି ହେବ , ଧ୍ୟାନ ରଖିବେ କି ସ୍ୱସ୍ଥ୍ୟ ଠିକ୍ ରହିବା ଯୋଗ ରହୁଚି ।

ତୁଳା ରାଶି : ଏହି ବର୍ଷ ଆପଣଙ୍କ ଭାଗ୍ୟ ପରିବର୍ତ୍ତେ ନିଜ ପରିଶ୍ରମରେ ଭରସା କରିବାକୁ ହେବ , କାରଣ ରାହୁର ଦୃଷ୍ଟିରେ ଆପଣଙ୍କ ରାଶି ଉପରେ ପ୍ରଭାବ ପକାଇବ, ଚାକିରି ଖୋଜୁଥିବା ଲୋକ ୨୦୨୦ ରେ ଶୁଭ ସମାଚାର୍ ପାଇବେ ,

କନ୍ୟା ରାଶି : ଏହି ଗୋଚର ପରେ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ବାଧାଗୁଡିକର ସାମ୍ନା କରିବାକୁ ପଡିବ , କାର୍ଯ୍ୟକ୍ଷେତ୍ରରେ ହେଉଥିବା କାମ ବିଗଡିପାରେ , ଅଧ୍ୟାମ କ୍ଷେତ୍ରରେ ରୁଚି ବଢିବ , କର୍ଜ ଓ ରୋଗଗୁଡିକର ଏହି ରାଶିର ସହଜରେ ସାଥିରେ ଛାଡିବ ନାହିଁ ।

ବିଛା : ଯଦି କେଉଁ ଶୋଧ କାର୍ଯ୍ୟରେ ଲାଗିଛନିତ୍ ତେବେ ରାହୁର ଗୋଚର ଆପଣଙ୍କୁ ସଫଳତା ଦେବ , ପରିବାରରେ ସୁଖ ଶାନ୍ତି ରହିବ , ବାହାନ ଚଲାଉଥିବା ସମୟରେ ସାବଧନତା ରଖନ୍ତୁ ।

Leave a Reply

Your email address will not be published. Required fields are marked *