ସବୁଠୁ ବଡ ଦୁଃଖ ଖବର – ଏବେ ଏବେ ଏହି ବଡ ଅଭିନେତାଙ୍କର ଅଚାନକ ହେଲା ମୃତ୍ୟୁ, ଶୋକରେ ବୁଡ଼ିଲା ସାରା ବଲିଉଡ – କାନ୍ଦିଲେ ଅକ୍ଷୟ କୁମାର…
ଆପଣମାନେ ଏହା ଭଲ ଭାବେ ଜାଣିଥିବେ କି ବଲିଉଡ୍ ହେଉ କିମ୍ବା ଟିଭି ଜଗତରେ ହିଟ୍ କିମ୍ବା ସଫଳ ହୋଇପାରିବା ବହୁତ ମୁସକିଲ୍ ଭରା କାମ ଅଟେ , ଆଜି ଆମେ ଆପଣଙ୍କୁ ଟିଭି ଇଣ୍ତଷ୍ଟ୍ରିରେ ଆସିଥିବା ଏକ ଦୁଃଖଦ ଖବର ବିଷୟରେ କହିବାକୁ ଯାଉଛୁ , ଟିଭି ଜଗତର ଏକ ବଡ ଅଭିନେତା କୁଶଲ ପଞ୍ଜାବିଙ୍କ ବିଗତ ରାତିରେ ମୃତ୍ୟୁ ହୋଇଯାଇଛି , ଏହି ଖବର ଶୁଣି ପୁରା ଟେଲିଭିଜନ ଜଗତ ଶୋକର ଛାୟାରେ ବୁଡି ରହିଛନ୍ତି । ଆମେ ଆପଣଙ୍କୁ କହିବୁ କିପରି ହେଲା ।ଟିଭିରେ କାମ କରିସାରିଥିବା ଅଭିନେତା କୁଶଲ୍ ପଞ୍ଜାବୀ କାଲି ରାତିରେ ଏହି ଦୁନିଆଁକୁ ଅଲବିଦା କହିଦେଇଥିଲେ , ସେ କେବଳ ୩୭ ବର୍ଷର ଥିଲେ , କୁଶାଲ୍ ପଞ୍ଜାବୀ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଘରେ ଫାସି ଲଗାଇ ଆତ୍ମହତ୍ୟା କରିନେଇଥିଲେ , କାଲି ରାତିରେ ତାଙ୍କ ବଡି ଫାସିରେ ଝୁଲି ରହିଥିବାର ଦେଖାଯାଇଥିଲା, ସେ ସୁସାଇଡ୍ ନୋଟ୍ ରେ ଲେଖିଥିଲେ କି ଯେଉଁଥିରେ କାହାକୁ ଦାୟି ବୋଲି କହିନାହାନ୍ତି ।
ଏହି କଥା ସୁଚନା ଟିଭି ଅଭିନେତା କରନବୀର ବୋହରା ସୋସିଆଲ୍ ମିଡୀଆରେ ପୋଷ୍ଟରେ ଲେଖିଥିଲେ, କରନବୀର୍ କୁଶଲ୍ ଙ୍କ ବହୁତ ଘନିଷ୍ଠ ବନ୍ଧୁ ଥିଲେ , ସେ ଇନଷ୍ଟାଗ୍ରାମ୍ ରେ କୁଶଲଙ୍କ ସହ ବହୁତ ସାରା ଫଟୋ ସେୟାର୍ କରିଥିଲେ , ତୁମର ନିଧନ ପରେ ମୋତେ ପୁରା ଭାଙ୍ଗି ଦେଇଛି , ମୋତେ ବିଶ୍ୱାସ ହେଉନାହିଁ କି ତୁମ ଏହି ଦୁନିଆଁରେ ନାହଁ , ମୋତେ ଜଣା ଅଛି ତୁମେ ଯେଉଁଠି ବି ଅଛ ଭଲରେ ଅଛ , ଯେଉଁ ପରି ତୁମେ ନିଜ ଜୀବନ ବଞ୍ଚିଛ ମୋତେ ସବୁବେଳେ ପ୍ରେରିତକରିଛି , କିନ୍ତୁ ମୋତେ କଣ ଜଣା ଥିଲା ।
ଏହି କଥାରେ କରନବୀର ଆଗକୁ ଲେଖନ୍ତି କି ତୁମର ଡ୍ୟାନ୍ସିଙ୍ଗ୍ , ଫିଟନେସ୍ , ଅଫ୍ ରୋଡ୍ ବାଇକିଙ୍ଗ୍ , ଗୋଟେ ବାପାଙ୍କ ଦାୟିତ୍ୱ , ଓ ଏହା ସବୁ ଉପରେ ଅଛି , ତୁମର ହସହସ ଚେହେରା ବହୁତ ସରଳ ଥିଲା , ମୁଁ ତୁମକୁ ବହୁତ ମନେ ପକାଉଛି , କରନବୀରଙ୍କ ସହ ତାଙ୍କର ବହୁତ ଗୁଡିଏ ଫ୍ୟାନ୍ସ ବି ଦୁଃଖବ୍ୟକ୍ତ୍ କରିଛନ୍ତି ।ଆପଣଙ୍କୁ କହିଦେବୁ କି କୁଶଲ୍ ପଞ୍ଜାବୀ ନିଜ କ୍ୟାରିୟରରେ ଜଣେ ମଡେଲ୍ ରେ ଓ ଡ୍ୟାନ୍ସର ହିସାବରେ କାମ କାରମ୍ଭ କରିଥିଲେ, କୁଶଲ୍ ଗତ ଦୁଇ ଦଶକରୁ ଏହି ଇଣ୍ତଷ୍ଟ୍ରିରେ କାମ କରୁଛନ୍ତି ,
୧୯୯୫ ରେ ଡି ଡି ମେଟ୍ରୋ ଚ୍ୟାନେଲ୍ ରେ ଏ ମାଉଥଫୁଲ୍ ଅଫ୍ ସ୍କାଇ ରେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ, ଏହାପରେ ଲଭ୍ ମ୍ୟାରେଜ୍ , ଦେଖୋ ମଗର୍ ପ୍ୟାର୍ ସେ , କଭି ହାଁ କଭି ନା ,ୟେ ଦିଲ୍ ଚାହେଁ ମୋର , ଶଶଶଃ ଫିର୍ କୋଇ ହୈ ଆସମାନ୍ ଆଗେ , ଝଲକ ଦିଖଲାଜା ୭ ଅଦାଲତ ସଜନ୍ ଝୁଟ୍ ମତ୍ ବୋଲୋ ଓ ଇସ୍କ ମରଜାଁ ପରି ଲୋକପ୍ରିୟ ସିରିଆଲ୍ ରେ କାମ କରିଥିଲେ ।
କହିଦେବୁ କି କୁସଲ୍ ବହୁତ ସାରା ଫିଲ୍ମରେ ବି ନଜର ଆସିସାରିଛନ୍ତି , ସେ ଅକ୍ଷୟ କୁମାରଙ୍କ ସହ ଅନ୍ଦାଜ, ଫରହାନ୍ ଅଫତାରଙ୍କ ନିର୍ମାଣରେ ଲକ୍ଷ୍ୟ , ଅଜୟ ଦେବଗନଙ୍କ ସହ୍ କାଲ୍ ସଲମାନଙ୍କ ସହ ସଲାମେ ଇସ୍କ, ଓ ଦନ୍ ଦନା ଦନ୍ ଗୋଲ୍ , ପରି ଫିଲ୍ମରେ କାମ କରିଥିଲେ , କୁଶଲଙ୍କ ନିଜ ଜୀବନ ସହ୍ ଯୋଡୀହୋଇଥିବା କଥା କହିଲେ, ସେ ଏକ ୟୁରୋପିଅନ୍ ଝିଅକୁ ବିବାହ କରିଥିଲେ , ତାଙ୍କର ୩ ବର୍ଷର ପୁଅ ବି ଅଛି ।