September 12, 2024

Odia Express

Leading Odia News Portal of Odisha

ଓଡ଼ିଶାରେ ଟିକଟକ କୁ ନେଇ ବଡ ବିବାଦ – ଟିକଟକ ରେ ଚାଲିଛି ମହିଳାଙ୍କ ଗୁଣ୍ଡାରାଜ – ଖୁଲମଖୁଲା ମାରିଦେବାର ଧମକ ଦେଉଛନ୍ତି – ଟିକଟକ ବ୍ୟବହାର କରୁଥିଲେ ନିଶ୍ଚୟ ଭିଡ଼ିଓ ଦେଖନ୍ତୁ…

ବର୍ତମାନ ସମୟ ସୋସିଆଲ ମିଡ଼ିଆ ର ସମୟ କହିଲେ ଭୁଲ ହେବ ନାହିଁ | ବର୍ତମାନ ଛୋଟ ଛୋଟ ପିଲା ମଧ୍ୟ ସୋସିଆଲ ମିଡ଼ିଆ ର ବ୍ୟବହାର କରିବା ପାଇଁ ଲାଗିଲେଣି | ତେବେ ମାତ୍ର ଅଳ୍ପ ଦିନରେ ଯଦି କେଉଁ ସୋସିଆଲ ମିଡ଼ିଆ ସବୁଠୁ ଲୋକପ୍ରିୟ ହେଇଚି ତେବେ ସେ ହେଉଛି ଟିକଟକ | ଆପଣମାନେ ଜାଣିଥିବେ ଏହାର ବ୍ୟବହାର ସାରା ଭାରତରେ ସବୁଠୁ ଅଧିକ ହେଉଛି ବୋଲି ଟିକଟକ ର ମାଲିକ ମଧ୍ୟ ସ୍ପଷ୍ଟ କରିଛନ୍ତି | ତେବେ ଏହାର ବହୁଳ ବ୍ୟବହାର ଓଡ଼ିଶାରେ ମଧ୍ୟ ଦେଖା ଯାଉଛି | ଆପଣ ମଧ୍ୟ  ଏହାକୁ ବ୍ୟବହାର କରୁଥିବେ

ତେବେ ବର୍ତମାନ ସମୟରେ ଓଡିଶା ଟିକଟକ କୁ ନେଇ ବଡ ବିବାଦ ସାମ୍ନା କୁ ଆସିଛି | ତେବେ କିଛି ଦିନ ହେଲା ଓଡ଼ିଶାରେ ଟିକଟକ ର ବ୍ୟବହାର ବହୁଳ ମାତ୍ର ରେ ଚାଲୁଥିବା ବେଳେ କୁନି କୁନି ପିଲା ମଧ୍ୟ ଏହାର ପ୍ରଚୁର ମାତ୍ର ରେ ବ୍ୟବହାର କରୁଛନ୍ତି | କିଛ ଦିନ ତଳେ ଟିକଟକ ବନ୍ଦ ହେବ ପାଇଁ ସ୍ୱର ଉଠିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର କୌଣସି ପଦକ୍ଷେପ ନିଆଯାଇନାହିଁ | ତେବେ ବର୍ତମାନ ଦେଖିବା ପାଇଁ ଗଲେ ଓଡ଼ିଶାର ଟିକଟକ ରେ ପ୍ରବଳ ମାତ୍ର ରେ ବିବାଦ ଦେଖା ଯାଇଛି | ଯେଉଁଥିରେ କି ଜଣେ ଯୁବକଙ୍କୁ ମାରିଦେବା ପାଇଁ ମଧ୍ୟ ଧମକ ମିଳିଛି ଯାହାକି ଜଣେ ମହିଳା ଏହି ଧମକ ଦେଇଛନ୍ତି

ତେବେ ମହିଳା ଜଣକ ଯାଜପୁର ର ହେଇଥିବାର ଜଣ ପଡିଛି ଓ ସେ ଚଣ୍ଡିଖୋଲ ଆସିଲେ ଟ୍ରକ ଚପେଇ ମାରିଦେବା ପାଇଁ ଜଣେ ଯୁବକ କୁ ଧମକ ଦେଇଛନ୍ତି | ତେବେ ସେହି ମହିଳା ଏଭଳି କହିବାର କାରଣ ଯୁବକ ଜଣକ ତାଙ୍କ ପୁଅ ସହ ଖରାପ ଭିଡ଼ିଓ କରିଥିଲେ ଓ ଦୁହିଁ ଙ୍କ ମଧ୍ୟରେ ଝଗଡା ହେଇଥିଲେ | ତେବେ ପୁଅ ଝଗଡା କରୁଥିବାର ଜାଣି ମହିଳା ଜଣକ ପପୁ ନାମକ ଜଣେ ଯୁବାକୁ ଖୁଲମଖୁଲା ଧମକ ଦେଇଛନ୍ତି | ସେ ଏକଥା ମଧ୍ୟ କହିଛନ୍ତି ଯେ ସେ ଆଗରୁ ୨ ଜଣକୁ ଗାଡି ମଡ଼େଇ ମରିସାରିଛନ୍ତି | ତେବେ ଏହି ଭିଡ଼ିଓ ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ଟିକଟକ ରେ ଭାଇରଲ ହେବାର ଲାଗିଛି

ତେବେ ଏହି ଘଟଣା ବର୍ତମାନ ପୋଲିସ ପାଖକୁ ଯାଇନାହିଁ | ତେବେ ମହିଳାଙ୍କ ଏଭଳି ଖୋଲା ଧମକ କୁ ବିଭିର୍ନ ବର୍ଗର ଲୋକ କଡା ନିନ୍ଦା କରିଛନ୍ତି ଓ ଏହି ଭିଡ଼ିଓ ର ସତ୍ୟସାତ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ଓ ପୋଲିସ ଏହାର ଅନୁଧ୍ୟାନ କରି ସତକୁ ସମ୍ନାକୁ ଆଣିବା ଦରକାର ବୋଲି କିଛି ଶିକ୍ଷିତ ଗୋଷ୍ଠି କହିଛନ୍ତି | ତେବେ ବର୍ତମାନ ଦେଖିବା ପାଇଁ ବାକି ରହିଲା ଧମକ ପାଇଥିବା ଯୁବକ ଜଣକ ସେହି ମହିଳା ଙ୍କ ନାମରେ କୌଣସି ମାମଲା ରୁଜୁ କରୁଛନ୍ତି କି ନାହିଁ |ତେବେ ମହିଳାଙ୍କ ଖୋଲା ଚ୍ୟାଲେଞ୍ଜ କୁ ଗମ୍ଭୀର ଭାବେ ନେବା ପାଇଁ ମଧ୍ୟ ପଡିବ

ତେବେ ବର୍ତମାନ ଆଉ ଏକ କଥା ମଧ୍ୟ ଓଡିଶା ଟିକଟକ ରେ ଦେଖା ଦେଇଛି ଯେ କିଛି ଯୁବକ ଏଥିରେ ବହୁତ ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି ଯାହାକି ଛୋଟ ପିଲାଙ୍କ ଉପରେ ବହୁତ ଖରାପ ପବାବ ପକେଇବା |ତେବେ ଅଭିଭାବକ ମନକୁ ଅନୁରୋଧ ଛୋଟ ପିଲାଙ୍କୁ ଏହି ଟାଟାଙ୍କ ରୁ ଦୁରେଇ ରଖିବା ପାଇଁ ଅନୁରୋଧ | ଏହା ବ୍ୟତୀତ ଏହି ଖରାପ ଭିଡ଼ିଓ କରୁଥିବା ଲୋକଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେବା ପାଇଁ ମଧ୍ୟ ପୋଲିସ ତପ୍ତର ହେବ ଆବଶ୍ୟକ |ତେବେ ଏହା ବ୍ୟତୀତ ଯଦି ସରକାର ଏଥିରେ ହସ୍ତ ଖେପ କରି ଏହି ଟିକଟକ କୁ ବ୍ୟାନ କରନ୍ତେ ତେବେ ମଧ୍ୟ ଏଥିରୁ ମୁକ୍ତି ମିଳିପାରନ୍ତା | ତେବେ ଟିକଟକ ବିଷୟରେ ଆପଣଙ୍କ ମତାମତ କଣ ନିଶ୍ଚୟ କମେନ୍ଟ କରିବେ ଧନ୍ୟବାଦ

Leave a Reply

Your email address will not be published. Required fields are marked *