ଯଦି ଆପଣଙ୍କ ନାମ ‘R’ ଅକ୍ଷରରୁ ଆରମ୍ଭ , ଅଥବା ‘R’ ନାମଧାରୀ ଲୋକ ଆପଣଙ୍କ ପାଖାପାଖି ଅଛନ୍ତି , ତେବେ ନିଶ୍ଚୟ ଜାଣିରଖନ୍ତୁ ଏହି ମୂଲ୍ୟବାନ କଥା..
ଆପଣ ବହୁତଥର ଜ୍ୟୋତିଷ୍ୟଶାସ୍ତ୍ର ଓ ହସ୍ତରେଖା ବିଷୟରେ ନିଶ୍ଚିତ ଶୁଣିଥିବେ କିନ୍ତୁ କଣ କେବେ ଆପଣଙ୍କୁ ଜଣା ଅଛି କି ମଣିଷର ପ୍ରଥମ ନାଁ ବା ପ୍ରଥମ ଅକ୍ଷର ତାର ବିଷୟରେ ବହୁତ କିଛି କହିଥାଏ , ଆଜି ଆମେ ଆପଣଙ୍କୁ R ଅକ୍ଷରରୁ ଆରମ୍ଭ ହେଉଥିବା ଲୋକଙ୍କ ବିଷୟରେ କହିବାକୁ ଯାଉଛୁ , ଯେଉଁଥିରେ ବହୁତ ସାରା ଖୁବି ଦେଖିବାକୁ ମିଳେ , ଯାହାର ବିଷୟରେ ବ୍ୟକ୍ତିକୁ ଜଣା ନଥାଏ, ଆସନ୍ତୁ ଆପଣଙ୍କୁ କହିବୁ କେଉଁ କେଉଁ ପ୍ରତିଭାମାନ ତାଙ୍କ ମଧ୍ୟରେ ଦେଖିବାକୁ ମିଳେ , କହିଦେବୁ କି ଏହି ନାଁର ପ୍ରଭାବ ବ୍ୟକ୍ତି ଉପରେ ଏତେ ଅଧିକା ଥାଏ କି ସେ ଏହି କାରଣରୁ ବହୁତ ସାରା ଅଭିନେତା ଓ ଅଭିନେତ୍ରୀଙ୍କର ନାଁ ବି ବଦଳିସାରିଛି । ସେମାନେ ବି ଏହି ଅକ୍ଷରର ନାଁକୁ ବଦଳାଇସାରିଛନ୍ତି ।
ଆପଣଙ୍କୁ କହିଦେବୁ କି ଯେଉଁ ଲୋକଙ୍କର ନାଁ R ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ଓ ମାନବତାବାଦୀ ହୋଇଥାନ୍ତି , ଏହି ଲୋକଙ୍କ ନାଁ କାଲକୁଲେସନ୍ ୯ ରୁ ହୋଇଥାଏ , ଯିଏ ବୁଦ୍ଧିମତା ଓ ଅପାର କୌଶଳ ପ୍ରତୀକ ହୋଇଥାଏ , R ଲୋକଙ୍କର ଆରମ୍ଭ ହେଉଥିବା ଅକ୍ଷରର ପ୍ରଭାବରୁ ବହୁତ ଅଧିକା ପଡିଥାଏ , ଓ ଏଥିପାଇଁ ତାଙ୍କର ବ୍ୟକ୍ତିତ୍ୱ ବହୁତ ପ୍ରଭାବଶାଳୀ ହୋଇଥାଏ , ଏମାନେ ବହୁତ ଦକ୍ଷତାପୁର୍ଣ୍ଣ ଓ ଲଗନଶୀଲ ହୋଇଥାନ୍ତି , ଯେଉଁ କାମକୁ କରିବାକୁ ଏମାନେ ମନ ବଳାନ୍ତି ସେହି କାମକୁ କରି ଶେଷ କରିଥାନ୍ତି , ପରିବାର ଓ ବନ୍ଧୁଙ୍କ ସାମ୍ନାରେ ବହୁତ ଲୋକପ୍ରିୟ ହୋଇଥାନ୍ତି , ଓ ତାଙ୍କୁ ଲୋକେ ପ୍ରଶଂସା କରିଥାନ୍ତି ,
ଏହି ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କ କଳା ଓ ସଂସ୍କୃତି ପ୍ରତି ବହୁତ ଲଗାବ ଥାଏ , ଏହି ଲୋକ ଅଧିକା କ୍ରିଏଟିଭ୍ ନେଚର୍ ର ହୋଇଥାନ୍ତି , ଓ ଏମାନଙ୍କୁ କଳା ସହ ଯୋଡି ହୋଇଥାଏ ଏମାନଙ୍କ ଧ୍ୟାନ ସବୁଠାରୁ ଅଧିକା ଧ୍ୟାନ ଲାଗିଥାଏ , ଏହି ଅକ୍ଷରର ଲୋକଙ୍କର କଥା ଶୁଣିବା ଓ ତାହା ଉପରେ ଅମଳ କରିବା ପସନ୍ଦ ଲାଗିଥାଏ , ଏମାନେ ଅନ୍ୟମାନଙ୍କର ଭଲ କାମ ପାଇଁ କାମ କରନ୍ତି , ଓ ଏହି କାରଣରୁ ଲୋକଙ୍କର ମଧ୍ୟରେ ଏକ ଖାସ୍ ପରିଚୟ ସୃଷ୍ଟି କରିଥାନ୍ତି ।
କହିଦେ୍ବୁ କି R ଅକ୍ଷରରୁ ଆରମ୍ଭ ହେଉଥିବା ଲୋକେ ବହୁତ ରଚନାତ୍ମକ ସ୍ୱଭାବର ହୋଇଥାନ୍ତି , ଏମାନେ କେଉଁ କାମକୁ କରିବାର ତରିକା ଅଲଗା ଲୋକଙ୍କୁ ପସନ୍ଦ ଲାଗେ ନାହିଁ , ଓ ଏମାନେ ସବୁ କାମକୁ ବହୁତ ପରିଶ୍ରମ ଓ ଲଗନ ସହ କରନ୍ତି , ଏମାନଙ୍କ ସବୁ କାମ ଏହାର ସ୍ୱଭାବ ଓ ବ୍ୟକ୍ତିତ୍ୱ ଝଲକ ନିଜ ମଧ୍ୟରେ ଦେଖିବାକୁ ମିଳିଯିବ , ଏହି ଅକ୍ଷରର ଲୋକ ନିଜ ଜୀବନରେ ବହୁତ ବିଳାସ ପୂର୍ଣ୍ଣ ବଞ୍ଚିବା ପସନ୍ଦ କରନ୍ତି ,
ଏମାନଙ୍କୁ ମହଙ୍ଗା ଜିନିଷ ଯେପରି ଗାଡି , ଘଡିଓ କପଡା ପସନ୍ଦ ଆସିଥାଏ, ଏମାନଙ୍କୁ ସବୁ ସୁନ୍ଦର ଜିନିଷ ନିଜ ଆଡକୁ ଆକର୍ଷିତ କରିଥାଏ , ଓ ଏହାର ଚେଷ୍ଟା ଥାଏ କି ଏମାନେ ନିଜ ଜୀବନରେ ବି ଖୁସିରେ ରୁହନ୍ତୁ , R ଅକ୍ଷର ବାଲା ବ୍ୟକ୍ତି ବହୁତ ଦୟାଳୁ ସ୍ୱଭବର ହୋଇଥାନ୍ତି , ଏମାନେ କାହାକୁ ବି କଷ୍ଟ ଦେବାକୁ ପସନ୍ଦ କରନ୍ତି ନାହିଁ , ନିଜ ପାଖରେ କେଉଁ ଲୋକକୁ କଷ୍ଟ ଦେଖିଲେ ଏମାନେ ତୁରନ୍ତ ତାହାକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ଏମାନଙ୍କୁ ତାର ଅସୁବିଧା ଦୁର କରି ନିଜର ଦମ୍ ନିଅନ୍ତି ।