December 22, 2024

Odia Express

Leading Odia News Portal of Odisha

୩୦ ଡିସେମ୍ବର ୨୦୧୯ ସୋମବାର.ଆଜିର ରାଶିଫଳ – ଭୋଳାନାଥଙ୍କ କୃପାରୁ ଆଜି ଏହି ୮ ଟି ରାଶିମାନଙ୍କର ମାର୍ଗରେ ଆସୁଥିବା ସବୁ ବାଧାଗୁଡିକ ଦୁର ହେବ

ମେଷ ରାଶି : ଆଜି କୋର୍ଟ କଚେରି ମାମଲାରେ ସମ୍ଭାଳିକରି ରୁହନ୍ତୁ , ଛାତ୍ରମାନେ ଆଜି ପରିଶ୍ରମ ବଲରେ ଭଲ ସଫଳତା ହାସିଲ୍ କରିବେ , ଆଜି ପଦୋନ୍ନତିର ଯୋଗ ଅଛି , ବାହାନ ସଂବନ୍ଧିତ ବ୍ୟବସାୟ ଓ କୃଷିର ଅତିରିକ୍ତ ଆୟ ପ୍ରାପ୍ତି କରିପାରିବେ , ଶୈକ୍ଷିକ କାର୍ଯ୍ୟରେ କଠିନତା ଆସିବ , ବାପାଙ୍କର ଚରଣ ସ୍ପର୍ଶ କରି ଆଶିର୍ବାଦ ନିଅନ୍ତୁ ।କାର୍ଯ୍ୟକ୍ଷେତ୍ର ରେ ଅସୁବିଧା ଆସିପାରେ |ମନ୍ଦିର ରେ କ୍ଷୀର ଦାନ କରନ୍ତୁ | ସମ୍ପତି ବଢିବାର ସମ୍ଭାବନା ଅଛି | ଅଯଥା କାମ ରେ ନ ପଶିବା ପାଇଁ ଚେଷ୍ଟା କରିବେ

ବୃଷ ରାଶି : ଆଜି ଆପଣ ବାହାନ ସାବଧନତା ସହ ଚଳାନ୍ତୁ , ପରିବାର ସହ ଭଲ ସମୟ ଅତିବାହିତ କରିବେ , ଅବିବାହିତ ଲୋକଙ୍କର ବିବାହ ମାର୍ଗରେ ଆସୁଥିବା ସବୁ ଅସୁବିଧା ଦୁର ହେବ , ପରିଶ୍ରମ ଓ ଲଗନ ବଳରେ ଆସୁଥିବା ଦିନରେ ମନ ମୁତାବିକ ସଫଲତା ହାସିଲ୍ କରିବେ , ହନୁମାନ ଚାଳୀଶାର ପାଠ କରନ୍ତୁ ଲାଭ ମିଳିବ , ଛୁଆଙ୍କୁ କେଉଁ କୋର୍ସରେ ଦାଖିଲା କରାଇବେ ।ବ୍ୟବସାୟ ବୃଦ୍ଧି ପାଇଁ ଅଧିକ ପରିଶ୍ରମ ଦରକାର

ମିଥୁନ ରାଶି : ଆଜି ଆପଣଙ୍କ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରିବ , ଅଲଗା ଅଲଗା ନଜରିଆରେ ଜୀବନସାଥୀଙ୍କ ସହ ବାଦବିବାଦ ହୋଇପାରେ,  ଛୋଟ ଯାତ୍ରାରେ ଭଲ ଫଳ ମିଳିବ , ଧୈର୍ଯ୍ୟଶୀଳତା ରେ ଅଭାବ ଆସିପାରେ , ଏହି ରାଶିର ସାଇନ୍ସ ଷ୍ଟୁଡେଣ୍ଟ୍ସଙ୍କ ପାଇଁ ଭଲ ଦିନ ଅଛି । ବନ୍ଧୁଙ୍କ ପାଖରୁ କେଉଁ ବିଷୟରେ ବୁଝିବାକୁ ସାହାଯ୍ୟ ମିଳିବ ।

କର୍କଟ ରାଶି : ଆଜି ଆପଣଙ୍କ ସବୁ ଯୋଜନା ପୁରା ହେବ , ଆର୍ଥିକ ଦୃଷ୍ଟିରୁ ସବୁ ଜିନିଷ ଠିକ୍ ରହିବ , କେଉଁ ଅତିଥିଙ୍କୁ ଅତିଥି ସଂସ୍କାର କରିବାର ଅବସର ପାଇବେ , ଆପଣଙ୍କ ମନଦଶା ଓ ଆତ୍ମବିଶ୍ୱାସରେ ହ୍ରାସ ଦେଖିବାକୁ ମିଳିବ , ଆଜି ଆପଣଙ୍କ ସକରାତ୍ମକ ଭାବନା ଆପଣଙ୍କୁ ସଫଳତା ଯୋଗାଇବ ।

ସିଂହ ରାଶି : ଚାକିରି ପାଇଁ ପ୍ରୟାସ ଆଜି ସଫଳ ସିଦ୍ଧ ହେବ , ଚାକିରି ମିଳିପାରିବ , ପାରିବାରିକ ଓ ସାମାଜିକ ସଂବନ୍ଧ ମଜବୁତ୍ ହେବ , ନୁଆ ବନ୍ଧୁ ହେବେ , ଶାରରୀକ ମାନସିକ ଭାବେ ସୁସ୍ଥ୍ୟ ଅନୁଭବ କରିବେ , ରୋଜଗାର ପ୍ରାପ୍ତି ପ୍ରୟାସରେ ସଫଲ ରହିବେ ।

କନ୍ୟା ରାଶି : ଆଜି ସୁଖର ସାଧନ ବ୍ୟୟ ହେବ , ଅଚାନକ ଦାୟିତ୍ୱ ଆପଣଙ୍କ ଯୋଜନା ବାଧା ଦେଇପାରେ , ଆଜିର ଦିନରେ ଆପଣଙ୍କ ପାଇଁ ସବୁ କିଛି ବିବାଦସ୍ପଦ ହୋଇପାରେ,  ସ୍ୱାସ୍ଥ୍ୟକୁ ନେଇକରି ବିଳମ୍ବତା କଲେ କ୍ଷତିରେ ପଡିପାରନ୍ତି , ସଠିକ୍ ନିର୍ଣ୍ଣୟ ନିଅନ୍ତୁ , ସଂମ୍ପର୍କରେ ତାଲମେଳ ରଖନ୍ତୁ ।

ତୁଳା ରାଶି : ଆଜି ଧାର୍ମିକ କାର୍ଯ୍ୟରେ ରୁଚି ରହିବ , ବସ୍ତ୍ର ଉପହାରରେ ପ୍ରାପ୍ତି କରିବେ , ସଂମ୍ପର୍କୀୟ ବନ୍ଧୁଙ୍କ ସହ ଭଲ ସଂବନ୍ଧ ସୁଧାର ଆସିବ , ଆଜି ଆପଣଙ୍କ ବନ୍ଧୁଙ୍କ ସହ କେଉଁ ଆଡେ ଯିବାକୁ ପ୍ଲାନ୍ କରିପାରନ୍ତି , ବ୍ୟବସାୟିକ କ୍ଷେତ୍ରରେ ସବୁ ଆପଣଙ୍କ ପକ୍ଷରେ ରହିବ ।

ବିଛା ରାଶି : ଆଜି ଆପଣ କେଉଁ ବିଶେଷ ବ୍ୟକ୍ତିଙ୍କ ସହ ମିଶିପାରନ୍ତି , ମନ୍ଦିରରେ କିଛି ଦାନ କରି ଶାନ୍ତି ପାଇବେ , ଆର୍ଥିକ କ୍ଷତି ଭରଣା ହେବାର ସମ୍ଭାବନା ଅଛି , ଯଦି ଆପଣ କେଉଁ ପାଖ ଲୋକଙ୍କ ସହ ସମୟ ଅତିବାହିତ କରୁନାହାନ୍ତି , ତେବେ ସେ ନାରାଜ୍ ହୋଇପାରନ୍ତି , ଭୁମି ଭବନ ଆଦି କିଣିଲେ ଲାଭବାନ ହେବେ ।

ଧନୁ ରାଶି : କେଉଁ କାର୍ଯ୍ୟପ୍ରତି ଚିନ୍ତା ଦୁଇ ଗୁଣା ବୃଦ୍ଧି ପାଇବ , ଆପଣଙ୍କ ଜୀବନରେ ଲଗାତାର୍ ପରିବର୍ତ୍ତନ ଦେଖିବାକୁ ମିଳିବ , ପାରିବାରିକ ଜୀବନରେ ଭାଇ ଭଉଣୀଙ୍କ ବାଦବିବାଦ କାରଣରୁ ମନ ଅସ୍ତିରତା ବୃଦ୍ଦି ପାଇବ , ପ୍ରେମୀଙ୍କ ସହ୍ କେଉଁ ଆଡେ ମୁଭିଦେଖିବାକୁ ଯାଇପାରନ୍ତି , କୋର୍ଟ କଚେରି କିମ୍ବା ଆଇନଗତ ମାମଲାରେ ଅଟକିଥିବା କାମ ପୁରା ହେବ , ଧନ ପ୍ରାପ୍ତି ଅଛି ।

ମକର ରାଶି : ଆଜି ଛୋଟ୍ ମୋଟ ଯାତ୍ରା କରିପାରନ୍ତି , କ୍ରୋଧ ଅଧିକା ହୋଇପାରେ,  ବୟସର୍ କମ୍ ଲୋକଙ୍କସହ ଯୁକ୍ତି କରିବା ଅନୁଚିତ୍ , ଲଭ୍ ଲାଇଫ୍ ରେ ଅପାର ସଫଲତା ମିଳିବାର ଯୋଗ ହେଉଚି , ଛାତ୍ରମାନେ ନିଜ କାର୍ଯ୍ୟରେ ସଫଳତା ପାଇବେ , ବନ୍ଧୁଙ୍କ ସାହାଯ୍ୟରେ କେଉଁ ପୁରୁଣା ରୁଣ ଫେରିପାଇବେ ।

କୁମ୍ଭ ରାଶି : ଆଜି ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ରହିବ , ଆପଣଙ୍କୁ ନିଜର ସଚ୍ଚା ପ୍ରେମ ମିଳିପାରିବ , ଆପଣଙ୍କ ସ୍ୱାସ୍ଥ୍ୟ ସନ୍ତୋଷଜନକ ରହିବ , କିନ୍ତୁ ନିଜ ପେଟ ସଂବନ୍ଧିତ କିଛି ରୋଗ ହେବାରୁ ସାବଧାନ ରୁହନ୍ତୁ , ପରିବାରର ସହଯୋଗ ମିଳିବ , ପ୍ରତିଷ୍ଠା ଓ ଉନ୍ନତି ସନ୍ତୁଳନ ବନାଇବାରେ ପ୍ରୟାସ କରିବେ , କାର୍ଯ୍ୟପ୍ରଣାଳୀରେ ସୁଧାର ଆସିବ

ମୀନ ରାଶି : ଆଜି ଆପଣଙ୍କୁ ସଚ୍ଚା ପ୍ରେମ ମିଳିବାର ଯୋଗ ହେଉଛି , ନିଜ କାମ ଓ ପରିବାର ସଂବନ୍ଧରେ କେଉଁ ପ୍ରକାରର ମତଭେଦ କରନ୍ତୁ ନାହିଁ , ଆପଣଙ୍କ ଅଟକିଥିବା କାମ ଜଲଦି ହୋଇଯିବ , କେଉଁ ଲମ୍ବାଯାତ୍ରା କିମ୍ବା କାର୍ଯ୍ୟକ୍ରମର ପ୍ଲାନିଙ୍ଗ୍ ହୋଇପାରେ । ଶିବଲିଙ୍ଗ ଉପରେ ମିଶ୍ରୀ ଚଢାନ୍ତୁ , ଘରର ସୁଖ ସୌଭାଗ୍ୟ ବଢିବ , ସନ୍ତାନର ସଫଲତାରେ ମନ ପ୍ରଫୁଲ୍ଲିତ ରହିବ , ବିଦେଶ ଭ୍ରମଣ ହେତୁ ଶୁଭ ଯୋଗ ଅଛି , ଲମ୍ବା ପ୍ରବାସ ଯୋଗହେଉଛି

Leave a Reply

Your email address will not be published. Required fields are marked *