December 23, 2024

Odia Express

Leading Odia News Portal of Odisha

କେବଳ ୨ ଟଙ୍କାର ଏହି ଜିନିଷକୁ ନେଇ ବ୍ୟବହାର କରନ୍ତୁ , ଦାନ୍ତର ସବୁ ପୋକ ସଂଗେ ସଂଗେ ଗାୟବ ହେଇଯିବେ…

ଆଜି କାଲି ଦାନ୍ତରେ ପୋକ ଲାଗିବା କିମ୍ବା ଦାନ୍ତ ସଢିଯିବା ସମସ୍ୟା ସମସ୍ତଙ୍କ ମଧ୍ୟରେ ଶୁଣିବାକୁ ମିଳୁଛି । ଖାସ୍ କରି ଏହି ସମସ୍ୟା ଛୁଆଙ୍କ ମଧ୍ୟରେ ଅଧିକା ଦେଖିବାକୁ ମିଳେ , ଆଜି କାଲିର ଛୁଅ ନାନା ପ୍ରକାରର ମାର୍କେଟ୍ ରୁ ପ୍ରଡକ୍ଟ ଖାଇବାକୁ ଅଧିକା ପସନ୍ଦ କରନ୍ତି ।  କିନ୍ତୁ ଏହି ସମସ୍ୟା ବଡଙ୍କ ମଧ୍ୟରେ ବି ଦେଖିବାକୁ ମିଳିଥାଏ , ବ୍ୟକ୍ତି ଏହି ସମସ୍ୟାରେ ଏତେ ଅଧିକା ଚିନ୍ତିତ ହୋଇଯାଏ କି ସେ କିଛି ଖାଇପାରେ ନାହୀଁ ନା ହିଁ କିଛି ଖାଇପାରେ , ଏହି ସମସ୍ୟା ଆମର ବହୁତ କଷ୍ଟଦାୟକ ହୋଇଥାଏ ,ଦାନ୍ତରେ କଷ୍ଟ ହେବା କାରଣରୁ ଏହା ଆମର ମୁଣ୍ତ ବିନ୍ଧାର କାରଣ ବି ହୋଇପାରେ । ଦାନ୍ତରେ ପୋକ ଲାଗିବା କାରଣରୁ ଆମକୁ ନାନାଦି ଅସୁବିଧାର ସାମ୍ନା କରିବାକୁ ପଡିଥାଏ ,ନିଜ ଦାନ୍ତକୁ ସଠିକ୍ ଭାବେ ଦେଖାଶୁଣା ନ କରିବା , ଦ୍ୱାରା ଏହି ସବୁ ଅସୁବିଧା ଭୋଗିବାକୁ ପଡିଥାଏ , ଏହି ଅସୁବିଧାରୁ ମୁକ୍ତି ପାଇବାକୁ ହେଲେ , ଆମେ ଡାକ୍ତରଙ୍କ ପାଖକୁ ଯାଇଥାଉ , କାରଣ ଏପରି କଷ୍ଟ ବେଶୀ ଅଧିକା ବି ହୋଇପାରେ , ଯାହା ଠାରୁ ମୁକ୍ତି ପାଇବାକୁ ହେଲେ ଆମେ ଡେଣ୍ଟିଷ୍ଟ ପାଖକୁ ଯାଇଥାଉ , ଏହା ଆମେ ଜାଣିଛେ କି ଦାନ୍ତ ସହ ଯୋଡି ହୋଇଥିବା ଖର୍ଚ୍ଚ ବହୁତ ଅଧିକା ହୋଇଥାଏ , କାରଣ ଏହାର ଉପଚାର ବହୁତ ମହଙ୍ଗା ଅଟେ ।

ଜାଣନ୍ତୁ ଘରୋଇ ଉପାୟ : ବହୁତ ସାରା ସାବଧନତା ସହ ଦାନ୍ତଗୁଡିକ ସଫା ଓ ସଠିକ୍ ରଖାଯାଇପାରିବ , କିନ୍ତୁ ଏମିତି ହୁଏ ନାହୀଁ  ଆମେ ଦାନ୍ତର ସବୁ ରୁଲ୍ ଫଲୋ କରିପାରିଲେ ଭଲ ନହେଲେ ଥରେ ପୋକ ଖାଇଲେ ଆଉ ତାହାକୁ ସଠିକ୍ କରିପାରିବା ଅସମ୍ଭବ , ଆଜି ଆମେ ଦାନ୍ତରେ ପୋକ ବାହାର କରିବାର ଏକ ଘରୋଇ ପ୍ରକିୟା କହିବାକୁ ଯାଉଛୁ , ଯାହା ଆପଣ ଘରେ ବସି ସହଜରେ କରିପାରିବେ । ଓ ଏହା ବହୁତ ଶସ୍ତା ବି ଅଟେ  ।ଆପଣ ଦାନ୍ତର କଷ୍ଟ ଦୁର କରିବାପାଇଁ ବହୁତ ସାରା ମାର୍କେଟ୍ ରୁ ପ୍ରଡକ୍ଟ ବ୍ୟବହାର କରିଥିବେ,  କିନ୍ତୁ ଏହା ଆପଣଙ୍କ ପାଇଁ ସଠିକ୍ ହୋଇପାରିନଥାଏ , ଆଜି ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବୁ , ଯାହା ଦାମ୍ ବଜାରରେ ୨ ଟଙ୍କା ଅଟେ,  ଏହି ୨ ଟଙ୍କାର ଜିନିଷ ଲଗାଇଲେ ଦାନ୍ତରେ ପୋକ ଖାଇବା ବନ୍ଦ ହୋଇଯିବ , ତେବେ ଆସନ୍ତୁ ଜାଣିବା ଏହି ଛୋଟ ଜିନିଷ ବିଷୟରେ ଜାଣିବା ।

ସବୁଠାରୁ ପ୍ରଥମ ଜିନିଷ ଆପଣଙ୍କୁ ନେବାର ଅଛି ପାନରେ ଲଗାଉଥିବା ଚୁନ ଯାହାକି ବଜାରରେ ସହଜରେ ମିଳିଯିବ , ଓ ଦ୍ୱିତୀୟ ଜିନିଷ ହେଲା ଫିଟିକିରି ପାଉଡର୍ , ଏହି ଦୁହେଁ ଜିନିଷକୁ ଟିକିଏ ପାଣିରେ ମିଶାଇ ଏକ ଗାଢା ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ , ଓ ଦାନ୍ତ ଲଗାଇ ଦିଅନ୍ତୁ , ଯାହା ଦ୍ୱାରା ପୋକ ବାହାରିଯିବେ , ଏହି ପେଷ୍ଟକୁ ଲଗାଇଲେ ପୋକ ଆପେ ଆପେ ସମୁଳ ନଷ୍ଟ ହୋଈଯାଆନ୍ତି ।

Leave a Reply

Your email address will not be published. Required fields are marked *