September 19, 2024

Odia Express

Leading Odia News Portal of Odisha

ବହୁ ବର୍ଷ ପରେ ରହସ୍ୟ ଉପରୁ ପର୍ଦା ଖୋଲିଲେ କରୀନା , ଏହି କାରଣରୁ ସାହିଦ୍ କାପୁର୍ ଙ୍କ ସହ ତାଙ୍କର ବ୍ରେକ୍ ଅଫ୍ ହୋଇଥିଲା – କହିଲେ ସେ ମୋତେ ବାରମ୍ବାର …

କରୀନା କାପୁର୍ ଖାନ୍ ଓ ସୈଫ୍ ଅଲ୍ଲୀ ଖାନ୍ ଏବେ ତାଙ୍କର ବୈବାହିକ ଜୀବନ ଉପଭୋଗ କରୁଛନ୍ତି , ଯେପରି କି ଆପଣ ସମସ୍ତେ ଜାଣିଛନ୍ତି କି କରୀନାଙ୍କୁ ବିବାହ କରିବା ପୁର୍ବରୁ ସାହିଦ୍ କାପୁରଙ୍କ ସହ କରିନା ରିଲେସନସିପ୍ ରେ ଥିଲେ , ଏମିତିରେ ସମସ୍ତେ ଜାଣିବାକୁ ଚାହଁନ୍ତି କି ଏମିତି ତାଙ୍କ ମଧ୍ୟରେ କଣ ହୋଇଥିଲା ଯାହା ପାଇଁ ଏମିତି ବ୍ରେକ୍ ଅପ୍ ହେଲା । ସେହି ସମୟରେ କରିନା ଓ ସାହିଦ୍ ଙ୍କ ଲଭ୍ ଆଫେୟାର୍ ଚର୍ଚ୍ଚା ସବୁଆଡେ ହେଇଯାଇଥିଲା,  ଏହି ଦୁହେଁ ବହୁତ ହିଁ ଲୋକପ୍ରିୟ ଯୋଡି ହେଇଥିଲେ , ବହୁତ ଲୋକ ଏହା ଭାବୁଥିଲେ କି କରିନା ସାହିଦ୍ ପରସ୍ପର ବିବାହର ବନ୍ଧନରେ ବାନ୍ଧି ହୋଇଯିବେ , କିନ୍ତୁ ଏପରି ହେଲା ନାହିଁ , ଏଥିପାଇଁ ଆଜି ଆମେ ଦୁହେଁଙ୍କ ମଧ୍ୟରେ ହୋଇଥିବା ବ୍ରେକ୍ ଅଫ୍ ର କାରଣ କହିବାକୁ ଯାଉଛୁ ।

ଯେବେ ସାହିଦ୍ କାପୁର ଅମୃତା ରାଓ ଙ୍କ ସହ ଫିଲ୍ମ ଇସ୍କ ବିକ୍ସର ସୁଟିଂଙ୍ଗ୍ ରେ ବ୍ୟସ୍ତ ଥିଲେ , ତେବେ ତାଙ୍କର ସେ ବହୁତ ପାଖାପାଖି ଆସିଯାଈଥିଲେ , ଏହି ଦୁହେଁଙ୍କୁ ବହୁତ ଥର ପାଖାପାଖି ନଜର କରାଯାଈଥିଲା,  କରିନା ସାହିଦ୍ ଓ ଅମୃତାଙ୍କ ଘନିଷ୍ଠତା ପସନ୍ଦ ଆସିନଥିଲା , ଏହାପରେ ସାହିଦ୍ ଅମୃତାଙ୍କ ସହ ବ୍ରେକ୍ ଅପ୍ କରାଇନେଇଥିଲେ,  କିନ୍ତୁ ବହୁତ ବିଳମ୍ବ ହୋଇଯାଇଥିଲା , ସାହିଦ୍ ଙ୍କ ନାରାଜ୍ ହେବାପରେ ଦୁଃଖୀ କରିନା ଙ୍କୁ ଆଉ କେହି ମିଳିସାରିଥିଲେ ।

କରିନା ଓ ସାହିଦ୍ ଙ୍କ ସଂମ୍ପର୍କରେ ସେବେ ଠାରୁ ଖଟାସ୍ ଆସିଯାଇଥିଲା  ଯେବେ କରିନା ସୈଫ୍ ଅଲ୍ଲୀଙ୍କ ସହ ଫିଲ୍ମ ଟସନ୍ ଫିଲ୍ମ ସୁଟିଂଙ୍ଗ୍ କରୁଥିଲେ,  କରିନାଙ୍କ ଦୁଃଖର ଘଡିରେ ସୈଫ୍ ତାଙ୍କୁ ଇମୋସନାଲି ସପୋର୍ଟ ଦେଲେ,  ସେପଟେ କରିନାଙ୍କୁ ବି ସୈଫ୍ ଙ୍କ ଉପରେ ସିକ୍ରେଟ୍ କ୍ରଶ୍ ଥିଲା ,  ଟସନ ଫିଲ୍ମ ପରେ ଦୁହେଁ ଓମକାରା ଫିଲ୍ମ ସୁଟିଙ୍ଗ୍ କରିବାକୁ ଲାଗିଲେ , ଏମିତିରେ ଦୁହେଁ ଫିଲ୍ମର ସମୟରେ ପ୍ରେମ୍ କରିବସିଲେ , ଏହି ପରି ସୈଫ୍ ଅଲ୍ଲୀ ଖାନ୍ ଥିଲେ ଯିଏକି କରିନା ଓ ସାହିଦ୍ ଙ୍କ ମଧ୍ୟରେ ଆସି ପହଞ୍ଚିଯାଇଥିଲେ ॥

ସୈଫ୍ କରିନାଙ୍କୁ ପସନ୍ଦ କରୁଥିଲେ,  ନିଜ ପ୍ରେମକୁ ପ୍ରମାଣୀତ କରିବାକୁ ଯାଇ ସେ କରିନାଙ୍କ ନାଁରେ ଏକ ଟାଟୁ ହାତରେ କରିଦେଇଥିଲେ,  ଏତିକି ନୁହେଁ ଯେବେ କରିନା ପଚାରିଲେ ତୁମେ ମୋ ପାଇଁ କଣ କରିପାରିବ , ସେ ବ୍ଲେଡ୍ ରେ ନିଜ ହାତ କାଟି ପକାଇଥିଲେ,  ଏହି ପରି କରିନା ସୈଫ୍ ଙ୍କ ପ୍ରେମରେ ଦିୱାନୀ ହୋଇଗଲେ , ଓ ସାହିଦ୍ ଙ୍କୁ ବ୍ରେକ୍ ଅପ୍ କରିନେଲେ ,କରିନା ସାହିଦ୍ ଙ୍କ ସହ ବ୍ରେକ୍ ଅଫ୍ ହେବାପରେ ମିଡିଆରେ କିଛି ବିଷୟରେ ଆଲୋଚନା ହୋଇନଥିଲା,  ସେ କହିଲେ କି ମୋର ବ୍ୟକ୍ତିଗତ ଜୀବନ ଅଟେ, ସାହିଦ୍ ମିଡିଆ ସାମ୍ନାରେ ଏହି କଥା ସବୁ ବେଳେ କହୁଥିଲେ କି କରିନାଙ୍କ ସହ ବ୍ରେକ୍ ଅଫ୍ ରେ ସେ ଦୁଃଖୀ ହୋଇଛନ୍ତି , ଓ ତାଙ୍କୁ କରିନାଙ୍କ ବ୍ୟକ୍ତିଗତ ଜିବନ ଉପରେ କୌଣସି ଆପତ୍ତି ନାହିଁ , ଓ ତାଙ୍କର ତାହା ଫଇସଲାକୁ ସେ ସମ୍ମାନ ଦିଅନ୍ତି ।

ସେମିତି ସୈଫ୍ ଙ୍କ ଛଡା କରିନାଙ୍କ ମା ବବିତାଙ୍କର ବି ଏହି ବ୍ରେକ୍ ଅଫ୍ ରେ ହାତ ରହିଛି , ସୈଫ୍ ଓ ବବିତା ମିଶିକରି କରିନାଙ୍କ ବ୍ରେକ୍ ଅଫ୍ କରାଇଲେ , ବର୍ତ୍ତମାନ କରୀନା ଓ ସୈଫ୍ ଜଣେ ଅନ୍ୟଜଣଙ୍କ ସହ ବହୁତ ଖୁସିରେ ଅଛନ୍ତି , ସେମିତି ସାହିଦ୍ କାପୁର୍ ବି ମିରା ରାଜପୁର ଙ୍କୁ  ବିବାହ କରି ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *