September 20, 2024

Odia Express

Leading Odia News Portal of Odisha

ସ୍ତ୍ରୀଙ୍କର ଦିୱାନା ହୋଇଥାନ୍ତି ଏହି ୪ ଟି ନାମ ବିଶିଷ୍ଟ ଲୋକ , ଆପଣଙ୍କ ସ୍ୱାମୀଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହେଉନି ତ…

ଏହି ଦୁନିଆଁରେ ପୁଅ ହେଉ କିମ୍ବା ଝିଅ ହେଉ ସମସ୍ତଙ୍କ ଜୀବନରେ ଗୋଟେ ହିଁ ସମୟ ଆସିଥାଏ ଯେବେ ସେ କାହାକୁ ପସନ୍ଦ କରିଥାଏ ଓ ତାର ସହ ନିଜ ଜୀବନ ଅତିବାହିତ କରିବାକୁ ଇଚ୍ଛା କରିଥାଏ , ଗୋଟେ ଝିଅ ଯେବେ ବିବାହ କରିଥାଏ ତେବେ ତାକୁ ନୁଆ ଘର ମିଳିଥାଏ , ଓ ତାର ଦୁନିଆଁ ପୁରା ଭାବେ ବଦଳିଯାଏ , ସବୁ ଝିଅଙ୍କର ଗୋଟେ ହିଁ ସ୍ୱପ୍ନ ଥାଏ କି ତାର ସ୍ୱାମୀ ତାର ସବୁ କଥା ଶୁଣୁ  ଓ ତାକୁ ବହୁତ ସାରା ଭଲ ପାଇବା ଦେଉ , ଓ ଝିଅଟିର ସବୁ ଛୋଟ ବଡ ଇଚ୍ଛାକୁ ଧ୍ୟାନ ଦେଉ , ଏମିତି ବହୁତ ସାରା ସ୍ୱାମୀ ମିଳିଯାଆନ୍ତି , ଓ ତାଙ୍କ ସ୍ୱପ୍ନରେ ଫିଟ୍ ହୁଅନ୍ତି , କିନ୍ତୁ ବହୁତ ସାରା ଝିଅ ଏମିତି ହୋଇଥାନ୍ତି ଯାହାଙ୍କ ସ୍ୱାମୀ ମିଳିଲେ ସେ ତାଙ୍କର କିଛି କଥା ଶୁଣନ୍ତି ନାହିଁ , ଆପଣ ଭାଗ୍ୟବାନ ହୋଇପାରନ୍ତି , ଯଦି ଆପଣଙ୍କୁ ଏମିତି ସ୍ୱାମୀ ମିଳିଛି ତେବେ ଯିଏ ସବୁ କଥା ଆପଣଙ୍କ ମାନୁଥିବ ।

ଆମର ଶାସ୍ତ୍ରରେ ଆରମ୍ଭରୁ ପ୍ରଥମ ଅକ୍ଷର ଆମ ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ , ଏମିତି ମାନାଯାଏ କି ଆମର ନାଁର ପ୍ରଥମ ଅକ୍ଷର ଆମର ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ , ଆଜି ଆମେ ଆପଣଙ୍କୁ ଏହି ଖାସ୍ ପୋଷ୍ଟରେ କେଉଁ ପୁଅର ପ୍ରଥମ ଅକ୍ଷରର ନାଁର ମହତ୍ତ୍ୱ ବିଷୟରେ କହିବୁ , ଯାହା ଦ୍ୱାରା ପତ୍ତା ଲାଗିଯିବ କି ଆପଣଙ୍କ ହେବାକୁ ଥିବା ସ୍ୱାମୀଙ୍କ ସ୍ୱଭାବ କିପରି ଅଛି  ଆଜି ଆମେ ଆପଣଙ୍କୁ ସ୍ୱାମିଙ୍କ ବିଷୟରେ କହିବାକୁ ଯାଉଛୁ , ଆସନ୍ତୁ ଜାଣିବା ।

K ନାମକ ପୁରୁଷ : ଏହି ନାଁର ବ୍ୟକ୍ତି ନିଜ ସ୍ୱାମୀଙ୍କର ଛୋଟ ଛୋଟ କଥାକୁ ଦାୟିତ୍ୱ ନେବାରେ ଆଗୁଆ ରୁହନ୍ତି , ଏହି ବ୍ୟକ୍ତି ନିଜ ହେବାକୁ ଥିବା ସ୍ତ୍ରୀଙ୍କ ଖୁସି ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ରୁହନ୍ତି , ଯଦି ଏମାନଙ୍କ ଜୀବନ ସାଥୀ ନାମ ପ୍ରଥମ ଅକ୍ଷରରୁ ଆରମ୍ଭ ହୋଇଥାଏ , ତେବେ ସତରେ ଭାଗ୍ୟବାନ ହୋଇଥିବେ ।

A ନାମକ ପୁରୁଷ : ଯଦି ଏହି ଅକ୍ଷରର ପୁରୁଷଙ୍କ ବିଷୟରେ କଥା ହେବା ତେବେ ସେମାନେ ନିଜ ସ୍ତ୍ରୀଙ୍କୁ ଦାୟିତ୍ୱ ରଖିବା ଭଲ ଭାବରେ ଜାଣନ୍ତି , ଏହି ନାଁର ଲୋକେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ଦାୟିତ୍ୱ ନେଇଥାନ୍ତି , ସେମାନଙ୍କୁ କେଉଁ ପ୍ରକାରର ସାହାଯ୍ୟ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ , ସେ ସାରା ଦିନ ନିଜ ସ୍ତ୍ରୀଙ୍କର ଦିୱାନା ହୋଇଥାନ୍ତି ,

R ନାମକ ପୁରୁଷ : ଏହି ନାମକ ପୁରୁଷ ନିଜ ସ୍ତ୍ରୀର ସବୁ ଛୋଟ ଛୋଟ କଥାକୁ ଧ୍ୟାନ ଦେବାରେ ଆଗ ରୁହନ୍ତି , ଏହି ବ୍ୟକ୍ତି ମାନେ ନିଜ ହେବାକୁ ଥିବା ସ୍ତ୍ରୀଙ୍କ ଖୁସି ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ରୁହନ୍ତି , ଯଦି ଏମାନଙ୍କ ଜୀବନସାଥୀଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ତେବେ ସେମାନେ ବହୁତ ଭାଗ୍ୟବତୀ ହୋଇଥାନ୍ତି ।

P ନାମକ ପୁରୁଷ : ଏହି ନାମକ ପୁରୁଷ ହୃଦୟରୁ ବହୁତ ସଫା ହୋଇଥାନ୍ତି , ସେମାନେ ନିଜ ପାର୍ଟନରଙ୍କ ପ୍ରତି ସବୁବେଳେ ଇମାନଦାର୍ ହୋଇଥାନ୍ତି , ସେମାନେ ନିଜ ସ୍ତ୍ରୀଙ୍କ ପ୍ରେମରେ ପାଗଳ ସମାନ ହୋଇଥାନ୍ତି , ଏମାନଙ୍କ ଉପସ୍ଥିତ ବୁଦ୍ଧି ବହୁତ୍ ଭଲ ହୋଇଥାଏ , ଏମାନେ ସାଙ୍ଗେ ସାଙ୍ଗେ ବୁଝିଯାଆନ୍ତି କି ସେମାନଙ୍କ ସ୍ତ୍ରୀ କିପରି ହୋଇଥିବ , କିନ୍ତୁ ଏହି ସବୁ ଛଡା ପାର୍ଟନରଙ୍କ ରିଲେସନସିପ୍ ପାଇଁ ଏମାନଙ୍କ ଡେଡିକେସନ୍ ଭଲ ସ୍ୱାମୀ ବନାଇଥାଏ ।

Leave a Reply

Your email address will not be published. Required fields are marked *